Browsing Tag

news of india

କୃଷକ ଆନ୍ଦୋଳନ : କୃଷି ଆଇନ କପି ଜାଳିଲେ ଆନ୍ଦୋଳନକାରୀ କୃଷକ

ନୂଆଦିଲ୍ଲୀ : କୃଷକ ଆନ୍ଦୋଳନରେ କୃଷକମାନେ ଭିନ୍ନ ଢ଼‌ଙ୍ଗରେ ବିରୋଧ ପ୍ରଦର୍ଶନ କରିଛ‌ନ୍ତି । ଲୋହଡ଼ି ପର୍ବରେ ଚାଷୀମାନେ କେନ୍ଦ୍ରର କୃଷି ଆଇନ କପି ଜାଳିଛନ୍ତି । କେବଳ ସିନ୍‌ନ୍ଧୁ ସୀମାରେ ବିବାଦୀୟ ୩ କୃଷି ଆଇନର ୧ ଲକ୍ଷ କପି ପୋଡ଼ାଯାଇଥିବା ସାମ୍ମୁଖ୍ୟ କିଷାନ ମୋର୍ଚ୍ଚାର ପରମଜିତ୍‌ ସିଂ
Read More...

ଦେଶବାସୀ‌ଙ୍କୁ ମକର ସଂକ୍ରାନ୍ତିର ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଆଜି ଉତ୍ତରରୁ ଦକ୍ଷିଣ ଭାରତରେ ପର୍ବର ଦିନ । ମକର ସଂକ୍ରାନ୍ତି, ପୋଙ୍ଗଲ ସମେତ ଅନେକ ପର୍ବ ପାଳନ କରାଯାଏ ଆଜିର ତିଥିରେ । ତେଣୁ ଏସବୁ ମଧ୍ୟରେ ଜଲ୍ଲିକଟ୍ଟୁର ଏକ କାର୍ୟ୍ୟକ୍ରମ ମଧ୍ୟ ଅଛି । ଭବିଷ୍ୟତରେ ହେବାକୁ ଥିବା ନିର୍ବାଚନର ଝଲକ ଦେଖାଇଥିବା ଏହି ଉତ୍ସବରେ ଅନେକ
Read More...

ଦ୍ୱିତୀୟ ଯୁବ ସଂସଦ ମହୋତ୍ସବର ବିଜେତା ଓ ଫାଇନାଲ ପ୍ୟାନେଲିଷ୍ଟମାନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

• ସମସ୍ତ ଅଭିଭାଷଣକୁ ଟୁଇଟ୍ କରି ସଫଳ ଯୁବ ପ୍ରତିଯୋଗୀଙ୍କୁ ସମ୍ମାନିତ କଲେ ନୂଆଦି‌ଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଯୁବ ସଂସଦ ମହୋତ୍ସବର ବିଜେତା ଓ ଫାଇନାଲ ପ୍ୟାନେଲିଷ୍ଟମାନଙ୍କୁ ପ୍ରଶଂସା କରିଛନ୍ତି। ଭିଡିଓ କନଫରେନ୍ସ ମାଧ୍ୟମରେ ସମାରୋହରେ
Read More...

ଅମାନବିକତା : ୧୫ ବର୍ଷର ନାବାଳକକୁ ଏକ ମାସ ଧରି ବନ୍ଧକ ରଖି ଦୁ‌ଷ୍କର୍ମ କଲେ, ଗୁ‌ପ୍ତାଙ୍ଗରେ ପେଟ୍ରୋଲ ଢ଼ାଳିଲେ,…

ବିକାନେର : ରାଜସ୍ଥାନରେ ପୁଣିଥରେ ଏକ ଘଟଣା ମାନବିକତାକୁ ଲଜ୍ଜିତ କରିଛି । ବିକାନେର ଜିଲ୍ଲାର ବଜୁ ଅଞ୍ଚଳରେ ଚାରିଜଣ ଅସାମାଜିକ କ୍ରୁରତାର ସମସ୍ତ ସୀମା ଅତିକ୍ରମ କରିଛନ୍ତି । ପ୍ରଥମେ ଏହି ଚାରି ପଡ଼ୋଶୀ ଜଣେ ୧୫ ବର୍ଷର ନାବାଳକକୁ ଅପହରଣ କରି ନେଇଥିଲେ । ପରେ ତାଙ୍କୁ ଏକ ମାସ ଧରି ବନ୍ଧକ
Read More...

ବିବାଦୀୟ କୃଷି ଆଇନ କାର୍ଯ୍ୟକାରୀ ଉପରେ କୋର୍ଟ ନିଷେଧାଦେଶ ଜାରି କଲେ : ବିବାଦର ସମାଧାନ ପାଇଁ କମିଟି ଗଠିତ

ନୂଆଦିଲ୍ଲୀ : ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନରୁ ସୃଷ୍ଟି ହୋଇଥିବା ପରିସ୍ଥିତିର ସମାଧାନ ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ତିନିଟି ବିବାଦୀୟ ଆଇନର କାର୍ୟ୍ୟକାରିତାକୁ ନିଷେଧ କରିଛନ୍ତି ଏବଂ କୃଷକଙ୍କ ସନ୍ଦେହ ଓ ଅଭିଯୋଗ ଉପରେ ମଧ୍ୟ ବିଚାର କରିବେ । ଏକ ଉଚ୍ଚ ସ୍ତରୀୟ କମିଟି ଗଠନ
Read More...

ଯଦି ପାକିସ୍ତାନ ଆତଙ୍କ ସୃଷ୍ଟି କରେ, ତେବେ ଆମେ ଜବାବ ଦେବା ପାଇଁ ସ୍ଥାନ ବାଛିବୁ ଏବଂ ସମୟ ମଧ୍ୟ : ସେନା ମୁଖ୍ୟ

ନୂଆଦି‌ଲ୍ଲୀ : ଭାରତର ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେ ପାକିସ୍ତାନର ନିନ୍ଦନୀୟ ଆତଙ୍କୀ ଅଭ୍ୟାସ ସମ୍ପର୍କରେ ଭାରତର ନୀତିକୁ ପୁଣି ଥରେ ସ୍ପଷ୍ଟ କରିଛନ୍ତି । ମଙ୍ଗଳବାର ଦିନ ନରୱାଣେ କହିଛନ୍ତି ଯେ, ପାକିସ୍ତାନ କ୍ରମାଗତ ଭାବରେ ଏହାର ଦେଶ ନୀତି ଅନୁଯାୟୀ ଆତଙ୍କବାଦକୁ ପ୍ରୋତ୍ସାହିତ
Read More...

କୋଭିଡ ଟୀକାଦାନ ସଂପର୍କରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ପ୍ରଥମ ପର୍ଯ୍ୟାୟରେ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟୀକା ଦେବା ପାଇଁ ରାଜ୍ୟ ସରକାରମାନଙ୍କୁ କୌଣସି ଅର୍ଥ ଖର୍ଚ୍ଚ କରିବାକୁ ପଡିବ ନାହିଁ : ପ୍ରଧାନମନ୍ତ୍ରୀକୋ-ୱିନ ଡିଜିଟାଲ ପ୍ଲାଟଫର୍ମ ଟୀକାଦାନ କାର୍ଯ୍ୟକ୍ରମ ଓ ଟୀକା ନେବାର ଡିଜିଟାଲ ପ୍ରମାଣପତ୍ର ପ୍ରଦାନରେ ସହାୟତା
Read More...

ମହାରାଷ୍ଟ୍ର ହସ୍ପିଟାଲ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ସମ୍ପର୍କୀୟଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ଭଣ୍ଡାରାସ୍ଥିତ ହସ୍ପିଟାଲରେ ଘଟିଥିବା ଦୁଃଖଦ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଲେଖାଏଁ
Read More...

ଇଣ୍ଡୋନେସିଆ ବିମାନ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ, (ପିଆଇବି) : ଇଣ୍ଡୋନେସିଆ ବିମାନ ଦୁର୍ଘଟଣା ଜନିତ ମୃତାହତ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଇଣ୍ଡୋନେସିଆର ଏହି ଦୁର୍ଭାଗ୍ୟପୂର୍ଣ୍ଣ ବିମାନ ଦୁର୍ଘଟଣାରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ
Read More...

ଦେଶର ୭ ଟି ରାଜ୍ୟରେ ବାର୍ଡ ଫ୍ଲୁ : ରୋଗ ନିୟନ୍ତ୍ରଣ ପାଇଁ ଅ‌ଣ୍ଟା ଭିଡ଼ିଲା କେନ୍ଦ୍ର

ନୂଆଦିଲ୍ଲୀ : କରୋନା ମହାମାରୀର ବିପଦ ମଧ୍ୟରେ ଭାରତରେ ପକ୍ଷୀମାନଙ୍କ ଅସ୍ୱଭାବିକ ମୃତ୍ୟୁ ଆତଙ୍କ ସୃଷ୍ଟି କରିଛି । ଦେଶର ବିଭିନ୍ନ ରାଜ୍ୟରେ ବାର୍ଡ ଫ୍ଲୁ ମାମଲା ସୁନିଶ୍ଚିତ ହୋଇଥିଲା ଏବଂ ଅନେକ ରାଜ୍ୟରେ ବଣୁଆ ପକ୍ଷୀ, କାଉ ଏବଂ କୁକୁଡ଼ାଙ୍କ ମୃତ୍ୟୁର କାରଣ ଜଣାପଡୁଛି । ବାର୍ଡ ଫ୍ଲୁ
Read More...