Browsing Tag

news of india

୨ଠ୨୫ ସୁଦ୍ଧା ଟିବି ଦୂରୀକରଣ ଲକ୍ଷ୍ୟରେ “ପ୍ରଧାନମନ୍ତ୍ରୀ ଟିବିମୁକ୍ତ ଭାରତ ଅଭିଯାନ” ଶୁଭାରମ୍ଭ କଲେ ରାଷ୍ଟ୍ରପତି…

ଯୁଦ୍ଧକାଳୀନ ଭିତ୍ତିରେ ଦେଶକୁ ଟିବି ମୁକ୍ତ କରିବା ପାଇଁ ମିଳିତ ପ୍ରୟାସ କରିବାକୁ ନାଗରିକମାନଙ୍କୁ ଅନୁରୋଧ“ଜନସ୍ୱାର୍ଥ ଉଦ୍ଦେଶ୍ୟରେ କୌଣସି କଲ୍ୟାଣକାରୀ ଯୋଜନା ଆରମ୍ଭ ହେଲେ ଏହାର ସଫଳତାର ସମ୍ଭାବନା ବହୁଗୁଣିତ ହୋଇଥାଏ”ବୈଶ୍ୱିକ ଲକ୍ଷ୍ୟର ପାଞ୍ଚ ବର୍ଷ ଆଗରୁ ୨ଠ୨୫ ସୁଦ୍ଧା ଟିବି ଦୂରୀକରଣ
Read More...

ପ୍ରଥମ ଥର ପାଇଁ ମୁସଲମାନମାନେ ମଦ୍ରାସା ଭାଙ୍ଗିଲେ, ଅଲ କାଏଦା ସହିତ ଜଡିତ ଥିଲା

ଗୋଲପାରା : ଆସାମର ଗୋଲପାରାଠାରେ ପ୍ରଥମ ଥର ପାଇଁ ମୁସଲିମମାନେ ଏକ ମଦ୍ରାସା ଭାଙ୍ଗି ଦେଇଛନ୍ତି । ଲୋକମାନେ ଜାଣିଗଲେ ଯେ ମଦ୍ରାସା ନାମରେ ଏଠାରେ ଆତଙ୍କବାଦୀ କାର୍ଯ୍ୟକଳାପ ଚାଲିଛି । ଏହା ପରେ କ୍ରୋଧିତ ଲୋକମାନେ ମଦ୍ରାସାକୁ ଭାଙ୍ଗି ଦେଇଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଏହି ମଦ୍ରାସାର
Read More...

‘ରାଜପଥ’ ବର୍ତ୍ତମାନ ଇତିହାସର ବିଷୟ, ‘କର୍ତ୍ତବ୍ୟ ପଥ’ ଭାବେ ନୂତନ ଇତିହାସ ସୃଷ୍ଟି :…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ରାଷ୍ଟ୍ରୀୟ ଭବନରୁ ଭାରତ ଗେଟ୍ ପର୍ଯ୍ୟନ୍ତ କେନ୍ଦ୍ରୀୟ ଭିସ୍ତା ମଧ୍ୟରେ ଥିବା 'କର୍ତ୍ତବ୍ୟ ପଥ'ର ଉଦ୍‌ଘାଟନ କରିଥିଲେ ଏବଂ ଭାରତ ଦ୍ୱାର ନିକଟରେ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏକ ମହାନ
Read More...

ଜମ୍ମୁ କାଶ୍ମୀରରେ ଭୂମିକମ୍ପ ଅନୁଭୂତ

ଜମ୍ମୁ-କାଶ୍ମୀର : ଜମ୍ମୁ କାଶ୍ମୀରରେ ଭୂମିକମ୍ପ ଅନୁଭୂତ ହୋଇଛି । କଟରାରେ ୩.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ସକାଳ ୭ଟା ୫୨ ମିନିଟ୍‌ରେ କଟରାରେ ଭୂମିକମ୍ପ ହୋଇଥିବା ବେଳେ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ଅନୁମାନ କରାଯାଉଛି । ତେବେ କୌଣସି କ୍ଷୟ କ୍ଷତି
Read More...

ଆଜି କର୍ତ୍ତବ୍ୟ ପଥର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଇଣ୍ଡିଆ ଗେଟରେ ନେତାଜୀଙ୍କ ପ୍ରତିମାର ଉନ୍ମୋଚନ ହେବ ନୂଆଦିଲ୍ଲୀ : ଆଜିଠାରୁ ବଦଳିଯିବ ରାଜପଥର ନାମ । ବିଜୟ ପଥ ଓ ଇଣ୍ଡିଆ ଗେଟ ଯେଉଁ ସଡ଼କକୁ ସଂଯୋଗ କରୁଛି ସେହି ରାଜପଥ ଆଜିଠାରୁ ଇତିହାସ ହୋଇଯିବ । ପାଖାପାଖି ୩ କିଲୋମିଟର ଲମ୍ବା ଏହି ରାଜପଥ ଏବେ ନୂଆ ରୂପରେ କର୍ତ୍ତବ୍ୟ ପଥ ନାମରେ
Read More...

ନୂଆଁଖାଇ ପାଳିଲେ ଛତିଶଗଡର ମୁଖ୍ୟମନ୍ତ୍ରୀ

ଛତିଶଗଡ଼ : ନୂଆଁଖାଇ କେବଳ ଯେ ପଶ୍ଚିମ ଓଡ଼ିଶାରେ ସୀମିତ ତାହା ନୁହେଁ ବରଂ ପଡୋଶୀ ଛତିଶଗଡ଼ ପର୍ଯ୍ୟନ୍ତ ପରିବ୍ୟାପ୍ତ ଅଟେ । ଗତକାଲି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ମଧ୍ୟ ପାଳିଛନ୍ତି ନୂଆଁଖାଇ । ରାୟଗଡ଼ା ଜିଲ୍ଲାର ଲୋଇଙ୍ଗ ଗାଁରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ପହଞ୍ଚି ପ୍ରଥମେ ଜଗନ୍ନାଥ
Read More...

ଆତଙ୍କବାଦୀଙ୍କ ଗୁଳିମାଡରେ ଶ୍ରମିକ ଗୁରୁତର ଆହତ

ଶ୍ରୀନଗର : ଜମ୍ମୁ କଶ୍ମୀରର ପୁଲୱାମାରେ ଜଣେ ଶ୍ରମିକଙ୍କ ଉପରେ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଏଥିରେ ଶ୍ରମିକ ଜଣଙ୍କ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି
Read More...

ଗୁଜୁରାଟରେ ପଥଚାରୀଙ୍କୁ ଧକ୍କା ଦେଲା କାର୍ : ୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଗୁଜୁରାଟର ଅରବଲ୍ଲୀ ଜିଲ୍ଲାରେ ମଙ୍ଗଳବାର ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଏକ କାର୍ ଦ୍ରୁତଗତିରେ ଆସି ପଥଚାରୀଙ୍କୁ ଧକ୍କା ଦେଇଥିବା ଜଣାପଡିଛି । ଫଳରେ ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା
Read More...

ଚାକିରିରୁ ବହିଷ୍କୃତ ହେବା ପରେ କମ୍ପାନୀ ଗେଟ୍‌ ଆଗରେ ବିଷ ପିଇଲେ ୭ କର୍ମଚାରୀ

ଇନ୍ଦୋର : ମଧ୍ୟପ୍ରଦେଶର ଇଣ୍ଡଷ୍ଟ୍ରିଆଲ ସହର ଇନ୍ଦୋରରେ ଏକ ଅଭାବନୀୟ ଘଟଣା ଘଟିଛି । ଚାକିରିରୁ ବହିଷ୍କୃତ ହେବା ପରେ ୭ ଜଣ କର୍ମଚାରୀ ଗୁରୁବାର କମ୍ପାନୀ ଗେଟ୍‌ ଆଗରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ସମସ୍ତ କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
Read More...

ଆଜିଠାରୁ ଦୁଇ ଦିବସୀୟ ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଦୁଇ ଦିବସୀୟ ଗୁଜୁରାଟ ଗସ୍ତରେ ଯିବେ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କେତେକ ମହତ୍ତ୍ୱପୂର୍ଣ୍ଣ ଯୋଜନାର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ । ଗୁଜୁରାଟ ଗସ୍ତର ପ୍ରଥମ ଦିନ ନରେନ୍ଦ୍ର ମୋଦୀ ଆଜି ଅହମଦାବାଦରେ ସାବରମତୀ
Read More...