Browsing Tag

nuapada news

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ୪ ମୃତ

ନୂଆପଡ଼ା : ନୂଆପଡ଼ା ବୋଡ଼େନ ଥାନା ରାଜପୁର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜଣଙ୍କ ଜୀବନ । ବାକି ଆଉ ତିନି ଜଣ ଏହି ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥୟଳରେ ପହଞ୍ଚି
Read More...

ସ୍କ୍ରବ ଟାଇପସ୍‌ ସଂକ୍ରମଣରେ ଜଣେ ମହିଳା ମୃତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ଥାନା ଡୁଙ୍ଗୁରିପାଲି ଗାଁରେ ସ୍କ୍ରବ ଟାଇଫସ ସଂକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ଡୁଙ୍ଗୁରିପାଲିଗାଁର ନମ୍ରତା ମହାକୁଡ଼ । ଏହା ନୂଆପଡ଼ା ଜିଲ୍ଲାରେ ସ୍କ୍ରବ ଟାଇଫସ ସଂକ୍ରମଣ ଜନିତ ପ୍ରଥମ ମୃତ୍ୟୁ ଘଟଣା ।
Read More...

ଭିଜଲାନ୍ସ ଜାଲରେ ପଂଚାୟତ ଗ୍ରାମ ରୋଜଗାର ସେବକ

ନୂଆପଡା, (ନିରାକାର ମେହେର) : ଭିଜିଲାନ୍ସ ଜାଲରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଳକ ସୁନାରୀସିକୁଆଁ ପଞ୍ଚାୟତ ଗ୍ରାମ ରୋଜଗାର ସେବକ(ଜିଆରଏସ୍) । ଜମି ମରାମତି କାମର ମନରେଗା ପାଉଣା ମାଷ୍ଟର ରୋଲ ଜେନେରେଟ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବ ବେଳେ ଭିଜଲାନ୍ସ ଜାଲରେ ଫସିଗଲେ । ଏବେ
Read More...

କୁଲିଙ୍ଗାମାଲ ସେବାଶ୍ରମ ବିଦ୍ୟାଳୟରେ ସହଭାଗୀ ରୂପେ ଅଭିଭାବକ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧିନସ୍ଥ କୁଲିଙ୍ଗାମାଲ ସେବାଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରଥି ମେହେରଙ୍କ ସଭାପତିତ୍ୱରେ ସହଭାଗୀ ରୂପେ ଅଭିଭାବକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି
Read More...

ଟ୍ରକ ଓ କାର ମୁହାଁ ମୁହିଁ ଧକ୍କା : ଚାଳକଙ୍କ ସହ ଦୁଇ ଗୁରୁତର

ନୂଆପଡା, (ନିରାକାର ମେହେର) : ନୂଆପଡା ୩୫୩ ନଂ ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା ହୋଇଛି । କାର୍ ଚାଳକ ସହ ଦୁଇ ଗୁରୁତର ହୋଇଛନ୍ତି । ଟ୍ରକ୍‌କୁ ଅଟକ ରଖିଛି ନୂଆପଡା ପୋଲିସ । ସୂଚନାଯୋଗ୍ୟ ଯେ, ନୂଆପଡା ୩୫୩ ନଂ ଜାତୀୟ ରାଜପଥ ମହୁଲଭଟା ଛକଠାରେ ସଡକ
Read More...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ମାଗୁରପାଣି ଗାଁରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକ ଜଣକ ମାଗୁରପାଣି ଗାଁର ଚୁନୁଲାଲ ରାଉତ । ଏବେ ଯୁବକ ଜଣଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ
Read More...

ଗୁରୁ ଦିବସ ଉପଲକ୍ଷେ ଗୁରୁପୂଜନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ମହୁଲପଡା ସେବାଶ୍ରମ ଓ ମହୁଲପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବହୁ ଆଡମ୍ବର ସହ ଗୁରୁଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ବରିଷ୍ଠ ଶିକ୍ଷକ ମହାବୀର ଯୋକ୍ଷୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି
Read More...

ଖଡିଆଳ ରାଜ ଦରବାରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ନୁଆପଡା, (ନିରାକାର ମେହେର) : ଆମ ପଶ୍ଚିମ ଓଡିଶାର ଗଣପର୍ବ ହେଉଛି ନୂଆଁଖାଇ । ଏହି ଗଣପର୍ବ ନୂଆଁଖାଇରେ ପୁରପଲ୍ଲୀରୁ ଆରମ୍ଭ କରି ପୁରା ପଶ୍ଚିମ ଓଡିଶା ଚଳ ଚଂଚଳ ହେଉଥିବା ବେଳେ ଏହି ନୂଆଁଖାଇ ଆସନ୍ତା ୨୦ ତାରିଖ ପାଳନ କରାଯିବାକୁଥିବା ବେଳେ ଖଡିଆଳ ରାଜ ଦରବାରରେ ନୂଆଖାଇ ଲଗ୍ନ ଧାର୍ଯ୍ୟ
Read More...

ଅଲେଖ ମହିମା ସାଧୁସନ୍ଥ ଧର୍ମାବଲମ୍ବୀଙ୍କ ସ୍ୱତନ୍ତ୍ର ନୂଆଁଖାଇ ଅନୁଷ୍ଠିତ

ନୁଆପଡା, (ନିରାକାର ମେହେର) : ଭାଦ୍ରବ ମାସ ପଂଚମୀ ତିଥିରେ ପଶ୍ଚିମ ଓଡିଶାବାସୀଙ୍କ ନୂଆଁଖାଇ ଅନୁଷ୍ଠିତ ହୋଇଥାଏ । ହେଲେ ଏହି ଅଂଚଳରେ ରହୁଥିବା ମହିମା ଧର୍ମାବଲମ୍ବୀମାନଙ୍କର ଶ୍ରାବଣ ମାସ ପୂର୍ଣ୍ଣିମାରେ ନୂଆଁଖାଇଥାନ୍ତୀି । ଯଦି ନୂଆଁଖାଇର ପରମ୍ପରା ସମାନ ରହୁଥିଲେ ହେଁ ମହିମା
Read More...

ସାରସ୍ୱତ ସମିତିର ଗୃହ ନିର୍ମାଣ ପାଇଁ ଶୁଭାରମ୍ଭ

ନୁଆପଡା, (ନିରାକାର ମେହେର) : ନୁଆପଡା ଜିଲ୍ଲା ସିନାପାଲି ବ୍ଲକର ସାହିତ୍ୟ ଅନୁଷ୍ଠାନ ଗଂଗାଧର ସାରସ୍ୱତ ସମିତିର ନୂତନ ଗୃହ ନର୍ମାଣ ପାଇଁ ଭୂମିପୂଜନର ଶୁଭାରମ୍ଭ ହୋଇଛି । ଆୟୋଜିତ ସ୍ୱଭାବ କବି ଗଂଗାଧର ମେହେରଙ୍କ ଭବ୍ୟ ଜୟନ୍ତୀ ସମାବେଶରେ ବିଧାୟକ ଅଧିରାଜ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ
Read More...