Browsing Tag

news of india

ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆଜିଠୁ ଆରମ୍ଭ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆଜିଠୁ ଆରମ୍ଭ ହେଉଛି । ଦିଲ୍ଲୀରେ ବିଜେପିର ଦୁଇ ଦିନିଆ କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଆଜି ଅପରାହ୍ଣ ୪ଟାରୁ ଏହି ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୩୫ ଜଣ କେନ୍ଦ୍ର
Read More...

୩୦ କୋଟିର ହେରୋଇନ ଜବତ, ୨ ଗିରଫ

ନୂଆଦିଲ୍ଲୀ : ସୀମା ସୁରକ୍ଷା ବଳ(ବିଏସଏଫ) ରାଜସ୍ଥାନର ଶ୍ରୀଗଙ୍ଗାନଗର ସେକ୍ଟରକୁ ଲାଗି ରହିଥିବା ଭାରତ-ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସୀମାରୁ ଚୋରା ଚାଲାଣର ଏକ ବଡ ପ୍ରୟାସକୁ ପଣ୍ଡ କରିଦେଇଛନ୍ତି । ଏହାସହ ୨ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ଏମାନଙ୍କ ନିକଟରୁ
Read More...

କୁନୋ ନ୍ୟାସନାଲ ପାର୍କକୁ ଆଫ୍ରିକାରୁ ଆସିବେ ଆଉ ୧୨ ଚିତା

ନୂଆଦିଲ୍ଲୀ : କୁନୋରେ ନାମିବ୍ୟାରୁ ଆସିଥିବା ୮ ଚିତାଙ୍କ ସୁରକ୍ଷିତ ରହଣି ପରେ ଏବେ ଦକ୍ଷିଣ ଆଫ୍ରିକାରୁ ଚିତା ଆଣିବା ପାଇଁ ତାରଖ ଧାର୍ଯ୍ୟ ହୋଇଛି । ଏଥର ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଅଣାଯିବ । ମଧ୍ୟ ପ୍ରଦେଶ ସରକାର ଏହି ସୂଚନା ଦେଇଛନ୍ତି । କୁନୋକୁ ଆସିବାକୁ ଥିବା ଏହି ଚିତାମାନେ
Read More...

ଆଦିଯୋଗୀ ଶିବଙ୍କ ୧୧୨ଫୁଟର ପ୍ରତିମୂର୍ତ୍ତି ଉନ୍ମୋଚିତ

କୋଏମ୍ବାଟୁର : କୋଏମ୍ବାଟୁରରେ ଥିବା ନନ୍ଦୀ ପାହାଡର ପାଦଦେଶରେ ମକର ସଙ୍କ୍ରାନ୍ତୀ ଅବସରରେ ଆଦିଯୋଗୀ ଶିବଙ୍କର ୧୧୨ ଫୁଟ ଉଚ୍ଚର ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ଚିକକବାଲାପୁର ଜିଲ୍ଲାର ନନ୍ଦୀ ପାହାଡରେ ଅବସ୍ଥିତ ଇଶା ଫାଉଣ୍ଡେସନ କ୍ୟାମ୍ପସରେ ଆଦିୟୋଗୀଙ୍କର ଏକ ବିଶାଳ
Read More...

ରାଜସ୍ଥାନ ହାଇକୋର୍ଟରେ ୯ ବିଚାରପତିଙ୍କ ନିଯୁକ୍ତି

ନୂଆଦିଲ୍ଲୀ : ଆଇନ୍‌ ଓ ନ୍ୟାୟ ମନ୍ତ୍ରାଳୟ ଶୁକ୍ରବାର ରାଜସ୍ଥାନ ହାଇକୋର୍ଟରେ ୯ଜଣ ନୂଆ ବିଚାରପତିଙ୍କ ନିଯୁକ୍ତି ନେଇ ଏକ ଅଧିସୂଚନା ଜାରି କରିଛି । ଏଥିରେ ୬ଜଣ ନ୍ୟାୟିକ ଅଧିକାରୀ ଥିବା ବେଳେ ଆଉ ୩ଜଣ ଅଧିବକ୍ତା ଅଛନ୍ତି । ଆଇନ୍‌ ଓ ନ୍ୟାୟ ମନ୍ତ୍ରୀ କିରଣ ରିଜିଜୁ ରାଜସ୍ଥାନ ହାଇକୋର୍ଟଙ୍କ
Read More...

ଗୁଜରାଟ ଗସ୍ତରେ କେନ୍ଦ୍ରମନ୍ତ୍ରୀ

ଅହମ୍ମଦାବାଦ : ଦିନିକିଆ ଗୁଜୁରାଟର ଅହମ୍ମଦବାଦ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଗୁଜୁରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବରଥ ଓ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ୍ କରିଛନ୍ତି । ଏହି
Read More...

କମିଲା ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ : ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ହାର ପୁଣି ଥରେ ହ୍ରାସ ପାଇଛି । ଯାହାକି ଖାଉଟିଙ୍କ ମୁହଁରେ ହସ ଫୁଟାଇଛି । ନଭେମ୍ୱର ପରେ ଡିସେମ୍ୱରରେ ମଧ୍ୟ ଏହି ଦରବୃଦ୍ଧି ହାର କମିଛି । ଆଜି ଜାରି ତଥ୍ୟ ଅନୁସାରେ, ଡିସେମ୍ୱରରେ ଏହି ଖୁଚୁରା ମୁଦ୍ରାସ୍ଫୀତି ଦର ୫.୭୨ ପ୍ରତିଶତ ରହିଥିଲା ।
Read More...

ଶରଦ ଯାଦବଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆସିଲେ ରାହୁଲ

ଲକ୍ଷ୍ନୌ : ଜନତା ଦଳ ୟୁନାଇଟେଡ୍‌ର ପୂର୍ବତନ ରାଷ୍ଟ୍ରୀୟ ସଭାପତି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ଯାଦବ ଗୁରୁଗ୍ରାମର ଫୋର୍ଟିସ୍ ହସ୍ପିଟାଲରେ ଗୁରୁବାର ରାତିରେ ମୃତ୍ୟୁ ବରଣ କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ସକାଳେ ତାଙ୍କ ଘରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ
Read More...

କଲର୍ଭଟକୁ ଧକ୍କା ଦେଲା କାର୍‌ : ୬ ମୃତ

ହାଇଦ୍ରାବାଦ : ତେଲେଙ୍ଗାନାର ସିଡ୍ଡିପେଟ ଜିଲ୍ଲା ଅନ୍ତର୍ଗତ ମୁନିଗଡାପା ଅଞ୍ଚଳରେ ରାସ୍ତାକଡ଼ର କଲର୍ଭଟକୁ ଏକ କାର୍‌ ଧକ୍‌କ୍କା ଦେବା ଫଳରେ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ବେମୁଲାୱାଡାରେ ଥିବା ମନ୍ଦିର ଦର୍ଶନ ପାଇଁ ଯାଇଥିଲେ ପରିବାର
Read More...

ଅମୃତସରର ସୁବର୍ଣ୍ଣ ମନ୍ଦିରରେ ପହଞ୍ଚିଲେ ରାହୁଲ ଗାନ୍ଧୀ, ଭାରତ ଯୋଡୋ ଯାତ୍ରା ଆସନ୍ତାକାଲି ଠାରୁ ପଞ୍ଜାବରେ ଆରମ୍ଭ ହେବ

ଅମୃତସର : ପଞ୍ଜାବରେ ଭାରତ ଯୋଡୋ ଯାତ୍ରା ଆରମ୍ଭ ହେବା ପୂର୍ବରୁ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଙ୍ଗଳବାର ଅପରାହ୍ନରେ ଅମୃତସରର ସୁବର୍ଣ୍ଣ ମନ୍ଦିର ପରିଦର୍ଶନ ପହଞ୍ଚିଛନ୍ତି । କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଟୁଇଟ୍ କରି କହିଛନ୍ତି ଯେ, ଭାରତ ଯୋଡା ଯାତ୍ରାର ୧୧୬ ତମ
Read More...