Browsing Tag

Newdelhi news

ଏପ୍ରିଲ ମାସରୁ ସମସ୍ତ ଟ୍ରେନ ଚାଲିବ : ରେଳ ମନ୍ତ୍ରଣାଳୟ

ନୂଆଦି‌ଲ୍ଲୀ : ଦେଶରେ କରୋନା ମହାମାରୀ ଯୋଗୁଁ ପାଖପାଖି ୧ ବର୍ଷ ହେବ ଅଧିକାଂଶ ଟ୍ରେନ କେନ୍ଦ୍ର ସରକାରଙ୍କ ପକ୍ଷରୁ ବନ୍ଦ କରାଯାଇଥିଲା । ଏବେ ପ୍ରାୟ ୬୫ ପ୍ରତିଶତ ପାସେଞ୍ଜର ଟ୍ରେନ୍ ଚାଲିଥିବା ବେଳେ ବର୍ତ୍ତମାନ ୩୦୦ରୁ ଅଧିକ ସ୍ପେଶାଲ ମେଲ/ଏକ୍ସପ୍ରେସ ଟ୍ରେନ୍ ଟ୍ରାକରେ ଗଡୁଛି ।
Read More...

ନୂଆ କୃଷି ଆଇନକୁ ବିରୋଧ କରି ଆସନ୍ତା୧୮ରେ ଚାଷୀଙ୍କ ଦେଶବ୍ୟାପୀ ରେଳରୋକ

ନୂଆଦି‌ଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଷୀଙ୍କ ଆନ୍ଦୋଳନକୁ ଅଢ଼େଇ ମାସ ବିତିଗଲାଣି । ତେବେ ଏହି ଅଢେଇ ମାସ ଭିତରେ ଚାଷୀମାନେ କେତେବେଳେ ଟ୍ରାକ୍ଟର ରାଲି କରି ତ ଆଉ କେତେବେଳେ ଚକାଜାମ୍ କରି କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବୀ କରି ଆସୁଥିବା ବେଳେ ଏବେ ପୁଣି
Read More...

ମାର୍ଚ୍ଚ ମାସ ସୁଦ୍ଧା ଆଉ ୧୧ଟି ରାଫେଲ ଯୁଦ୍ଧ ବିମାନ ଭାରତ ଆସିବ : ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିିଲ୍ଲୀ : ଭାରତକୁ ମାର୍ଚ୍ଚ ମାସ ସୁଦ୍ଧା ଆଉ ୧୧ଟି ରାଫେଲ ଯୁଦ୍ଧ ବିମାନ ଆସିବା ସହ ୨୦୨୨ ଏପ୍ରିଲ ମାସ ସୁଦ୍ଧା ଦେଶକୁ ଆଉ ୧୭ଟି ରାଫେଲ ଆସିବ ବୋଲି ସୋମବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାଜ୍ୟସଭାରେ ସୂଚନା ଦେଇଛନ୍ତି । ତେବେ ଭାରତକୁ ପ୍ରଥମ ପର୍ୟ୍ୟାୟରେ ୨୦୨୦ ଜୁଲାଇ ୨୯ରେ
Read More...

କରୋନା ପଜିଟିଭ୍ ହେଲେ ତାମିଲ ଫିଲ୍ମ ସୁପରଷ୍ଟାର ସୁର୍ଯ୍ୟା

ନୂଆଦିଲ୍ଲୀ : ତାମିଲ ଫିଲ୍ମ ସୁପରଷ୍ଟାର ସୁର୍ୟ୍ୟାଙ୍କ କୋଭିଡ ୧୯ ରିପୋର୍ଟ ପଜିଟିଭ୍ ଆସିଛି । ତେବେ ସେ ଟ୍ୱିଟ କରି ଲେଖିଛନ୍ତି ଯେ, 'ମେ କରୋନା ସେ ସଂକ୍ରମିତ୍ ହୁଁ ଔର ଇଲାଜ୍ କରା ରହା ହୁଁ । ହମ୍ ସଭି ମେହସୁସ୍ କରେଙ୍ଗେ କି ଜିନ୍ଦେଗୀ ଅଭି ସାମାନ୍ୟ ନେହି ହେ । ଡର୍ ସେ ହମ୍ ବେଠ୍ ନେହି
Read More...

କୃଷକ ଆନ୍ଦୋଳନକୁ ନେଇ ବୟାନ ଦେଳେ ସଲ୍‌ମାନ ଖାନ୍

ନୂଆଦିଲ୍ଲୀ : ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ସରକାରଙ୍କ ତରଫରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ସେଲିବ୍ରେଟିମାନେ ସୋସିଆଲ ମିଡିଆ ମାଧ୍ୟମରେ ବିଭିନ୍ନ ସମୟରେ ନିଜର ମତ ପ୍ରକାଶ କରୁଛନ୍ତି । ଏହି ଆନ୍ଦୋଳନ ଠିକ ବୋଲି କେହି କେହି ଖୋଲାଖୋଲି ଭାବେ କୃଷକମାନଙ୍କୁ ସମର୍ଥନ
Read More...

ନିର୍ବନ୍ଧ କଲେ ଷ୍ଟାର୍ କ୍ରିକେଟର୍ ରାହୁଲ୍ ତେୱାତିଆ

ନୂଆଦିଲ୍ଲୀ : ଆଇପିଏଲର ୧୩ ସଂସ୍କରଣରେ ନିଜର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ରାହୁଲ୍ ତେୱାତିଆ ନିର୍ବନ୍ଧ କରିଛନ୍ତି । ହରିୟାଣାର ଏହି ଷ୍ଟାର୍ ଅଲରାଉଣ୍ଡର ସୋଶାଲ ମିଡିଆରେ ଫଟୋ ଶେଆର୍ କରି ଏହାର ସୂଚନା ଦେଇଛନ୍ତି । ସେ ଏହି ଫଟୋ ଶେଆର୍ କରି ନିର୍ବନ୍ଧର ତାରିଖ
Read More...

କ୍ୟାନସର ରୋଗାକ୍ରାନ୍ତ ଶିଶୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀଙ୍କୁ

ନୂଆଦିଲ୍ଲୀ : ଜଣେ ଶିଶୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି କ୍ୟାନସର ଚିକିତ୍ସା ପାଇଁ ଅନୁରୋଧ କରିଛନ୍ତି । ଶିଖା ନାମକ ଏହି ଶିଶୁ ଜଣକ ଉତ୍ତର ପ୍ରଦେଶ ବାସିନ୍ଦା । ସେ ବ୍ଲଡ କ୍ୟାନସର ବା ରକ୍ତ କର୍କଟରେ ପୀଡିତ । ମୋଦିଙ୍କ ଉଦ୍ଦେଶ୍ୟରେ ଲେଖିଥିବା ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ,
Read More...

କୃଷକଙ୍କୁ ସମର୍ଥନ : ହଲିଉଡ୍ ସେଲିବ୍ରେଟି

ନୂଆଦିଲ୍ଲୀ : ଚାଷୀ ଆନ୍ଦୋଳନ ତେଜିବାରେ ଲାଗିଛି । ଜିଦରେ ଅଟଳ କୃଷକ ସଂଗଠନ । ଦେଶ ବାହାରେ ବି ଚାଷୀ ଆନ୍ଦୋଳନକୁ ନେଇ ଆରମ୍ଭ ହୋଇଛି ଆଲୋଚନା । ଚାଷୀଙ୍କ ସମର୍ଥନରେ ବାହାରିଛନ୍ତି ଗ୍ଲୋବାଲ୍ ସେଲିବ୍ରେଟି ।ପରିବେଶ ସୁରକ୍ଷା ପାଇଁ କାମ କରୁଥିବା ସମାଜସେବୀ ଲିସିପ୍ରିୟା କାଙ୍ଗଜୁଜାମ ଟ୍ୱିଟ
Read More...

ଅମିତ ଶାହଙ୍କୁ ଭେଟିଲେ ବସୁନ୍ଧରା ରାଜେ

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସୋମବାର ସନ୍ଧ୍ୟାରେ ଭେଟିଥିଲେ । ଦିଲ୍ଲୀସ୍ଥିତ ଗୃହମନ୍ତ୍ରୀଙ୍କ ଆବାସରେ ହୋଇଥିବା ଏହି ବୈଠକ ଅନୁନ୍ୟ ୧ ଘଣ୍ଟାକାଳ ଧରି ଚାଲିଥିଲା । ଯାହାକୁ ନେଇ ଏବେ ବିଜେପିରେ ଚର୍ଚ୍ଚା ଜୋର ଧରିଛି । ତେବେ
Read More...

ଆସିଲା ସିବିଏସ୍‌ଇ ବୋର୍ଡ ପରୀକ୍ଷା ସୂଚୀ

ନୂଆଦି‌ଲ୍ଲୀ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶ ଆଜି ସିବିଏସଇ ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷାର ସୂଚୀ ଘୋଷଣା କରିଛ‌ନ୍ତି । ତେବେ ଏହି ପରୀକ୍ଷା ମେ ୪ ତାରିଖରୁ ଆରମ୍ଭ ହେବ । ପରୀକ୍ଷା ସୂଚୀ ସିବିଏସଇ ଓ୍ବେବ୍ ସାଇଟ୍‌ରେ ଉପଲ‌ବ୍ଧ‌ ହେଉଛି । ଛାତ୍ରଛାତ୍ରୀ ମାନେ ସହଜରେ
Read More...