Browsing Tag

news of india

ବିବାହ ନାମରେ ବଡ ପ୍ରତାରଣା : ପ୍ରାଥମିକ ବିଦ୍ୟାଳୟ ଶିକ୍ଷୟିତ୍ରୀଙ୍କୁ ତିନି ବର୍ଷ ଧରି ବଳାତ୍କାର ଅଭିଯୋଗ

ମେରଠ : ଜିଲ୍ଲାର ମୋଦୀପୁରାମର ପାଲ୍ଲାଭାପୁରମ୍ ଥାନାରେ ଜଣେ ଶିକ୍ଷୟିତ୍ରୀ ସୋମବାର ବିଳମ୍ବିତ ରାତିରେ ଯୁବକଙ୍କ ବିରୋଧରେ ବଳାତ୍କାର ଓ ହତ୍ୟା ଉଦ୍ୟମ ମାମଲା ଦାୟର କରିଛନ୍ତି । ଯୁବକ ଜଣକ ବିବାହର ବାହାନା କରି ତାଙ୍କୁ ତିନି ବର୍ଷ ଧରି ବଳାତ୍କାର କରୁଥିଲେ । ଅଭିଯୋଗ ହୋଇଛି ଯେ, ସେ ଅନେକ
Read More...

ଆଜି ଅଯୋଧ୍ୟାରେ ୧୨ ଲକ୍ଷ ଦୀପ ଜଳିବ, ସୃଷ୍ଟି ହେବ ବିଶ୍ୱ ରେକର୍ଡ : ପ୍ରସ୍ତୁତି ଶେଷ

ଅଯୋଧ୍ୟା : ଅଯୋଧ୍ୟାରେ ଆଲୋକ ଉତ୍ସବ ପାଇଁ ପ୍ରସ୍ତୁତି ଶେଷ ହୋଇଛି ଏବଂ ଆଜି ଛୋଟି ଦୀପାବଳି ଦିନ ଅଯୋଧ୍ୟାରେ ୧୨ ଲକ୍ଷ ଦୀପ ଜାଳିବାକୁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି । ଏହି ୧୨ ଲକ୍ଷ ଦୀପ ମଧ୍ୟରୁ ୯ ଲକ୍ଷ ୫୧ ହଜାର ଦୀପ ସାରଜୁ କୂଳରେ ରାମଙ୍କ ପାଖରେ ଜଳିବ । ଏକାସାଙ୍ଗରେ ଏତେ ସଂଖ୍ୟକ ଦୀପକୁ
Read More...

ଭୁବନେଶ୍ୱର – ଜୟପୁର ମଧ୍ୟରେ ପ୍ରଥମ ସିଧାସଳଖ ବିମାନ ଚଳାଚଳର ଶୁଭାରମ୍ଭ କଲେ ଜ୍ୟୋତିରାଦିତ୍ୟ ଏମ୍‍. ସିନ୍ଧିଆ

ନୂଆଦିଲ୍ଲୀ/ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ ଆଜି ଓଡିଶାର ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁର ମଧ୍ୟରେ ସିଧାସଳଖ ବିମାନ ଚଳାଚଳର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ
Read More...

ଜିଏସଟି କାର୍ଯ୍ୟକାରୀ ହେବା ପରଠାରୁ ଅକ୍ଟୋବର ୨୦୨୧ରେ ଦ୍ଵିତୀୟ ସର୍ବାଧିକ ପରିମାଣର ରାଜସ୍ୱ ସଂଗ୍ରହ

• ଅକ୍ଟୋବରରେ ମୋଟ ୧ ଲକ୍ଷ ୩୦ ହଜାର ୧୨୭ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ• ୨୦୨୧ ଅକ୍ଟୋବରରେ ସଂଗୃହିତ ଜିଏସଟି ରାଜସ୍ୱ ଗତ ବର୍ଷର ସମାନ ମାସ ତୁଳନାରେ ୨୪ ପ୍ରତିଶତ ଏବଂ ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ୩୬ ପ୍ରତିଶତ ଅଧିକ• ଓଡ଼ିଶାରେ ୪୯ ପ୍ରତିଶତ ଅଧିକ ଜିଏସଟି ରାଜସ୍ୱ ସଂଗୃହିତ
Read More...

ସାର ଅଭାବ ଗୁଜବକୁ ଖଣ୍ଡନ କଲେ କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ

 ସାର ଗଚ୍ଛିତ କରି ନକରିବା ଲାଗି ସମସ୍ତ ଚାଷୀମାନଙ୍କୁ କଲେ ନିବେଦନ କଳାବଜାର ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ପାଇଁ ଦେଲେ ଚେତାବନୀନୂଆଦିଲ୍ଲୀ, (ପିଆଇବି) : ଦେଶରେ ସାର ଅଭାବ ଜନିତ ଗୁଜବକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଡ. ମନସୁଖ ମାଣ୍ଡଭିୟ । ଏଭଳି ଦାବିକୁ
Read More...

ରାଜୋରୀର ଏଲ୍‌ଓସି ନିକଟରେ ବିସ୍ଫୋରଣ : ଜଣେ ଅଧିକାରୀଙ୍କ ସମେତ ଦୁଇଜଣ ସୈନିକ ସହିଦ

ଜମ୍ମୁ : ଶନିବାର ଦିନ ଜାମ୍ମୁ କାଶ୍ମୀରର ରାଜୋରୀ ଜିଲ୍ଲାର ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲ୍‌ଓସି) ନିକଟରେ ଏକ ଫରୱାର୍ଡ ପୋଷ୍ଟ ପାଖରେ ପାଟ୍ରୋଲିଂ ବେଳେ ବିସ୍ଫୋରଣ ଘଟିଥିବା ସମୟରେ ଜଣେ ଅଧିକାରୀଙ୍କ ସମେତ ଦୁଇଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଛି ବୋଲି ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି
Read More...

ପୋଲିସ୍ ଗାଡ଼ି ଉପରକୁ ଚଢ଼ି ନାଚିଲେ ଯୁବକ : ମାମଲା ଦର୍ଜ

ଚେନ୍ନାଇ : ତାମିଲନାଡୁର ରାମନାଥପୁରମ୍ ଜିଲ୍ଲାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କ କାର ଉପରେ କିଛି ଯୁବକ ନାଚୁଥିବା ଦେଖିବାକୁ ମିଳିଛି। କିନ୍ତୁ ବର୍ତ୍ତମାନ ଏହି ଯୁବକମାନଙ୍କୁ ଏହି ହରକତର ପରିଣାମ ଭୋଗିବାକୁ ହେବ, କାରଣ ଭିଡିଓ
Read More...

ଚିତ୍ତରଂଜନ ପାର୍କରେ ଚୋର : ଜଗୁଆଳିଙ୍କୁ ବନ୍ଧକ ରଖି ଏଟିଏମ୍‌ରୁ ଲୁଟି ନେଲେ ୧୮.୪୫ ଲକ୍ଷ

ନୂଆଦିଲ୍ଲୀ : ଚିତରଞ୍ଜନ ପାର୍କ ଅଞ୍ଚଳରେ କାରରେ ଆସିଥିବା ଲୁଟେରାମାନେ ଜଗୁଆଳିଙ୍କୁ ବନ୍ଧକ ରଖି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏଟିଏମରୁ ୧୮.୪୫ ଲକ୍ଷ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି । ଲୁଟେରାମାନେ ଏଟିଏମ ତଳେ ଥିବା ଟଙ୍କା କ୍ୟାବିନକୁ ଗ୍ୟାସ କଟର୍‌ ଦ୍ୱାରା କାଟି ଏହି
Read More...

ଦେଶବ୍ୟାପୀ ସଂପ୍ରସାରିତ ପିସିଭି ଟିକା ଉଦଘାଟିତ

• ସାର୍ବଜନୀନ ଟିକାକରଣ ଅଭିଯାନ ଅଧୀନରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖମାଣ୍ଡଭୀୟଙ୍କଦ୍ୱାରାଦେଶବ୍ୟାପୀ ସଂପ୍ରସାରିତ ନ୍ୟୁମୋକୋକାଲକଞ୍ଜୁମେଟଭ୍ୟାକସିନ (ପିସିଭି)ଆରମ୍ଭ• ପିସିଭି ଉପରେ ଯୋଗାଯୋଗ ପ୍ୟାକେଜ (ଆଇଇସି ସାମଗ୍ରୀ) ଜନସଚେତନତା ପାଇଁ ଜାରି• ପ୍ରଥମ ଥର ନିମନ୍ତେ
Read More...

ରେକର୍ଡ ପ୍ରଦର୍ଶନ ପାଇଁ ଏମ୍‌ସିଏଲକୁ ପ୍ରଶଂସା କଲେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ : କମ୍ପାନୀ ଦୈନିକ ୬ ଲକ୍ଷ ଟନର…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ରେଳ, କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ରାଓସାହେବ ପାଟିଲ ଦାନ୍‌ଭେ ଆଜି ମହାନଦୀ କୋଲ ଫିଲ୍ଡସ୍ ଲିମିଟେଡ୍ (ଏମସିଏଲ)ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ (ସିଏମଡି) ଏବଂ
Read More...