Browsing Tag

nuapada news

ସଂରକ୍ଷିତ ଗୋଚର ଜମିକୁ ପ୍ରଶାସନ ଅନ୍ୟକୁ ଦେଇ ଦେବାରୁ ଗ୍ରାମବାସୀଙ୍କ ଧାରଣା

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ତରବୋଡ ପଞ୍ଚାୟତ ଧରମପୁର ଗାଁର ବଞ୍ଜାରୀ ଖେଳପଡ଼ିଆକୁ ପ୍ରଶାସନ ଅନ୍ୟକୁ ଟେକିଦେବାରୁ ଗ୍ରାମବାସୀ ବିରୋଧ କରି ସୋମବାର ଧାରଣାରେ ବସିଥିଲେ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ଧାରଣାରେ ବସିବୁ ବୋଲି
Read More...

୨୭ ବର୍ଷ ପରେ ଜମି ଚିହ୍ନଟ ହେଲା : ବିଧାୟକଙ୍କୁ ଦେଲେ ଧନ୍ୟବାଦ

ନୂଆପଡ଼ା, (ଅଜିତ ବେହେରା) : ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରିଷିଗାଁ ଗ୍ରାମପଞ୍ଚାୟତର ନରସିଂହପୁର ଗ୍ରାମର ୧୧ ପରିବାରକୁ ୨୭ ବର୍ଷ ପୂର୍ବେ ସରକାରଙ୍କ ତରଫରୁ ୪ ଡିସିମିଲ ଲେଖା ଜମି ମିଳିଥିଲା । ସେମାନଙ୍କୁ ଜମି ପଟ୍ଟା ମଧ୍ୟ ମିଳିଥିଲା କିନ୍ତୁ ଜମି ଚିହ୍ନଟ ହୋଇ ନଥିବାରୁ ହିତାଧିକାରୀ ମାନେ
Read More...

ବ୍ଲକ କଳା ଓ ସାଂସ୍କୃତିକ ସଂଘ ବୋଡ଼େନ ପକ୍ଷରୁ ବିଶାଳ ବନ୍ଧୁ ମିଳନ ଓ ବାର୍ଷିକ ଉତ୍ସବ ଆୟୋଜିତ

ନୂଆପଡ଼ା, (ଅଜିତ ବେହେରା) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଫରସରା ବୁଢ଼ାଦେଓ ହାଇସ୍କୁଲ ଖେଳ ପଡିଆ ଠାରେ ବ୍ଲକ କଳା ଓ ସାଂସ୍କୃତିକ ସଂଘ ବୋଡ଼େନ ପକ୍ଷରୁ ବିଶାଳ ବନ୍ଧୁ ମିଳନ ଏବଂ ବାର୍ଷିକ ଉତ୍ସବ - ୨୦୨୪ ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ନୂଆପଡ଼ା
Read More...

ଗଜେନ୍ଦ୍ର ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ବୁଢାପଡା ଠାରେ ଆଜି ପ୍ରଥମ ଗଜେନ୍ଦ୍ର ମାଝୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗଦେଇ ଏଭଳି ଟୁର୍ଣ୍ଣାମେଣ୍ଟ ଦ୍ଵାରା ଖେଳାଳି ମାନେ ଆଗକୁ ଯାଇ ପାରିବେ
Read More...

ନକଲି କିନ୍ନର ଚିହ୍ନଟ ଦାବି

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ଖଡ଼ିଆଳ ସହରରେ ବୁଲୁଥିବା ନକଲି କିନ୍ନର ଚିହ୍ନଟ ପାଇଁ ଦାବି ହୋଇଛି । କଣ୍ଟାବାଞ୍ଜିରୁ ଆସିଥିବା ପ୍ରାୟ ୭ ଜଣ କିନ୍ନର ଖଡ଼ିଆଳ ସହରରେ ବୁଲୁଥିବା କିଛି କିନ୍ନରଙ୍କୁ ନକଲି କିନ୍ନର କହି ଖଡ଼ିଆଳ ଥାନାକୁ ନେଇଥିଲେ । ସେମାନଙ୍କ ଅଭିଯୋଗ ଅନୁଯାୟୀ
Read More...

ସୋସିଆଲ ମିଡିଆରେ ଗଣମାଧ୍ୟମକୁ ଅଶାଳିନ ମନ୍ତବ୍ୟ : ଥାନାର ଦ୍ୱାରସ୍ଥ ସାମ୍ୱାଦିକ

ନୂଆପଡା, (ଅଜିତ ବେହେରା) : ଗଣମାଧ୍ୟମ ପ୍ରତିନିଧିଙ୍କୁ ସାମାଜିକ ଗଣମାଧ୍ୟମରେ ଅଶାଳିନ ମନ୍ତବ୍ୟ ନେଇ ସିନାପାଲି ସାମ୍ୱାଦିକ ସଂଘ ତରଫରୁ ସିନାପାଲି ଥାନାରେ ଲିଖିତ ଅଭିଯୋଗ ହୋଇଛି । ପ୍ରକାଶ ଯୋଗ୍ୟ ଯେ, ନୂଆପଡା ଜିଲ୍ଲା ସିନାପାଲି ଅଞ୍ଚଳରେ 'ଆମର ସିନାପାଲି' ନାମକ ଏକ ସାମାଜିକ
Read More...

ରାସ୍ତା ଶୋଚନୀୟ ଥିବା ଯୋଗୁଁ ପୋଲରେ ଅଟକିଲା ସ୍କୁଲ ଗାଡ଼ି

ନୂଆପଡ଼ା, (ଅଜିତ ବେହେରା) : ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳ ମାନଙ୍କର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଆଜିବି କିଛି ଗାଁ ରହିଛି ଯେଉଁ ଠାରେ ବିକାଶ ବହୁତ ଦୂର ରାସ୍ତା ଶୋଚନୀୟ ଥିବା ଯୋଗୁଁ ବିଭିନ୍ନ ସମସ୍ୟା ଉପୁଜିଛି । ଯାହା ଦେଖିବାକୁ ମିଳିଛି
Read More...

ନୂଆପଡା ଜିଲ୍ଲା ସଦ୍‌ଭାବନା ସଭା ଗୃହଠାରେ ଦିଶା ବୈଠକ ଅନୁଷ୍ଠିତ

ନୂଆପଡା, (ଅଜିତ ବେହେରା) : ଜିଲ୍ଲା ସଦ୍‌ଭାବନା ସଭା ଗୃହରେ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ଵୟ ଏବଂ ପର୍ଯ୍ୟାଲୋଚନା କମିଟି ଦିଶା ବୈଠକ ଅନୁଷ୍ଠିତ । ସଭାରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ଵାଗତ କରି ବିଭାଗର ଉନ୍ନୟନ କାମ ଦ୍ରୃତ ପ୍ରଗତି ନେଇ
Read More...

ମା’ ସୁନାଦେଇଙ୍କ ଛତର ଯାତ୍ରା

ନୂଆପଡା, (ଅଜିତ ବେହେରା) : ସୁନାବେଡା ଆଭୟାରଣ୍ୟ ଅଞ୍ଚଳର ଇଷ୍ଟଦେବୀ ମା' ସୁନାଦେଇ । ସବୁବର୍ଷ ଭଳି ଏ ବର୍ଷ ମଧ୍ୟ ହଜାର ହଜାର ଭକ୍ତଙ୍କ ସମାଗମରେ ମା'ଙ୍କ ଛତର ଯାତ୍ରା ସମ୍ପନ୍ନ ହୋଇଯାଇଛି । ନୂଆପଡା ଜିଲ୍ଲାର ବହୁ ପ୍ରସିଦ୍ଧ ଯାତ୍ରା ହେଉଛି ସୁନାଦେଇ ଛତର ଯାତ୍ରା । ଚଳିତ ବର୍ଷ ମଧ୍ୟ ଏହି
Read More...

କଲରାପତରିଆ ବାଘଛାଲ ସହ ୫ ଗିରଫ

ନୂଆପଡ଼ା, (ଅଜିତ ବେହେରା) : ନୂଆପଡ଼ା ଜିଲ୍ଲା ଖଡିଆଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବନ୍ୟପ୍ରାଣୀଙ୍କ ବିଭିନ୍ନ ଅଙ୍ଗ ଜବତ କରିଥିବାର ସମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । କଲରାପତରିଆ ବାଘଛାଲ, ସମ୍ବର, ସିଂଘ,
Read More...