ନୂଆପଡ଼ା ଜିଲ୍ଲାରେ ବିକଶିତ କୃଷି ସଂକଳ୍ପ ଅଭିଯାନର “କୃଷିରଥ” ଶୁଭାରମ୍ଭ କଲେ ଜିଲ୍ଲାପାଳ
ନୂଆପଡା, (କେପିଏନ୍ଏସ୍) : ନୂଆପଡ଼ା ଜିଲ୍ଲାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଦ୍ଵାରା "ବିକଶିତ କୃଷି ସଂକଳ୍ପ ଅଭିଯାନ" କାର୍ଯ୍ୟକ୍ରମ କୃଷି ରଥର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିବା ଏହି ସମାରୋହରେ ଜିଲ୍ଲାପାଳଙ୍କ ସମେତ ନୂଆପଡ଼ା ଜିଲ୍ଲା ପରିଷଦ ସଦସ୍ୟ!-->…
Read More...
Read More...