Browsing Tag

news of world

ଜୋ ବାଇଡେନ ରାଷ୍ଟ୍ରପତି ଭାବରେ ଦାୟି‌ତ୍ୱ ନେଉ ନେଉ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ନିଷ୍ପତ୍ତିକୁ ଅଗ୍ରାହ୍ୟ କରିଦେଲେ

‌ୱାଶିଂଟନ୍‌ : ଆମେରିକାର ରାଷ୍ଟ୍ରପତି ହେବାର କିଛି ସମୟ ପରେ ଜୋ ବାଇଡେନ ତାଙ୍କ ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କିଛି ନୀତିକୁ ଓଲଟ ପାଲଟ କରି ଦେଇଥିବା ସୂଚନା ମିଳିଛି । ଶପଥ ଗ୍ରହଣ ସମାରୋହ ପରେ କାମ ଆରମ୍ଭ କରିବା ପୂର୍ବରୁ ‌ହ୍ୱାଇଟ ହାଉସକୁ ଯାଇଥିବା ବାଇଡେନ ସୋସିଆଲ
Read More...

ବାଇଡେନ ଟ୍ରମ୍ପଙ୍କୁ ଟାର୍ଗେଟ କରି କହିଲେ, ପାୱାର ଏବଂ ଲାଭ ପାଇଁ ମିଛର ଆଶ୍ରୟ ନିଆଯାଉଥିଲା

ୱାଶିଂଟନ୍‌ : ଆମେରିକାର ୪୬ତମ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ କରିବା ପରେ ପ୍ରଥମ ଭାଷଣ ଦେବାବେଳେ ଜୋ ବାଇଡେନ କହିଛନ୍ତି ଯେ, ଏହା ହେଉଛି ଆମେରିକାର ଦିନ, ଏହା ଗଣତନ୍ତ୍ରର ଦିନ, ଏହା ଇତିହାସ ଏବଂ ଆଶାର ଦିନ । ସେ ଆହୁରି କହିଛନ୍ତି, ଆମେରିକା ଅନେକ ଥର ପରୀକ୍ଷାର ସାମ୍‌ନା କରିଛି ଏବଂ
Read More...

ପାକିସ୍ତାନ : ୧୨ ବର୍ଷର ଶିଶୁକୁ ଅପହରଣ, ବଳାତ୍କାର ଓ ଜବରଦସ୍ତ ବିବାହ

ଇସଲାମାବାଦ : ଅମାନବୀୟ ନିର୍ୟାତନା ପରେ ପାକିସ୍ତାନର ଜଣେ ୧୨ ବର୍ଷର ଖ୍ରୀଷ୍ଟିଆନ ଝିଅକୁ ଶେଷରେ ଉଦ୍ଧାର କରାଯାଇଛି । ପୀଡ଼ିତାଙ୍କୁ ଅପହରଣ କରି ତାଙ୍କୁ ଜବରଦସ୍ତ ବାନ୍ଧି ରଖିବା ସହ ଜଣେ ବ୍ୟକ୍ତିଙ୍କୁ ବିବାହ କରାଯାଇଥିଲା । ଏହି ଝିଅଟିକୁ ୪୫ ବର୍ଷୀୟ ଜଣେ ମୁସଲମାନ ବ୍ୟକ୍ତିଙ୍କ ଘରେ
Read More...

ଶେଷ ଦିନରେ ଟ୍ରମ୍ପ ସରକାର‌ଙ୍କ ଚୀନ୍ ଉପରେ ଆକ୍ରୋଶ ପ୍ରଦର୍ଶନ

ୱାଶିଂଟନ୍‌ : ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ମଙ୍ଗଳବାର କହିଛନ୍ତି ଯେ, ଚୀନ୍ ୱାଇଗର ମୁସଲମାନମାନଙ୍କୁ ଦମନ କରି ହତ୍ୟା କରିଛି । ବାଇଡେନ ସରକାରରେ ବୈଦେଶିକ ମନ୍ତ୍ରୀ ହେବାକୁ ଯାଉଥିବା ଆଣ୍ଟୋନୀ ବ୍ଲିଂକନ୍‌ ମଧ୍ୟ କହିଛ‌ନ୍ତି ଯେ, ଆମେରିକାର ନୂତନ ନିର୍ବାଚିତ ରାଷ୍ଟ୍ରପତି ବି
Read More...

କ୍ଷମତାରୁ ବିଦାୟ ନେବା ସମୟରେ ଟ୍ରମ୍ପ ଚୀନ୍‌କୁ ଦେଇଛନ୍ତି ଆଉ ଏକ ଝଟକା : ସାଓମି ଆମେରିକାରେ ନିଷିଦ୍ଧ

ୱାଶିଂଟନ୍‌ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାନୁଆରୀ ୨୦ରେ କ୍ଷମତାରୁ ବିଦାୟ ନେବେ । କିନ୍ତୁ ଯିବା ଯିବା ବେଳେ ବି ଚୀନ୍ ଉପରେ କଡ଼ା ଆକ୍ରୋଶ ଦେଖାଇଛ‌ନ୍ତି । ଚୀନ୍ କମ୍ପାନୀଗୁଡିକ ଉପରେ ଟ୍ରମ୍ପ ପ୍ରଶାସନ ଏକ ନୂଆ ପ୍ରତିବନ୍ଧକ ଲଗାଇଛି । ଏହା ସହିତ ଚୀନରୁ ଟେକ୍ନୋଲୋଜି
Read More...

ପାକିସ୍ତାନୀ ସେନାକୁ ବଡ ଧକ୍କା : ୱଜିରିସ୍ତାନରେ ଧମାକା

ଇସଲାମାବାଦ : ପାକିସ୍ତାନର ୱଜିରିସ୍ତାନ ପ୍ରଦେଶରେ ସେନା ଏବଂ ବିଦ୍ରୋହୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ତିନିଜଣ ସୈନିକଙ୍କ ମୃତ୍ୟୁ ଘଟିଛି । ଏହି ଅଞ୍ଚଳରେ ପାକିସ୍ତାନୀ ସେନା ତିନି ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଜବାବ୍‌ ହରାଇଛି । ଅନ୍ୟପକ୍ଷରେ ଜାମ୍ମୁ କାଶ୍ମୀରରେ ଲଗାତାର
Read More...

ବ୍ରିଟିଶ କମ୍ପାନୀର ଖୁଲାସା ପରେ ପାକିସ୍ତାନରେ ହାହାକାର : ନୱାଜଙ୍କୁ ଟାର୍ଗେଟ କଲେ ଇମ୍ରାନ ଖାନ

ଇସଲାମାବାଦ : ବ୍ରିଟିଶ କମ୍ପାନୀର ନୱାଜ ସରିଫଙ୍କ ସମେତ ଅନ୍ୟ ବିରୋଧୀଦଳ ନେତାଙ୍କ ଦ୍ୱାରା ହୋଇଥିବା ଦୁର୍ନୀତିକୁ ଖୁଲାସା ନେଇ ପାକିସ୍ତାନରେ ଉତ୍ତେଜନା ଦେଖାଦେଇଛି । ଏହି ସମୟର ସୁଯୋଗ ନେଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ପ୍ରସଙ୍ଗରେ ବିରୋଧୀ ଦଳକୁ କଡ଼ା ଟାର୍ଗେଟ କରିଛନ୍ତି । କେବଳ
Read More...

ଆତ୍ମଘୋଷିତ ମୁସଲମାନ ଧର୍ମ ପ୍ରଚାରକ ଯୌନ ଅପରାଧୀଙ୍କୁ ହଜାରେ ୭୫ ବର୍ଷ ଜେଲ

ଅଙ୍କାରା : ତୁର୍କୀର ଏକ କୋର୍ଟ ଯୌନ ଅପରାଧ ପାଇଁ ଆତ୍ମଘୋଷିତ ମୁସଲମାନ ଧର୍ମ ପ୍ରଚାରକ ଅଦ୍‌ନାନ୍‌ ଅକ୍‌ତାରଙ୍କୁ ହଜାରେ ୭୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଆପରାଧିକ ଗ୍ୟାଙ୍ଗର ନେତୃତ୍ୱ ନେବା, ଠକେଇ, ପ୍ରତାରଣା, ଯୌନ ଶୋଷଣ ଆଦି ମାମଲାରେ ୬୪ ବର୍ଷୀୟ ଅଦନାନ୍‌ଙ୍କୁ କୋର୍ଟ ଦୋଷୀ
Read More...

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ ଝଟ୍‌କା : ଆମେରିକା ସଦନ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ କଲା

ୱାଶିଂଟନ୍ : ସୋମବାର ଦିନ ଡେମୋକ୍ରାଟିକ୍ ପାର୍ଟିର ତିନିଜଣ ସାଂସଦ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଆଣି ଗତ ସପ୍ତାହରେ କ୍ୟାପିଟାଲ ବିଲଡିଂ (ଆମେରିକା ସଂସଦ)ରେ ହିଂସା ସୃଷ୍ଟି କରିବାକୁ ଉତ୍ସାହିତ କରିଥିବା ଅଭିଯୋଗ କରିଛନ୍ତି । ଏହି ପ୍ରସ୍ତାବକୁ ସାଂସଦ
Read More...

ପୃଥିବୀକୁ ଜଳ ଆସିଲା କେଉଁଠୁ : ଉନ୍ମୋଚିତ ହେଲା ରହସ୍ୟ

ନୂଆଦିଲ୍ଲୀ : ପୃଥିବୀର ପ୍ରାୟ ୭୧ ପ୍ରତିଶତ ପାଣିରେ ପରିପୂର୍ଣ୍ଣ ଏବଂ ଏହାର ୯୬.୫ ଜଳ ସମୁଦ୍ରରେ ଅଛି । ପୃଥିବୀକୁ ଏତେ ଜଳ କେଉଁଠୁ ଆସିଲା, ହଜାର ହଜାର ବର୍ଷ ଧରି ଏହା ମଣିଷ ପାଇଁ ରହସ୍ୟ ହୋଇ ରହିଆସିଛି । ଏହି ବିଷୟରେ ବୈଜ୍ଞାନିକମାନଙ୍କ ମଧ୍ୟରେ ବହୁ ବିତର୍କ ଚାଲିଛି । ଏହି ପରଦା ହଟିଛି
Read More...