ଗଜେନ୍ଦ୍ର ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
ନୂଆପଡା, (କେପିଏନ୍ଏସ୍) : ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ବୁଢାପଡା ଠାରେ ଆଜି ପ୍ରଥମ ଗଜେନ୍ଦ୍ର ମାଝୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗଦେଇ ଏଭଳି ଟୁର୍ଣ୍ଣାମେଣ୍ଟ ଦ୍ଵାରା ଖେଳାଳି ମାନେ ଆଗକୁ ଯାଇ ପାରିବେ!-->…
Read More...
Read More...