Browsing Tag

news of india

ଫିକି ସିଏସ୍‌ଆର୍‌ ଆୱାର୍ଡ ପାଇଲା ଇମ୍ଫା

ନୂଆଦିଲ୍ଲୀ : ଇଣ୍ଡିଆନ ମେଟାଲ ଆଣ୍ଡ ଫେରୋ ଆଲଏଜ୍‌ (ଇମ୍ପା)କୁ ଆଉ ଏକ ସମ୍ମାନ ଓ ସଫଳତା ମିଳିଥିବା ଜଣାପଡ଼ିଛି । ଏପରିକି କମ୍ପାନୀର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମର ବିଶେଷ ସଫଳତା ଯୋଗୁଁ ଉକ୍ତ ସମ୍ମାନ ମିଳିଥିବା ନେଇ ଇମ୍ପା ପକ୍ଷରୁ କୁହାଯାଇଛି ।
Read More...

ଗୋଲଡେନ ଫିଲ୍ମ ଆୱାର୍ଡ ଜିତିଲା ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ : ବଲିଉଡ ଫଲ୍ମ ନିର୍ମାତା ବିବେକ ରଞ୍ଜନ ଅଗ୍ନିହୋତ୍ରଙ୍କ ଫିଲ୍ମ 'ଦ କଶ୍ମୀର ଫାଇଲ୍ସ'ର ନାଁରେ ଆଉ ଏକ ସଫଳତା ଯୋଡି ହୋଇଯାଇଛି । ଫିଲ୍ମକୁ ନିକଟରେ ଆୟୋଜିତ ହୋଇଥିବା ଭାରତୀୟ ଟେଲିଭିଜନ ପୁରସ୍କାର(ଆଇଟିଏ-୨୦୨୨)ରେ ସମ୍ମାନୀତ କରାଯାଇଛି । ଚଳିତ ବର୍ଷ ରିଲିଜ୍ ହୋଇଥିବା ଫିଲ୍ମ 'ଦ
Read More...

ଦୀର୍ଘ ୧୧ ମାସ ପରେ ଖସିଲା ଖୁଚୁରା ମୁଦ୍ରାସ୍ଫୀତିର ହାର

ନୂଆଦିଲ୍ଲୀ : ଦୀର୍ଘ ୧୧ ମାସ ପରେ ଖୁଚୁରା ମୁଦ୍ରାସ୍ଫୀତିର ହାର ପ୍ରାୟ ୬% ନିକଟବର୍ତ୍ତୀରେ ରହିଛି । ଏପରିକି ଚଳିତ ବର୍ଷ ନଭେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫୀତିର ହାର ପ୍ରାୟ ୧%(୦.୮୯) ଖସି ୫.୮୮% ରେ ରହିଛି । ୨୦୨୨ ଅକ୍ଟୋବର ମାସରେ ଏହି ହାର ୬.୭୭%ରେ ରହିଥିଲା । ବିଶେଷକରି
Read More...

୩ ଜାତୀୟ ଅନୁଷ୍ଠାନ ଉଦ୍‌ଘାଟନ କଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଗୋଆରେ ପହଞ୍ଚି ୩ଟି ଜାତୀୟ ଆୟୁଷ ଅନୁଷ୍ଠାନ ଉଦ୍‌ଘାଟନ କରିଛନ୍ତି । ଏଥିରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ଆୟୁର୍ବେଦ (ଏଆଇଆଇଏ) ମଧ୍ୟ ସାମିଲ ଅଛି । ଏଆଇଆଇଏରେ ସର୍ବାଧିକ ସୁବିଧା ରହିଛି । ଏହା ଜନସାଧାରଣଙ୍କ ମଧ୍ୟରେ ଆୟୁର୍ବେଦ
Read More...

ସୁପ୍ରିମକୋର୍ଟ ବିଚାରପତି ହେଲେ ଜଷ୍ଟିସ୍‌ ଦୀପଙ୍କର ଦତ୍ତ

ନୂଆଦିଲ୍ଲୀ : ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପଙ୍କର ଦତ୍ତଙ୍କୁ ରବିବାର ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦିଆଯାଇଛି । ଏନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାୟିକ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ୧୯୬୫ ଫେବୃୟାରୀ ୯ରେ ଜନ୍ମିତ
Read More...

ଭୁପେନ୍ଦ୍ର ପଟେଲ ଆଜି ସିଏମ୍‌ ଭାବେ ଶପଥ ଗ୍ରହଣ କରିବେ

ଗାନ୍ଧୀନଗର : ଭୁପେନ୍ଦ୍ର ପଟେଲ ଆଜି ସିଏମ୍‌ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଭୁପେନ୍ଦ୍ର ପଟେଲ ସରକାରଙ୍କ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିପାରନ୍ତି କୁବେର ଧିଣ୍ଡୋର, ବଚୁଭାଇ ଖାବଡ଼, ଜଗଦୀଶ ପାଞ୍ଚାଲ, ପୁରୁଷୋତ୍ତମ ସୋଲଙ୍କି, ମୁକେଶ ପଟେଲ, ଭିକୁସିଂ ପରମାର, ପ୍ରଫୁଲ୍ଲ
Read More...

ଏମ୍‌ସିଡି ନିର୍ବାଚନରେ ପରାଜୟ ପରେ ଇସ୍ତଫା ଦେଲେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା

ନୂଆଦିଲ୍ଲୀ : ଏମ୍‌ସିଡି ନିର୍ବାଚନରେ ପରାଜୟ ପରେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତାମାନେ ଅଧ୍ୟକ୍ଷ ଆଦେଶ ଗୁପ୍ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି । ବର୍ତ୍ତମାନର ଦିଲ୍ଲୀ ବିଜେପି ଉପାଧ୍ୟକ୍ଷ ବିରେନ୍ଦ୍ର ସଚ୍ଚଦେବା
Read More...

କେମିକାଲ ଡବା ହଲିବା ଯୋଗୁଁ ବିସ୍ଫୋରଣ ଘଟି ଜଣେ ଆହତ

ତେଲେଙ୍ଗାନା : ତେଲେଙ୍ଗାନାର ନିଜାମାବାଦ ସ୍ଥିତ ବଡ ବଜାର ଅଞ୍ଚଳରେ ହୋଇଥିବା ବିସ୍ଫୋରଣରେ ଜଣେ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି । ୱନ ଟାଉନ ଥାନର ଏସ୍‌ଏଚ୍‌ଓ ଜଣାଇଛନ୍ତି କି ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲ ନେଇଛି । ବର୍ତ୍ତମାନ ତାଙ୍କର ଚିକିତ୍ସା
Read More...

ସୁଖବିନ୍ଦର ସିଂ ସୁଖୁଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶିମ୍‌ଲା : ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ସୁଖବିନ୍ଦର ସିଂ ସୁଖୁ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଖବିନ୍ଦର ସିଂ ସୁଖୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ
Read More...

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ସୁଖବିନ୍ଦର ସିଂ ସୁଖୁ

ସାରା ଦେଶରେ ପରିବର୍ତ୍ତନ ଆଣିବ ହିମାଚଳର ପରିଣାମ : ସୁଖବିନ୍ଦର ସିଂ ସୁଖୁ ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ସୁଖବିନ୍ଦର ସିଂ ସୁଖୁ । ରାଜ୍ୟପାଳ ରାଜେନ୍ଦ୍ର ବିଶ୍ଵନାଥ ଆର୍ଲେକର ଶପଥ ପାଠ କରାଇଛନ୍ତି । ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ ମୁକେଶ
Read More...