Browsing Tag

nuankhai nnews

ନୁଆଁ ଖାଇଛନ୍ତି ବଲାଙ୍ଗିରର ରାଜ ପରିବାର

ବଲାଙ୍ଗିର : ରଜା ଘରର ନୂଆଁଖାଇ । ଆଜି ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ । ଆଉ ଏଥିପାଇଁ ସାରା ପଶ୍ଚିମ ଓଡ଼ିଶା ଗର୍ଜି ଯାଉଥିବା ବେଳେ ଇଷ୍ଟଦେବୀ ମା'ଙ୍କ ଠାରେ ନବାନ୍ନ ଲାଗିଛି । ନୀତି ନିର୍ଘଣ୍ଟ ଅନୁସାରେ ମା’ଙ୍କ ପାଖରେ ନବାନ୍ନ ଲାଗିବା ପରେ ମିଳିମିଶି ନୁଆଁ ଖାଇଛନ୍ତି
Read More...