ପୁଣି ଗୁହାଳରୁ ଗାଈକୁ ଟାଣି ନେଇ ଖାଇଲା ବାଘ
ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ବେଲରଦନା ଗାଁରେ ବାଘ ଆତଙ୍କ । ଗତକାଲି ରାତିରେ କଲରାପତରିଆ ବାଘ ଗୁହାଳରୁ ଗାଈକୁ ଟାଣି ନେଇ ଖାଇଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ବେଲରଦନା ଗାଁର ଅର୍ଜୁନ ଧରୁଆଙ୍କ ଗାଈକୁ ଗୁହାଳରେ ବାନ୍ଧି ରଖିଥିଲେ । ଆଜି ସକାଳୁ ଉଠି!-->…
Read More...
Read More...