Browsing Tag

news of india

୬୦ ଫୁଟ୍‌ ଗଭୀର ବୋରୱେଲରେ ପୁଣି ଖସି ପଡ଼ିଲା ନିର୍ଦ୍ଦୋଷ ଶିଶୁ, ଏନ୍‌ଡ଼ିଆର୍‌ଏଫ୍‌ ଟିମ୍ ଉଦ୍ଧାର ପାଇଁ ଘଟଣାସ୍ଥଳରେ

ଲକ୍ଷ୍ନୌ : ହାପୁରରେ ଖେଳୁଥିବା ବେଳେ ପୁଣି ଜଣେ ୪ ବର୍ଷର ବଧିର ଏବଂ ମୂକ ପିଲା ପ୍ରାୟ ୬୦ ଫୁଟ୍‌ ଗଭୀର ଏକ ବୋରୱେଲରେ ଖସିପଡ଼ିଥିବା ସୂଚନା ମିଳିଛି । ଶିଶୁଟିର ବୋରୱେଲରେ ଖସି ପଡ଼ିବା ପରେ ଏହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ମଧ୍ୟ କୁହାଯାଇଛି । ପିଲାଟିର କ୍ରନ୍ଦନ ଶବ୍ଦ କ୍ରମାଗତ
Read More...

ଭାରତରେ ଏକ ନମ୍ବର ହଲିଉଡ ଫିଲ୍ମ ହେଲା ଅବତାର ୨

ମୁମ୍ବାଇ : ଜେମ୍ସ କାମେରୁନଙ୍କ ଅବତାର ୨ ଫିଲ୍ମ ସାରା ବିଶ୍ୱରେ ଜବରଦସ୍ତ ବ୍ୟବସାୟ କରୁଛି । ରିପୋର୍ଟ ମୁତାବକ ଏହା ପାଖାପାଖି ୧୩ ହଜାର କୋଟି ଟଙ୍କାର ବ୍ୟବସାୟ କରିସାରିଛି । ଭାରତରେ ମଧ୍ୟ ଏହା ରେକର୍ଡ ବ୍ୟବସାୟ ଜାରି ରଖିଛି । ରବିବାର ଆଡଭାନ୍ସ ବୁକିଂ ରିପୋର୍ଟ ଆସିବା ପରେ ଏହା ୩୭୨.୨୫
Read More...

ପ୍ରଜନନ ହାର ଉପରେ ସିଏମ୍‌ ନୀତୀଶଙ୍କ ବିବୃତ୍ତିକୁ ସୁଶୀଲ ମୋଦୀ କହିଲେ ସଡ଼କ୍‌ ଛାପ୍‌ ବିବୃତ୍ତି

ପାଟନା : ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦୀ ରବିବାର ଦିନ କହିଛନ୍ତି ଯେ, ଜନସଂଖ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ ନୀତୀଶ କୁମାର ମହିଳାଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି । ଏଥିପାଇଁ ସେ କ୍ଷମା ମାଗିବା ଉଚିତ୍ । ଆରଜେଡିରେ ଯୋଗଦେବା ପରେ ନୀତୀଶ କୁମାର
Read More...

ମନ୍ଦିର ସହ ଧକ୍କା ହେଲା ବିମାନ, ପାଇଲଟ ମୃତ

ଭୋପାଳ : ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ ଗୁରୁବାର ଏକ ବିମାନ ମନ୍ଦିର ସହ ଧକ୍କା ହେବା ପରେ ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଛି । ଟ୍ରେନିଂ ସମୟରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ କ୍ୟାପଟେନ୍‌ ବିଶାଲ ଯାଦବ(୩୦)ଙ୍କ ମୃତ୍ୟୁ ହୋଇଥିବା ବେଳେ ଟ୍ରେନିଂ ପାଇଲଟ ଅନସୁଲ ଯାଦବ
Read More...

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ : ଆଜି ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ଝଟକା ଜମ୍ମୁ-କାଶ୍ମୀର ପର୍ଯ୍ୟନ୍ତ ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ୫.୯ ରହିଛି । କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ବୋଲି ଜଣାପଡ଼ିଛି । ତେବେ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇ
Read More...

ରାଜସ୍ଥାନର ପାଲିରେ ଟ୍ରେନ ଦୁର୍ଘଟଣା : ସୂର୍ଯ୍ୟନଗର ଏକ୍ସପ୍ରେସର ୮ଟି ବଗି ଲାଇନଚ୍ୟୁତ

ପାଲି : ରାଜସ୍ଥାନର ପାଲିରେ ସୋମବାର ସକାଳେ ସୂର୍ଯ୍ୟନଗରୀ ଏକ୍ସପ୍ରେସର ଆଠଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣା ଯୋଧପୁର ଡିଭିଜନର ରାଜକିୟବାସ-ବୋମଦରା ବିଭାଗ ମଧ୍ୟରେ ଭୋର୍‌ ପ୍ରାୟ ୩.୨୭ରେ ଘଟିଛି । ଟ୍ରେନ୍ ବାନ୍ଦ୍ରା ଟର୍ମିନାଲରୁ ଯୋଧପୁର ଯାଉଥିଲା । ଉତ୍ତର ପଶ୍ଚିମ
Read More...

ଦେଶବାସୀଙ୍କୁ ନୂଆ ବର୍ଷ ପାଇଁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ନୂଆ ବର୍ଷ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟୁଇଟ କରି କହିଛନ୍ତି, ୨୦୨୩ ବର୍ଷ ସମସ୍ତଙ୍କ ପାଇଁ ସୁଖମୟ ହେଉ । ଏହା ଆଶା, ସୁଖ ଏବଂ ଅନେକ ସଫଳତାରେ ପରିପୂର୍ଣ୍ଣ ହେଉ । ସମସ୍ତେ ଉତ୍ତମ ସ୍ୱାସ୍ଥ୍ୟର ଆଶୀର୍ବାଦ ପ୍ରାପ୍ତ
Read More...

ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ନୂତନ ବର୍ଷ ୨୦୨୩ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦେଶର ଏକତା, ଅଖଣ୍ଡତା ଏବଂ ବିକାଶ ପାଇଁ ନିଜକୁ ସମର୍ପିତ କରିବା ପାଇଁ ପ୍ରତିଶ୍ରୁତି ଦେବାକୁ ଲୋକମାନଙ୍କୁ ଆହ୍ୱାନ ଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ
Read More...

ପଞ୍ଚଭୂତରେ ବିଲୀନ ହେଲେ ହୀରାବେନ

ଅହମ୍ମଦାବାଦ୍‌ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା' ହୀରାବେନଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି । ଗାନ୍ଧିନଗର ସେକ୍ଟର ସ୍ଥିତ ଶ୍ମଶାନ ଘାଟରେ ହୀରାବେନଙ୍କ ଅନ୍ତିମ ସତ୍କାର କରାଯାଇଛି । ଶ୍ରୀ ମୋଦୀ ମା'ଙ୍କୁ ମୁଖାଗ୍ନି ଦେଇଛନ୍ତି । ଶୁକ୍ରବାର ଭୋର ୩.୩୦ରେ ହୀରାବେନଙ୍କର
Read More...

ଆଉ ନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’

ନୂଆଦିଲ୍ଲୀ : ଆଉ ନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ । ୧୦୦ ବର୍ଷ ବୟସରେ ଦୁନିଆକୁ ବିଦାୟ ଦେଲେ ହୀରାବେନ୍ । ନିଶ୍ୱାସ ନେବାରେ ଅସୁବିଧା ଏବଂ ରକ୍ତଚାପର ସମସ୍ୟା ଯୋଗୁଁ ତାଙ୍କୁ ଗୁଜୁରାଟର ଅହମ୍ମଦାବାଦ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତାଙ୍କର
Read More...