Browsing Tag

nuapada news

ପ୍ରଧାନ ଶିକ୍ଷକ ଜ୍ୟୋତିଚରଣ ନାଗଙ୍କ ବିଦ୍ୟାଳୟସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ କୁଲିଙ୍ଗାମାଲ ସେବାଶ୍ରମ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଗ୍ରାମର ସମାଜସେବୀ ସୁଦର୍ଶନ ତାଣ୍ତି, ଶିକ୍ଷାବିତ୍ ଭୁବନେଶ୍ୱର ଜାଲ୍, ଚଞ୍ଚଳ ମାଝୀ, ସିଆର୍‌ସିସି
Read More...

ଦିନିକିଆ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଳ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ । ସେ ସୁନାବେଡ଼ା ଅଭୟାରଣ୍ୟରେ ମାଓ ସ୍ଥିତି ଅନୁଧ୍ୟାନ କରିବା ସହ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନେଇ ସମୀକ୍ଷା କରିଛନ୍ତି । ମଙ୍ଗଳବାର ପୂର୍ବାହ୍ନରେ ରାଜ୍ୟ
Read More...

ମାଓବାଦୀଙ୍କ ବର୍ବର କାଣ୍ଡ, ଜେସିବି ପୋଡିବା ସହ ଭାଙ୍ଗିଦେଲେ ଫରେଷ୍ଟ କ୍ୱାଟର

ନୂଆପଡ଼ା : ମାଓବାଦୀଙ୍କ ବର୍ବର କାଣ୍ଡ । ଜେସିବି ପୋଡିବା ସହ ଭାଙ୍ଗିଦେଲେ ଫରେଷ୍ଟ କ୍ୱାଟର । ଗୁରୁବାର ବିଳମ୍ବିତ ରାତିରେ ନୂଆପଡ଼ା ଥାନା ଅଭୟାରଣ୍ୟ ଭିତରେ ଥିବା ଗୋଲାବନ୍ଧ ଗାଁରେ ଏଭଳି ଘଟଣା ଘଟିଛି । ଏବେ ଘଟଣା ସ୍ଥଳରେ ୮ଟି ପଲିଥିନରେ ହାତ ଲେଖା ବ୍ୟାନର ଛାଡି ଯାଇଛନ୍ତି ।
Read More...

ଖଡିଆଲରେ ୧୨ ଘଣ୍ଟିଆ ବନ୍ଦ ପାଳନ

ନୁଆପଡା, (ନିରାକାର ମେହେର) : ନୁଆପଡା ଜିଲ୍ଲା ଖଡିଆଲରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ସାମାଜିକ ଗଣମାଧ୍ୟମରେ ହିନ୍ଦୁ ଦେବାଦେବୀଙ୍କୁ ଅପମାନ ଓ ସହରର ଧାର୍ମିକ ଭାବନାକୁ ଆକ୍ଷେପ କରିବା ପ୍ରତିବାଦରେ ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ ଆଜି ଖଡ଼ିଆଳ ସହର ବନ୍ଦ ଡାକରା ଦିଆଯାଇଛି ।
Read More...

ଭତ୍ତା ଟଙ୍କା ବଢାଅ ନ ହେଲେ ଭୋଟ ଦେବୁନାହିଁ : ଲର୍କା ଗ୍ରାମବାସୀ

ନୂଆପଡା, (ନିରାକାର ମେହେର) : ବଜାର ଦର ବଢୁଛି, ହେଲେ ଆମକୁ ମିଳୁଛି ମାତ୍ର ପାଞ୍ଚ ଶହ ଟଙ୍କା । ଏଇ ପାଞ୍ଚଶହ ଟଙ୍କାରେ କିଏ ମାସେ ପର୍ଯ୍ୟନ୍ତ ଚଳିବ । ଚିନି ଚା' କିଣିବା ବେଳକୁ ତ ସବୁ ସରିଯାଉଛି । ଆଉ ରହୁଛି କ'ଣ ଯେ ଆମେ ଚଳିବୁ । ଭତ୍ତା ପଇସା ବଢାଅ ନ ହେଲେ ଭୋଟ ଦେବୁନି ବୋଲି
Read More...

ଯୁବକଙ୍କ ଟାଙ୍ଗିଆ ଚୋଟରେ ଦୁଇ ଭାଇ ଗୁରୁତର

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ କନ୍ଦାମୁଣ୍ଡା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜମି ବିବାଦକୁ ନେଇ ଦୁଇ ଭାଇଙ୍କୁ ସେହି ଗ୍ରାମର ମହେନ୍ଦ୍ର ବାଗ ଟାଙ୍ଗିଆରେ ହାଣି ଥିବା ଜଣାପଡିଛି । ସେମାନେ ହେଲେ ବଡଭାଇ ଦେବ ବନ୍ଦିଚୋର ଓ ଯୁଧିଷ୍ଟିର
Read More...

ସ୍ୱାଧୀନତା ଦିବସ ଉପଲକ୍ଷେ ଆଦିବାସୀ ଦମ୍ପତ୍ତିଙ୍କୁ ଆସିଲା ଦିଲ୍ଲୀରୁ ଡାକରା

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟର ଚକୋଟିଆ ଭୁଞ୍ଜିଆ ଜନଜାତି ସମ୍ପ୍ରଦାୟର ଯୁବଚାଷୀ ଯୁବରାଜ ଛତ୍ରିଆ ଏବଂ ତାଙ୍କ ସ୍ତ୍ରୀ ଆସମତିଙ୍କୁ ଦିଲ୍ଲୀରୁ ଡାକରା ଆସିଛି । ଆସନ୍ତା ସ୍ୱାଧୀନତା ଦିବସରେ ଆଦିମ ଜନଜାତି ସମ୍ପ୍ରଦାୟରୁ
Read More...

ଟ୍ରାକ୍ଟର ଧକ୍କାରେ ମୋଟର ସାଇକେଲ ଚାଳକ ମୃତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବିଜୁ ଏକ୍ସପ୍ରେସ ରାସ୍ତା ସିନାପାଲି ନିକଟସ୍ଥ ମହଗାଁ ନିକଟରେ ଟ୍ରାକ୍ଟର ଧକ୍କାରେ ଜଣେ ମୋଟର ସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଖବର ଅନୁସାରେ ରେଜିଷ୍ଟ୍ରେସନ ନମ୍ବର ଓଡି ୨୬ ଇ ୪୦୫୬ ଟ୍ରାକ୍ଟରଟି ମୋଟର ସାଇକେଲ ନମ୍ବର ଓଡି ୨୬
Read More...

ତରିଆମହୁଆଭଟା ଗାଁରେ ବାଘ ଆତଙ୍କ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ରେଞ୍ଜ ଅଧିନ ଆମାନାରା ପଞ୍ଚାୟତ ମୁଷରଙ୍ଗୀ ଜଙ୍ଗଲରେ ମାତିଛି ବାଘୁଣୀ । ଆଜି ତରିଆମହୁଆଭଟା ଗାଁରେ ପୁଣି ବାଘୁଣୀ ଏକ ବାଛୁରୀକୁ ମାରି ଖାଇଛି । ଗତକାଲି ରାତିରେ ଆମାନାରା ବିଟ ଅଧିନ ତରିଆମହୁଆଭଟା ଗାଁର ହୁମନ ନାଏକ ନିଜ ଗାଈ ଓ ବାଛୁରୀକୁ ଗୁହାଲରେ
Read More...

ଓଡିଶା ସିମାନ୍ତରେ ବଣୁଆ ହାତୀ : ଗ୍ରାମବାସୀ ଆତକିଂତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଓଡ଼ିଶା ଛତିଶଗଡ ସୀମାନ୍ତ ସିନାପାଲି ଦେଭୋଗ ଅଞ୍ଚଳରେ ବଣୁଆ ହାତୀ ଦେଖିବାକୁ ମିଳିଛି । ହାତୀ ଆସିବା ଖବର ପ୍ରସାରିତ ହେବା ପରେ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି । ବନ୍ୟ ପ୍ରାଣୀଙ୍କ ଆତଙ୍କ ଲାଗି ରହିଅଛି । ତେଲ ନଦୀ ଅତିକ୍ରମ କରି ସକାଳ
Read More...