ଭତ୍ତା ବଣ୍ଟନରେ ଅନିୟମିତତା : ୨୧ ମାସର ଭତ୍ତା ଖାଇଗଲେ ଅଧିକାରୀ
ନୂଆପଡ଼ା : ୨୧ ମାସର ଭତ୍ତା ଖାଇଗଲେ ବିଭାଗୀୟ ପଞ୍ଚାୟତ ଅଧିକାରୀ ଓ ଜନପ୍ରତିନିଧି । ଗରିବ ନିରୀହ ଜନସାଧାରଣଙ୍କ ପାଇଁ ସରକାର ଅନେକ ଯୋଜନା କରି ସହାୟତା କରୁଛନ୍ତି ହେଲେ କିଛି ଦୁର୍ନୀତିଖୋର ଅଧିକାରୀ କର୍ମଚାରୀଙ୍କ ପାଇଁ ଗରିବ ନିରୀହ ଲୋକେ ସେହି ସହାୟତା ପାଇବାରୁ ବଞ୍ଚିତ ରହୁଛନ୍ତି ।!-->…
Read More...
Read More...