Browsing Tag

nuapada news

ଐତିହାସିକ ପର୍ଯ୍ୟଟନ ସ୍ଥଳି ରାମଗଡଠାରେ ପଞ୍ଚାୟତ ହାଇସ୍କୁଲ ଗଣ୍ତାବାହାଲି ୨୦୧୦ ମାଟ୍ରିକ୍ ବ୍ୟାଚ୍‌ର ବନ୍ଧୁମିଳନ…

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ହାଇସ୍କୁଲ ଗଣ୍ତାବାହାଲିର ୨୦୧୦ ମାଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ ଉତ୍ସବ ଐତିହାସିକ ତଥା ପର୍ଯ୍ୟଟନ ସ୍ଥଳି ରାମଗଡଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ସ୍ଥାନରେ କର୍ମ ନିଯୋଜନ ହେଇଥିବା
Read More...

ନୂଆପଡା ସୀମାନ୍ତ ଛତିଶଗଡ ଗରିଆବନ୍ଧରେ ଯବାନ-ନକ୍ସଲ ମଧ୍ୟରେ ଗୁଳିବିନିମୟ

ଟଳିଲେ ୩ ନକ୍ସଲ : କୁମ୍ବିଂରେ ଉଭୟ ରାଜ୍ୟର ପୋଲିସ ସାମିଲଛତିଶଗଡରେ ଏନକାଉଣ୍ଟର ନୂଆପଡ଼ା, (ଯୁଗଳ କିଶୋର ମହାନନ୍ଦ) : ନୂଆବର୍ଷ ଆରମ୍ଭରୁ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଯବାନ-ମାଓବାଦୀ ଗୁଳି ବିନିମୟରେ ଟଳିଲେ ୩ ନକ୍ସଲ । ନୂଆପଡା ଜିଲ୍ଲାର ସୀମାନ୍ତ ଜଙ୍ଗଲ ତଥା ଛତିଶଗଡ଼ର
Read More...

୪ ଚକିଆ ଗାଡ଼ି ସହ ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ : କେନ୍ଦୁମୁଣ୍ଡା ସରପଞ୍ଚଙ୍କ ପୁଅ ଗିରଫ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ସିନାପାଲି ଅବକାରୀ ବିଭାଗ ଚଢାଉ କରି ଲକ୍ଷାଧିକ ଟଙ୍କା ମୂଲ୍ୟର ବିଦେଶୀ ମଦ ଜବତ କରିବା ସହ ଏକ ମାରୁତି ସୁଜୁକି ଆର୍ଟିକା (ଓଡ଼ି ୨୬ଇ ୮୦୩୨) ସହ ଟଙ୍କେଶ୍ୱର ଦଣ୍ଡସେନା (୩୨) ନାମକ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା
Read More...

ନୂଆପଡ଼ା ଜିଲ୍ଲାସ୍ତରୀୟ ଯାଦବ ସମାଜ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ରାଣୀମୁଣ୍ଡା ଗିରି ଗୋବର୍ଦ୍ଧନ ମଣ୍ଡପ ଠାରେ ଜିଲ୍ଲାସ୍ତରୀୟ ଯାଦବ ସମାଜ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ଯଦୁପତି ପ୍ରଭୁ ଶ୍ରୀକୃଷ୍ଣଙ୍କ ଫଟୋରେ ମାଲ୍ୟାର୍ପଣ କରି ପୂଜାର୍ଚ୍ଚନା କରିବା
Read More...

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଗୋଡାଲରେ ୩୧ତମ ବାର୍ଷିକ ଉତ୍ସବ ପାଳିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୩୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ଯୋଷୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ କାର୍ମୀ
Read More...

ଚଚରାଭଟା ଗ୍ରାମରେ ମାଁ ଭଣ୍ଡାର ମାଉଳି କ୍ରିକେଟ୍ କପ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଚରାଭଟା ଗ୍ରାମରେ ମାଁ ଭଣ୍ଡାର ମାଉଳି କ୍ରିକେଟ୍ କପ୍ ଉଦ୍‌ଘାଟିତ ହୋଇଯାଇଛି । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବରେ ଭରୁଆମୁଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ବିରଞ୍ଚି ଜଗତ
Read More...

ନବନିଯୁକ୍ତ ଶିକ୍ଷକଙ୍କୁ ସିନାପାଲି ଶିକ୍ଷକ ସଂଘର ସ୍ୱାଗତ ସମ୍ୱର୍ଦ୍ଧନା

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ନୂତନ ଭାବେ ନିଯୁକ୍ତ ହୋଇଥିବା କନିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସିନାପାଲି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଗୁରୁବାର ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ସ୍ଥାନୀୟ
Read More...

ବାଘ ମାରିବା ନେଇ ମିଛ ଅଭିଯୋଗରେ ଅଭିଯୁକ୍ତଙ୍କୁ ଶାରୀରିକ ନିର୍ଯ୍ୟାତନା

ନୂଆପଡ଼ା, (ଅଜିତ ବେହେରା) : ବାଘ ମାରିବା ମିଛ ଅଭିଯୋଗରେ ଅଭିଯୁକ୍ତଙ୍କୁ ଶାରୀରିକ ନିର୍ଯ୍ୟାତନା ଦିଆଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ଖଡ଼ିଆଳ ଥାନା ଅନ୍ତର୍ଗତ ଦାବ୍ରୀ ଗ୍ରାମର ୫ଜଣ ଆଦିବାସୀ ବ୍ୟକ୍ତି । ସେମାନେ ହେଲେ ଟିକଚନ ମାଝୀ, ଜୟରାମ ମାଝୀ, ଗୋରେଖ
Read More...

ନୂଆପଡ଼ା ଜିଲ୍ଲାପାଳଙ୍କ ବିଭିନ୍ନ କ୍ଷେତ୍ର ପରିଦର୍ଶନ ଓ ଜିଲ୍ଲାକୁ ଆଗେଇ ନେବାକୁ ଆହ୍ଵାନ

ନୂଆପଡ଼ା, (ଅଜିତ କୁମାର ବେହେରା) : ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ କ୍ଷେତ୍ର ପରିଦର୍ଶନରେ ଯାଇ କର୍ଲାକୋଟ ଧାନମଣ୍ଡିରେ ଧାନକ୍ରୟ ବ୍ୟବସ୍ଥା ଦେଖିଥିଲେ । ନବୀନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଏହି ମଣ୍ଡିରେ ୭ ଜଣ କୃଷକ ୭୦୩ ବସ୍ତା ଧାନ ଜମା କରିଥିଲେ । ମଣ୍ଡିରେ
Read More...

ସିନାପାଲି ଷ୍ଟେଟ ବ୍ୟାଙ୍କ ପକ୍ଷରୁ ସାଇବର ସଚେତନା ବୈଠକ ଅନୁଷ୍ଠିତ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ସିନାପାଲି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ତରଫରୁ ଡିଜିଟାଲ ପ୍ୟାମେଣ୍ଟ ସଚେତନତା ଅଭିଯାନ ଓ ସିବିଡ଼ିସି, ୟୁପିଆଇ ଏବଂ ଡିଜିଟାଲ ଠକେଇ ନିବାରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଦିନକୁ ଦିନ ରାଜ୍ୟରେ ରାଜ୍ୟ ବାହାରେ ବିଭିନ୍ନ ପ୍ରଲୋଭନ
Read More...