Browsing Tag

news off india

ମଣ୍ଡି ଆସନରୁ ଜିତିଲେ କଙ୍ଗନା

ନୂଆଦିଲ୍ଲୀ : ଅଭିନେତ୍ରୀ କଙ୍ଗନା ରାଣାୱତ ହିମାଚଳ ପ୍ରଦେଶର ମଣ୍ଡି ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ବିଜେପି ସାଂସଦ ଭାବରେ ତାଙ୍କର ପ୍ରଥମ କାର୍ଯ୍ୟକାଳ ପାଇଁ ମଞ୍ଚ ପ୍ରସ୍ତୁତ କରିଛନ୍ତି । ପ୍ରଥମ ଥର ପାଇଁ ବିଜେପି ପାଇଁ ପ୍ରତିଦ୍ୱନ୍ଦ୍ୱୀ ଥିବା ରାଣାୱତଙ୍କୁ ୫,୨୭,୪୬୩ ଖଣ୍ଡ ଭୋଟ୍‌
Read More...

୧୫୦ ଫୁଟ୍‌ ଘାଟି ତଳକୁ ଖସିଲା ବସ୍‌ : ୧୫ ଜଣ ମୃତ

ନୂଆଦିଲ୍ଲୀ : ଜମ୍ମୁକାଶ୍ମୀରର ଅଖନୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । କୁରୁକ୍ଷେତ୍ରରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌ ଘାଟି ତଳକୁ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ଅନୁଯାୟୀ, ବସ୍‌ରେ ଯାତ୍ରା କରୁଥିବା ସମସ୍ତ ଶ୍ରଦ୍ଧାଳୁ ହରିୟାଣାର କୁରୁକ୍ଷେତ୍ରର ବାସିନ୍ଦା ।
Read More...

କେରଳ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ : କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ବାୟୁ କେରଳ ଛୁଇଁଥିବା ନେଇ ସୂଚନା ଦେଲେ ପାଣିପାଗ ବିଭାଗ । ଏନେଇ ଏକ୍ସ ହ୍ୟାଣ୍ଡେଲ୍‌ରେ ପୋଷ୍ଟ ଯୋଗେ ସୂଚନା ଦେଇଛି ଆଇଏମ୍‌ଡି । ସୂଚନା ଅନୁସାରେ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପରେ ଉତ୍ତର ପୂର୍ବ
Read More...

ଏସି ବିସ୍ଫୋରଣରେ ବଡ଼ ଧରଣର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଏସି ବିସ୍ଫୋରଣରେ ନୋଇଡାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ନୋଇଡା ସେକ୍ଟର ୧୦୦ର ଲୋଟ୍‌ ବ୍ଲୁ ବାର୍ଡ ସୋସାଇଟିର ଏକ ଫ୍ଲାଟ୍‌ରେ ଏହି ଏସି ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଘଟି ସମଗ୍ର ଫ୍ଲାଟରେ ନିଆଁ ଲାଗିଗଲା ଏବଂ ଏହା ଶୀଘ୍ର ସୋସାଇଟିରେ ଥିବା ଅନ୍ୟ
Read More...

ସ୍ଥଳଭାଗ ଛୁଇଁଲା ରେମାଲ : ଜଣେ ମୃତ, ୧୭ ଆହତ

ନୂଆଦିଲ୍ଲୀ : ସ୍ଥଳଭାଗ ଛୁଇଁଲା ରେମାଲ । ବାତ୍ୟା ରେମାଲ ପ୍ରଭାବରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଆସାମର ଅନେକ ନଦୀର ଜଳସ୍ତର ବଢିଛି । ଡିମା-ହସାଓ ଜିଲ୍ଲାରେ ଲଗାଣ ବର୍ଷାରେ ହାଫଲଙ୍ଗ-ସିଲଚରକୁ ଯୋଡୁଥିବା ରାସ୍ତା ସଂପୂର୍ଣ୍ଣ ଧୋଇ ହୋଇଯାଇଛି । ଫଳରେ ସିଲଚେର-ହାଫଲଙ୍ଗକୁ ଯାତାୟତ ଠପ୍
Read More...

ବାତ୍ୟା ରେମାଲ୍‌ରେ ୧୨ ମୃତ

ନୂଆଦିଲ୍ଲୀ : ବାତ୍ୟା ରେମାଲ୍‌ ଗତକାଲି ରାତିରେ ଲ୍ୟାଣ୍ଡଫଲ୍‌ କରିଛି । ରବିବାର ରାତି ୮ଟା ୩୦ରେ ସାଗର ଦ୍ୱୀପ ଏବଂ ବାଂଲାଦେଶର ଖେପୁପଡ଼ା ମଧ୍ୟରେ ଉକ୍ତ ସାମୁଦ୍ରିକ ଝଡ଼ ଲ୍ୟାଣ୍ଡଫଲ୍‌ କରିବା ସହିତ ବ୍ୟାପକ କ୍ଷୟକ୍ଷତି କରିଛି । ପଶ୍ଚିମବଙ୍ଗ ଏବଂ ବାଂଲାଦେଶରେ ମୋଟ ୧୨ ଜଣଙ୍କର ମୃତ୍ୟୁ
Read More...

ସୋରରୁ ବିପୁଳ ପରିମାଣର ବିସ୍ଫୋରକ ଜିଲୋଟିନ୍ ଜବତ

ସୋର : ବିପୁଳ ପରିମାଣର ବିସ୍ଫୋରକ ଜିଲୋଟିନ୍ ଜବତ । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ଖଞ୍ଜାମାହାଲ ପଥର ଖାଦାନମାନଙ୍କରେ ପଥର ବିସ୍ଫୋରଣ ସାମଗ୍ରୀ ଜିଲୋଟନ୍ ଜବତ କରିଛି ପୋଲିସ । ବାଲେଶ୍ୱର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ସୋର ଆଇଆଇସି ପ୍ରଭାଂଶୁ ଶେଖର ମିଶ୍ରଙ୍କ
Read More...

ପାପୁଆ ନ୍ୟୁ ଗିନି ଭୂସ୍ଖଳନର ମୃତ୍ୟୁସଂଖ୍ୟା ୨୦୦୦ ଟପିଲା

ସିଡନି : ୩ ଦିନ ତଳେ ପାପୁଆ ନ୍ୟୁ ଗିନିରେ ଏକ ଭୟଙ୍କର ଭୂସ୍ଖଳନ ହୋଇଥିଲା । ଏହି ଭୟଙ୍କର ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିଚାଲିଛି । ପ୍ରଥମ ଦିନ ମୃତ୍ୟୁସଂଖ୍ୟା ୬୦୦ ଥିବାବେଳେ ଏବେ ତାହା ୨ ହଜାରକୁ ବୃଦ୍ଧି ପାଇଥିବା ସୂଚନା ରହିଛି । ପ୍ରତିକୂଳ ପାଗ ଓ ବିପଜ୍ଜନକ ଅଞ୍ଚଳ ଯୋଗୁଁ
Read More...

୫ ଦିନରେ କେରଳ ଛୁଇଁବ ମୌସୁମୀ : ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ସାରା ଦେଶରେ ଚାଲିଥିବା ପ୍ରବଳ ଗ୍ରୀଷ୍ମପ୍ରବାହରୁ ମୁକ୍ତି ମିଳିବ । ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସୂଚନା ଦେଇଛି । ଆଇଏମ୍‌ଡିର ସୂଚନା ଅନୁଯାୟୀ, ଆସନ୍ତା ୫ ଦିନ ମଧ୍ୟରେ ମୌସୁମୀ କେରଳ ଛୁଇଁବାକୁ ଯାଉଛି । ଆଇଏମ୍‌ଡି କହିଛି ଯେ, ଏଥର
Read More...

ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ : ୭ ନବଜାତ ଶିଶୁଙ୍କର ମୃତ୍ୟୁ, ୫ ଗୁରୁତର

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀର ଶାହାଦରାର ବିବେକ ବିହାର ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଏକ ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ସୂଚନା ପାଇବା ମାତ୍ରେ ୧୬ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । ୧୨ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର
Read More...