Browsing Tag

news of india

ମହାରାଷ୍ଟ୍ର ସୁଗାର ମିଲରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ : ମହାରାଷ୍ଟ୍ରର ଅହମଦନଗରରେ ଏକ ସୁଗାର ମିଲରେ ଶନିବାର ବଏଲର ଫାଟି ଯିବାରୁ ଏକ ବଡ ଦୁର୍ଘଟଣା ଘଟିଛି । କୁହାଯାଉଛି ଯେ, ନିଆଁ ଲାଗିବାରୁ ୪ଟି ଟାଙ୍କି ଫାଟି ଯାଇଛି । ସନ୍ଧ୍ୟା ପ୍ରାୟ ୭ଟାରେ ଏହି ଘଟଣା ଘଟିଥିବା ବେଳେ ରାତି ୧୨ଟା ପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରାଯାଇ ପାରି ନଥିଲା
Read More...

ଜାପାନରେ ଭୂମିକମ୍ପ

ନୂଆଦିଲ୍ଲୀ : ଶନିବାର ରାତିରେ ଜାପାନରେ ଭୂମିକମ୍ପ ଅନୁଭୂତ ହୋଇଛି । ଭୂକମିମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରହିଥିଲା । ୟୁନାଇଟେଡ୍ ଷ୍ଟେଟ୍‌ସ ଜିଓଲୋଜିକାଲ ସର୍ଭେ ଦ୍ୱାରା ଏହାକୁ ନିଶ୍ଚିତ କରାଯାଇଛି । ୟୁନାଇଟେଡ୍ ଷ୍ଟେଟ୍‌ସ ଜିଓଲୋଜିକାଲ ସର୍ଭେ ଅନୁଯାୟୀ ଶନିବାର ରାତିରେ ଉତ୍ତର
Read More...

ଆତଙ୍କୀ ଟ୍ରେନିଂ ପାଇଁ ପାକିସ୍ତାନ ଯାଉଥିଲେ ୨ ଭାରତୀୟ ଯୁବକ : ଗିରଫ କଲା ଦିଲ୍ଲୀ ପୋଲିସ୍

ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ୨ ଜଣ କଟ୍ଟରପନ୍ଥି ଯୁବକଙ୍କୁ ଗିରଫ କରିଛି । ପୋଲିସ ସୂତ୍ର ଅନୁସାରେ ଆତଙ୍କି ଟ୍ରେନିଂ ପାଇଁ ପାକିସ୍ତାନ ଯାଉଥିବା ୨ ଜଣ ଲୋକଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଭିତରେ ଜଣେ ଦକ୍ଷିଣ ଭାରତର କାଲିଆକୁଲ୍ଲା (ତାମିଲନାଡୁ)ର ହୋଇଥିବା ବେଳେ ଅନ୍ୟ
Read More...

ପାକିସ୍ତାନରେ ଭୂମିକମ୍ପ ଅନୁଭୂତ

ଇସଲାମାବାଦ : ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଶୁକ୍ରବାର ସକାଳ ୬ଟାରେ ଏକ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୯ ରେକର୍ଡ କରାଯାଇଛି । ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।
Read More...

ଗୁଜରାଟର ଅମରେଲିରେ ଭୂମିକମ୍ପ ଅନୁଭୂତ

ଗାନ୍ଧୀନଗର : ଗୁଜରାଟର ଅମରେଲିରେ ଗୁରୁବାର ଭୂମିକମ୍ପର ହାଲୁକା ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି । ଜିଲ୍ଲାର ସାବରକୁଣ୍ଡଲା ତାଲୁକରେ ୩.୧ ତୀବ୍ରତାର ଭୂମିକମ୍ପ ରେକର୍ଡ କରାଯାଇଛି । ସିସମୋଲଜି ରିସର୍ଚ୍ଚ ଇନିଷ୍ଟିଚ୍ୟୁଟ୍ (ଏସଆରଆଇ) ଏହି ସୂଚନା ଦେଇଛନ୍ତି । ତେବେ କମ୍ପନ ସୃଷ୍ଟି
Read More...

ବିମାନବନ୍ଦରରୁ ୧୪ କିଲୋ ସୁନା ଜବତ

ହାଇଦ୍ରାବାଦ : ହାଇଦ୍ରାବାଦ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୧୪ କିଲୋ ସୁନା ଜବତ ହୋଇଥିବା ଜଣାପଡିଛି । ୨୩ ସୁଦାନ ନାଗରୀକଙ୍କଠାରୁ ଏହି ସୁନା ଜବତ ହୋଇଥିବା ଜଣାପଡିଛି । ହାଇଦ୍ରାବାଦ କଷ୍ଟମ୍ସ ବିଭାଗ ସହାୟତାରେ ସୁନା ଜବତ କରାଯାଇଥିବା ଜଣାପଡିଛି ।
Read More...

ତୁର୍କୀରେ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ : ତୁର୍କୀରେ ପୁଣି ଭୂକମ୍ପର ଝଟକା । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୬.୪ ରହିଛି । ହୟାତ ପ୍ରଦେଶରେ ଏହି ଝଟକା ଅନୁଭୂତ ହୋଇଛି । ପୂର୍ବରୁ ୭.୪ ତୀବ୍ରତାର ମହାବିନାଶକାରୀ ଭୂକମ୍ପ ପରେ ପୁଣି ଥରେ ତୁର୍କୀରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି । କେତେ କ୍ଷୟକ୍ଷତି ଘଟିଛି,
Read More...

ଚନ୍ଦ୍ରଯାନ-୩ର ଇଏମ୍‌ଆଇ-ଇଏମ୍‌ସି ପରୀକ୍ଷା ସଫଳ

ନୂଆଦିଲ୍ଲୀ : ଭାରତର ମୁନ୍‌ ମିଶନ୍‌ 'ଚନ୍ଦ୍ରଯାନ-୩' ପ୍ରସ୍ତୁତ ହୋଇସାରିଛି । ଇତିମଧ୍ୟରେ ଏହାର ଇଏମ୍‌ଆଇ/ଇଏମ୍‌ସି (ଇଲେକ୍ଟ୍ରୋ-ମ୍ୟାଗ୍ନେଟିକ୍‌ ଇଣ୍ଟରଫରେନ୍ସ/ଇଲେକ୍ଟ୍ରୋ-ମ୍ୟାଗ୍ନେଟିକ୍‌ କମ୍ପାଟିବିଲିଟି) ପରୀକ୍ଷଣ ସଫଳ ହୋଇଛି । ଏହି ଟେଷ୍ଟ ସଫଳ ହେବା ଅର୍ଥ ଚନ୍ଦ୍ରଯାନ-୩ ଏବେ
Read More...

ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା । ରବିବାର ଅପରାହ୍ନରେ ଅରୁଣାଚଳ ପ୍ରଦେଶର ପଶ୍ଚିମ ଭାଗରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୮ ଥିବା ଜଣାପଡିଛି । ଭୂକମ୍ପ ବିଷୟରେ ପିଟିଆଇ ରିପୋର୍ଟ କରିଛି । ମଧ୍ୟାହ୍ନ ୧୨ଟା ୧୨ରେ ଏହି ଭୂକମ୍ପ ହୋଇଥିବା
Read More...

ଭାରତରେ ପହଞ୍ଚିଲେ ୧୨ ଚିତା

ନୂଆଦିଲ୍ଲୀ : ଭାରତରେ ପହଞ୍ଚିଲେ ଆଉ ୧୨ ଚିତା । ବାୟୁସେନାର ସି-୧୭ ଗ୍ଲୋବ ମାଷ୍ଟର ବିମାନ ଯୋଗେ ୧୨ ଚିତାଙ୍କୁ ଆଫ୍ରିକାରୁ ଭାରତ ଅଣାଯାଇଛି । ପୂର୍ବାହ୍ନ ୧୦ଟା ସମୟରେ ମଧ୍ୟପ୍ରଦେଶର ଗ୍ବାଲିଅରରେ ବିମାନଟି ପହଞ୍ଚିଛି । ଏହି ଚିତା ୧୦ ଦିନ ପାଇଁ କ୍ୱାରାଣ୍ଟାଇନ୍‌ରେ ରହିବେ । ଏହାପରେ
Read More...