Browsing Tag

news of world

ଭୂମିକମ୍ପରେ ଥରିଲା ପାକିସ୍ତାନ

ଇସ୍‌ଲାମାବାଦ : ପାକିସ୍ତାନର ପ୍ରାୟ ୫୦ ପ୍ରତିଶତ ଅଞ୍ଚଳ ଗତକାଲି ୬.୩ ତୀବ୍ରତାର ଭୂମିକମ୍ପରେ ଥରି ଉଠିଛି । ଏହି ଭୂମିକମ୍ପର କେନ୍ଦ୍ର ତାଜିକସ୍ତାନରେ ଥିବା ବେଳେ ଏହାର ଗଭୀରତା ୧୫୦ କିମି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଭୂମିକମ୍ପଜନିତ କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ
Read More...

ତୁର୍କୀ-ଇରାନ ସୀମାରେ ଭୂମିକମ୍ପ ଅନୁଭୂତ

ତେହରାନ : ଶନିବାର ବିଳମ୍ବିତ ରାତିରେ ତୁର୍କୀ ସୀମା ନିକଟରେ ଉତ୍ତର-ପଶ୍ଚିମ ଇରାନରେ ୫.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପରେ ଅତି କମ୍‌ରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୧୬ ଜଣ ଆହତ ହୋଇଛନ୍ତି ବୋଲି ଇରାନ ଗଣମାଧ୍ୟମ କହିଛି । ଭୂମିକମ୍ପ ପ୍ରଭାବରେ ପ୍ରାୟ ୧
Read More...

ଆମେରିକାରେ ଗୁଳିକାଣ୍ଡ : ୯ ମୃତ

ୱାଶିଂଟନ : ଆମେରିକାର ଲସ୍‌ ଆଞ୍ଜେଲସ୍‌ରେ ଆଖିବୁଜା ଗୁଳି ବିନିମୟ ହୋଇଛି । ଏହି ଗୁଳି ବିନିମୟରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଲସ୍‌ ଆଞ୍ଜେଲ୍‌ସର ପୂର୍ବ ମୋଣ୍ଟେରୀ ପାର୍କରେ ଚାଇନାର ନୂଆବର୍ଷ ପାଳନ ପରେ ଏହି ଗୁଳି ବିନିମୟ ହୋଇଥିବା ପୋଲିସ କହିଛି । ଏଥିରେ ୯ ଜଣଙ୍କର
Read More...

ଆଫଗାନିସ୍ତାନରେ ଭୂମିକମ୍ପ

କାବୁଲ : ଆଫଗାନିସ୍ତାନର ଫୈଜାବାଦର ୭୯ କିଲୋମିଟର ଦକ୍ଷିଣ-ପୂର୍ବରେ ରବିବାର ସକାଳ ୯ଟା ୪ ମିନିଟ୍‌ ୪୪ ସେକେଣ୍ଡରେ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୨ ଥିଲା । ନ୍ୟାସନାଲ ସେଣ୍ଟର ଫର୍‌ ସେସ୍‌ମୋଲୋଜି(ଏନ୍‌ସିଏସ୍‌) ଦ୍ୱାରା ଏହି ସୂଚନା
Read More...

ପାକିସ୍ତାନରେ ଏକ କିଲୋଗ୍ରାମ ଅଟାର ମୂଲ୍ୟ ୨୦୦ ଟଙ୍କା

ଇସ୍‌ଲାମାବାଦ : ପାକିସ୍ତାନରେ ଅଟା, ଡାଲି, ଚାଉଳ ଏବଂ ଚିନି ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ଅସମ୍ଭାଳ ଭାବେ ବଢ଼ିଛି । ପାକିସ୍ତାନୀ ଲୋକମାନେ ଏବେ ଭୋକରେ ବିକଳ । କାଶ୍ମୀର ପାଇବାକୁ ସ୍ୱପ୍ନ ଦେଖୁଥିବା ପାକିସ୍ତାନକୁ ଘମାଘୋଟ ଦାରିଦ୍ର୍ୟ ଘାରିଛି । ପରିସ୍ଥିତି ଏପରି ଯେ, ଏଠାରେ ଅଟା
Read More...

କେମିକାଲ ପ୍ଲାଣ୍ଟରେ ବିସ୍ଫୋରଣ

ଓ୍ବାଶିଂଟନ : ଆମେରିକାର ଶିକାଗୋସ୍ଥିତ ଲାସଲେର ଏକ କେମିକାଲ ପ୍ଲାଣ୍ଟରେ ଗୁରୁବାର ସକାଳେ ବିସ୍ଫୋରଣ ଘଟିଛି । ଏଥିଯୋଗୁ ନିଆଁ ଲାଗି ଫ୍ୟାକ୍ଟ୍ରି ଜଳିଯାଇଛି । ଇଲିନୋଇସ୍‌ର ଉତ୍ତର ଭାଗରେ ଥିବା ଏହି ପ୍ଲାଣ୍ଟ ଛାଡ଼ି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ
Read More...

ଭାନୁଅତୁରେ ଭୂକମ୍ପ ଅନୁଭୂତ

ପୋର୍ଟ ଭିଲା : ଭାନୁଅତୁରେ ରବିବାର ଏକ ଭୂକମ୍ପ ଅନୁଭୁତ ହୋଇଛି । ଭୁକମ୍ପର କେନ୍ଦ୍ରସ୍ଥଳ ପୋର୍ଟ ଓଲରି ଉପକୂଳ ରହିଥିଲା । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ବିଭାଗ ଅନୁଯାୟୀ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ରହିଥିଲା । ପ୍ରଶାନ୍ତ ମହାସାଗର ନିକଟରେ ଥିବା ଏହି ଅଞ୍ଚଳ ଭୂକମ୍ପ
Read More...

ପାକିସ୍ତାନରେ ଅଟା ଅଭାବ, ୩୧୦୦ ଟଙ୍କାରେ ସବ୍‌ସିଡିଯୁକ୍ତ ଅଟା ପ୍ୟାକେଟ

ଇସ୍‌ଲାମାବାଦ : ପାକିସ୍ତାନର ଆର୍ଥିକ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଅଭାବ ପରିମାଣରେ ବୃଦ୍ଧି ପାଇଛି ଯେ, ଅନାହାର ପରିସ୍ଥିତି ଉପୁଜିଛି । କୁହାଯାଉଛି ଯେ, ଦୁଇ ଖଂଡ଼ ରୁଟି ପାଇଁ ପାକିସ୍ତାନୀ ପରିବାରର ଲୋକେ ଏବେ କଷ୍ଟ ପାଉଛନ୍ତି । ଦି ଏକ୍ସପ୍ରେସ ଟ୍ରିବ୍ୟୁନ ଅନୁଯାୟୀ,
Read More...

ଆମେରିକାର ସାହାଯ୍ୟରେ ପାକିସ୍ତାନ ଟିଟିପି ବେସ୍‌ ଉପରେ ବୋମା ପକାଇବ

ଇସଲାମାବାଦ : ଭାରତରେ ସବୁଠାରୁ ବଡ ଆତଙ୍କବାଦୀଙ୍କ ଯୋଗାଣକାରୀ ପାକିସ୍ତାନ ଆଜି ନିଜେ ଆତଙ୍କବାଦ ସହ ଲଢ଼ୁଛି । ତେହେରିକ-ଇ-ତାଲିବାନ ପାକିସ୍ତାନର ଆତଙ୍କବାଦୀମାନେ ଏହି ଦେଶ ତଥା ଏହାର ସେନାକୁ ଅସୁବିଧାରେ ପକାଇଛନ୍ତି । ପାକିସ୍ତାନ ସେନା ଏବଂ ଟିଟିପି ଆତଙ୍କବାଦୀଙ୍କ ମଧ୍ୟରେ ବିଲେଇ ଏବଂ
Read More...

ପୁନର୍ବାର ରୁଷକୁ ଟାର୍ଗେଟ କରି ଜୋ ବାଇଡେନ କହିଲେ, ୟୁକ୍ରେନରେ ରୁଷର ବର୍ବରତା କମୁନାହିଁ

ୱାଶିଂଟନ୍ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର କହିଛନ୍ତି ଯେ, ୟୁକ୍ରେନରେ ଯୁଦ୍ଧ ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଛି । କ୍ୟାବିନେଟ ବୈଠକ ପରେ ବାଇଡେନ କହିଛନ୍ତି, 'ବର୍ତ୍ତମାନ ୟୁକ୍ରେନରେ ଯୁଦ୍ଧ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଅଛି ।
Read More...