Browsing Tag

news of india

ହାଇପରସୋନିକ ଯାନ ପରୀକ୍ଷଣ କଲା ଇସ୍ରୋ, ଆହୁରି ସୁଦୃଢ଼ ହେବ ଭାରତ ପ୍ରତିରକ୍ଷା କ୍ଷେତ୍ର

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଇଣ୍ଟିଗ୍ରେଟେଡ ଡିଫେନ୍ସ ଷ୍ଟାଫ ମୁଖ୍ୟାଳୟର ସହଯୋଗରେ ହାଇପରସୋନିକ ଯାନର ସଫଳ ପରୀକ୍ଷଣ କରିଛି । ପରୀକ୍ଷଣ ବେଳେ ଏହି ଯାନ ସମସ୍ତ ମାନଦଣ୍ଡ ପୂରଣ କରିଛି । ଏହାଫଳରେ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ସୁଦୃଢ଼
Read More...

ଗୁଜୁରାଟରେ ବିଜେପି ବିଧାନସଭା ପାର୍ଟି ବୈଠକ, ଭୁପେନ୍ଦ୍ର ପଟେଲ ଡିସେମ୍ବର ୧୨ ରେ ଶପଥ ଗ୍ରହଣ କରିବେ

ଗାନ୍ଧୀନଗର : ଗୁଜୁରାଟ ବିଧାନସଭା ନିର୍ବାଚନରେ ​​ପୁନର୍ବାର ବିଜୟ ପରେ ଏବେ ବିଜେପି ଭିତରେ ଏକ ନୂତନ ଉତ୍ସାହ ଦେଖିବାକୁ ମିଳିଛି । ସରକାର ଗଠନ ପ୍ରକ୍ରିୟା ଜୋରଦାର ହୋଇଛି । ଏହି ସଂପର୍କରେ ଆଜି ବିଧାନସଭା ପାର୍ଟିର ଏକ ବୈଠକ ଡକାଯାଇଛି । ଏହି ବୈଠକରେ ଭୁପେନ୍ଦ୍ର ପଟେଲଙ୍କୁ ବିଧାନସଭା
Read More...

ବୋରଓ୍ୱେଲ୍ ଭିତରେ ଫସିରହିଥିବା ନିରିହ ଶିଶୁର ଜୀବନ ରକ୍ଷା କରାଯାଇପାରିଲା ନାହିିଁ

ଭୋପାଳ : ମଧ୍ୟପ୍ରଦେଶର ବେତୁଲରେ ବୋରଓ୍ୱେଲ ଭିତରକୁ ଖସିପଡିଥିବା ୮ ବର୍ଷର ବାଳକ ତନ୍ମୟ ସାହୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବୋରଓ୍ୱେଲର ୫୫ ଫୁଟ୍ ତଳକୁ ସେ ଖସି ପଡିଥିଲେ । ଆଜି ଭୋର ସାଢେ ୫ଟାରେ ଏନଡିଆରଏଫ୍‌ ତାଙ୍କ ମୃତଦେହକୁ ଉଦ୍ଧାର କରିଛି । ତାଙ୍କ ମୁହଁ ତଳକୁ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୬ ମୃତ ୨୦ ଆହତ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର ଚିତ୍ତୋରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ବିବାହ କରିବାକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହେଲେ ବରଯାତ୍ରୀ । ସୂଚନା ଅନୁଯାୟୀ, ବଲିଜାପଲ୍ଲେ ଗାଁରୁ ଟ୍ରାକ୍ଟରରେ ଝିଅ ଘର ଆଡକୁ ବରଯାତ୍ରୀ ଯାଉଥିବା ସମୟରେ ଭାରସମ୍ୟ ହରାଇ ଟ୍ରାକ୍ଟରଟି
Read More...

ଏବେ ଆପ୍‌ ହାତରେ ଏମ୍‌ସିଡି

ନୂଆଦିଲ୍ଲୀ : ଦିଲ୍ଲୀ ମ୍ୟୁନିସିପାଲିଟି ନିର୍ବାଚନରେ ଦମଦାର ବିଜୟ ହାସଲ କରିଛି ଆମ୍‌ ଆଦମୀ ପାର୍ଟି । ଦୀର୍ଘ ୧୫ ବର୍ଷ ହେଲା ଭାରତୀୟ ଜନତା ପାର୍ଟି କବ୍‌ଜାରେ ଥିବା ଦିଲ୍ଲୀ ମହାନଗର ନିଗମ (ଏମ୍‌ସିଡି)କୁ କେଜରିୱାଲଙ୍କ ଆପ୍‌ ହାତେଇ ନେଇଛି । ମୋଟ ୨୫୦ଟି ସିଟ୍‌ ମଧ୍ୟରୁ ସଂଖ୍ୟା ଗରିଷ୍ଠତା
Read More...

ଆଜିଠୁ ସଂସଦର ଶୀତ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ : ବୁଧବାର ଠାରୁ ଆରମ୍ଭ ହେଉଛି ସଂସଦର ଶୀତ ଅଧିବେଶନ । ଏହି ଅଧିବେଶନରେ ଏଥର ମୋଟ ୧୭ଟି କାର୍ଯ୍ୟଦିବସ ରହିବ । ଆଗତ ହେବ ପାଖାପାଖି ୧୬ଟି ବିଧେୟକ । କିଛି ବିଧେୟକ ଲୋକସଭା କିମ୍ବା ରାଜ୍ୟସଭାରୁ ପାରିତ ହୋଇଥିବା ବେଳେ ଆଉ କିଛି ସଂସଦୀୟ କମିଟି ନିକଟକୁ ସମୀକ୍ଷା ପାଇଁ ଯାଇଛି ।
Read More...

ଦେଶବ୍ୟାପୀ ୧ ଲକ୍ଷରୁ ଅଧିକ ସିନେମା ହଲ୍‌ ଖୋଲିବା ପାଇଁ ଯୋଜନା କଲେ କେନ୍ଦ୍ର ସରକାର

ମୁମ୍ବାଇ : ଦେଶବ୍ୟାପୀ ୧ ଲକ୍ଷରୁ ଅଧିକ ସିନେମା ହଲ୍‌ ଖୋଲିବା ପାଇଁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି । ଯୋଜନା ଅନୁସାରେ ୨୦୨୪ ଶେଷ ସୁଦ୍ଧା ଗ୍ରାମାଞ୍ଚଳରେ ୧୦,୦୦୦ ସିନେମା ହଲ୍‌ ଖୋଲାଯିବ । ପ୍ରତି ହଲ୍‌ରେ ୧୦୦ରୁ ୨୦୦ ଲେଖାଏଁ ସିଟ୍‌ ରହିବ । ଫଳରେ ସଦ୍ୟ ମୁକ୍ତିଲାଭ କରୁଥିବା
Read More...

ପରିତ୍ୟକ୍ତ ବୋରୱେଲରେ ଖସି ପଡ଼ିଲା ଶିଶୁ : ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଏସ୍‌ଡ଼ିଆର୍‌ଏଫ୍‌ ଟିମ୍

ବେତୁଲ : ମଧ୍ୟପ୍ରଦେଶର ବେତୁଲର ମାଡଭି ଗ୍ରାମରେ ବୋରୱେଲରେ ପଡ଼ିଥିବା ଶିଶୁ ତନ୍ମୟ(୮)ଙ୍କୁ ଉଦ୍ଧାର କରିବା ପାଇଁ ଏସ୍‌ଡ଼ିଆର୍‌ଏଫ୍‌ ଟିମ୍ ନିୟୋଜିତ ଅଛନ୍ତି । ଏହା କୁହାଯାଉଛି ଯେ, ବୋରୱେଲର ଗଭୀରତା ପ୍ରାୟ ୫୫ ଫୁଟ । ବର୍ତ୍ତମାନ ଶିଶୁକୁ ଅମ୍ଲଜାନ ବିତରଣ କରାଯାଇଛି । ଶିଶୁକୁ ବଞ୍ଚାଇବା
Read More...

ଇଣ୍ଡୋନେସିଆରେ ବିବାହ ପୂର୍ବରୁ ସେକ୍ସ ନିଷେଧ : ଅବଜ୍ଞା କଲେ ହେବ ୧ ବର୍ଷ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ : ଇଣ୍ଡୋନେସିଆ ସଂସଦ ମଙ୍ଗଳବାର ଦିନ ନୂତନ ଅପରାଧିକ ଆଇନକୁ ମଂଜୁରୀ ପ୍ରଦାନ କରିଛି । ଏଇ ଆଇନ ଅନୁସାରେ ବିବାହ ପୂର୍ବରୁ ସେକ୍ସକୁ ଅପରାଧିକ ପର୍ଯ୍ୟାୟଭୁକ୍ତ କରାଯାଇଛି । ଏହି ଆଇନକୁ ଅବଜ୍ଞା କଲେ ଏକ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ହୋଇପାରେ । ଏହି ଆଇନ ଇଣ୍ଡୋନେସିଆର ନାଗରିକ
Read More...

ନୂଆ ନୌସେନା ପତାକା-ଡିଜାଇନକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପ୍ରଦୀ ମୁର୍ମୁ ଭାରତୀୟ ନୌସେନାର ନୂତନ ପତାକା ଏବଂ ଡିଜାଇନିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଉପନିବେଶ ସମୟ ସହିତ ଜଡିତ ଜିନିଷଗୁଡିକରୁ ମୁକ୍ତି ପାଇବା ପାଇଁ ସରକାର ଏହି ପଦକ୍ଷେପ ନେଇ ଜାତୀୟ ଉଦ୍ୟମ ଅନୁଯାୟୀ ଏକ ନୂତନ ଡିଜାଇନ ପ୍ରଦାନ ପାଇଁ ପ୍ରୟାସ
Read More...