Browsing Tag

Newdelhi news

ଦର୍ଶକଙ୍କ ଅପେକ୍ଷାର ଅନ୍ତ : ରିଲିଜ୍‌ ହେଲା ଫିଲ୍ମ’ସନ୍ଦୀପ୍ ଔର ପିଙ୍କି ଫରାର’

ନୂଆଦିଲ୍ଲୀ : ଦର୍ଶକଙ୍କ ଅପେକ୍ଷାର ଅନ୍ତ ହେବା ପରେ ରିଲିଜ୍ ହୋଇଯାଇଛି ଫିଲ୍ମ'ସନ୍ଦୀପ୍ ଔର ପିଙ୍କି ଫରାର' । ଏଥିରେ ମୁଖ୍ୟ ଅଭିନୟ କରିଛ‌ନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଅଭିନତା ଅର୍ଜୁନ୍ କପୁର । ଦିବାକର୍ ବାନାର୍ଜୀ ଏହି ଫିଲ୍ମକୁ ଡିରେକ୍ଟ କରିଥିବା ବେଳେ,
Read More...

ଚାଲିଗଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରି‌ଷ୍ଠ ବିଜେପି ନେତା ଦିଲୀପ ଗାନ୍ଧୀ

ନୂଆଦିଲ୍ଲୀ : ଚାଲିଗଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରି‌ଷ୍ଠ ବିଜେପି ନେତା ଦିଲୀପ ଗାନ୍ଧୀ । ବୁଧବାର ସକାଳ ୩ ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି । ସେ କରୋନା ସଂକ୍ରମିତ ହୋଇଥିଲେ । ତାଙ୍କୁ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା । ମୃତ୍ୟୁ ବେଳକୁ ତା‌ଙ୍କୁ ୭୦
Read More...

କୃଷି ଆଇନକୁ ବିରୋଧ କରି ଆସ‌ନ୍ତା ମାର୍ଚ୍ଚ ୨୬ରେ ପୁଣି ଚାଷୀ‌ଙ୍କର ଭାରତ ବନ୍ଦ

ନୂଆଦି‌ଲ୍ଲୀ : ଦିଲ୍ଲୀ ସୀମାରେ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଥିବା ଚାଷୀ ମାର୍ଚ୍ଚ ୨୬ ତାରିଖରେ ୪ ମାସ ପୂରା ହେଉଥିବାରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ମିଳିତ କୃଷକ ମୋର୍ଚ୍ଚା ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ବନ୍ଦକୁ ଦେଶବ୍ୟାପୀ
Read More...

ବିବିସି ଇଣ୍ଡିଆନ ସ୍ପୋର୍ଟ୍ସ ଓମ୍ୟାନ ଅଫ ଦି ଇୟର ପୁରସ୍କାର ଜିତିଲେ କୋନେରୁ ହମ୍ପି

ନୂଆଦିଲ୍ଲୀ : ବିବିସି ଇଣ୍ଡିଆନ ସ୍ପୋର୍ଟ୍ସ ଓମ୍ୟାନ ଅଫ ଦି ଇୟର ପୁରସ୍କାର ଜିତିଛ‌ନ୍ତି ଭାରତର ଷ୍ଟାର ଚେସ୍ ଖେଳାଳି କୋନେରୁ ହମ୍ପି । ସେ ର‌୍ୟାପିଡ ଚେସ ଫର୍ମାଟରେ ବିଶ୍ୱ ଚାମ୍ପିୟନ ହୋଇଛନ୍ତି । ବିବିସି ମହାନିର୍ଦ୍ଦେଶକ ଟିମ୍ ଡେଭ୍ ଏଥିରେ ଅଧ୍ୟକ୍ଷତା କରିବା ସହ ଭର୍ଚୁଆଲ ଉତ୍ସବରେ
Read More...

ରିଲିଜ୍ ହେଲା ଫିଲ୍ମ’ସାଇନା’ର ଟିଜର

ନୂଆଦିଲ୍ଲୀ : 'ସାଇନା'ର ଅଫିସିଆଲ ଟିଜର୍ ଗୁରୁବାର ରିଲିଜ୍ ହୋଇଯାଇଛି । ଏହି ଫିଲ୍ମ ବ୍ୟାଡମିଣ୍ଟନ ଚାମ୍ପିୟନ୍ ସାଇନା ନେହୱାଲଙ୍କ ବାୟୋପିକ୍ ଅଟେ । ଟିଜରରେ ପରିଣୀତି ଚୋପ୍ରା ଏକଦମ୍ ସାଇନା ନେହୱାଲଙ୍କ ଲୁକରେ ନଜର ଆସୁଛନ୍ତି । ଫିଲ୍ମଟି ୨୬ ମାର୍ଚ୍ଚରେ ରିଲିଜ୍ ହେବାକୁ ଯାଉଛି ।
Read More...

ଲୋକସଭା ଟିଭି ଓ ରାଜ୍ୟସଭା ଟିଭିର ମିଶ୍ରଣ ହେଲା : ଆରମ୍ଭ ହେବ ସାଂସଦ ଟିଭି

ନୂଆଦିଲ୍ଲୀ : ଲୋକସଭା ଟିଭି ଓ ରାଜ୍ୟସଭା ଟିଭି ମିଶ୍ରଣ ହୋଇଥିବା ବେଳେ ନୂଆ କରି ସାଂସଦ ଟିଭି ଆରମ୍ଭ ହେବ ବୋଲି ମଙ୍ଗଳବାର ସୂଚନା ମିଳିଛି । ସୂଚନାନୁସାରେ, ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ରବି କପୁରଙ୍କୁ ସାଂସଦ ଟିଭିର ପ୍ରଥମ ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ଏକ ବର୍ଷ
Read More...

ପୋଷାକ କଳକାରଖାନାରେ ଭୟାବହ ଅଗ୍ନିକାଣ୍ଡ : ଜଣେ ମୃତ

ନୂଆଦିଲ୍ଲୀ : ଶନିବାର ସକାଳ ସମୟରେ ଦିଲ୍ଲୀର ପ୍ରତାପନଗରସ୍ଥିତ ଏକ ପୋଷାକ କଳକାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଖବର ପାଇବା ମାତ୍ରେ ଦମକଳ ବାହିନୀର ୨୮ଟି ଗାଡ଼ି ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୁବ ଚେଷ୍ଟା କରି ନିଆଁକୁ ଆୟତ୍ତ କରିଛନ୍ତି । ଏହାସହ ସେଠାରେ ଉଦ୍ଧାର
Read More...

ଆସାମ ପୁଲିସ ବିଭାଗରେ ଡିଏସ୍‌ପି ପଦରେ ନିଯୁକ୍ତି ପାଇଲେ ଦୌଡରାଣୀ ହିମା ଦାସ

ନୂଆଦି‌ଲ୍ଲୀ : ଦୌଡରାଣୀ ତଥା ଭାରତର ସୁନାଝିଅ ହିମା ଦାସ ଆସାମ ପୁଲିସ ବିଭାଗରେ ଡିଏସ୍‌ପି ପଦରେ ନିଯୁକ୍ତି ପାଇଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍‌ ଶୁକ୍ରବାର ହିମାଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଆସାମ ପୁଲିସ ବିଭାଗର ମହାନିର୍ଦେଶକ ତଥା ଅନ୍ୟ
Read More...

ଆସନ୍ତା ୨୭ ତାରିଖ ଠାରୁ ‘ଇଣ୍ଡିଆ ଟୟେ ଫେୟାର୍‍-୨୦୨୧’ : ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆସନ୍ତା ୨୭ ତାରିଖ (ଶନିବାର) ଠାରୁ ମାର୍ଚ୍ଚ ୨ ତାରିଖ ପର୍ୟ୍ୟନ୍ତ ଭାରତରେ 'ଇଣ୍ଡିଆ ଟୟେ ଫେୟାର୍‍- ୨୦୨୧' (ଭାରତୀୟ ଖେଳଣା ମେଳା-୨୦୨୧) ଆୟୋଜିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ଇଣ୍ଡିଆ ଟୟେ ଫେୟାର୍‍- ୨୦୨୧' (ଭାରତୀୟ ଖେଳଣା ମେଳା)କୁ ଶନିବାର ଦିନ ଭିଡ଼ିଓ
Read More...

ଆସ‌ନ୍ତା ୨୬ରେ ବ୍ୟବସାୟୀ ମହାସଂଘର ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ : ଆସ‌ନ୍ତା ୨୬ରେ ବ୍ୟବସାୟୀ ମହାସଂଘର ଭାରତ ବନ୍ଦ ଡାକରା । ଜିଏସଟି ଆଇନରେ ଜଟିଳତା ଓ ଅନଲାଇନ ବ୍ୟବସାୟ ବିରୋଧରେ ଏହି ବନ୍ଦ ଡାକରା ଦେଇଛି ବ୍ୟବସାୟୀ ମହାସଂଘ । ବ୍ୟବସାୟୀ ମହାସଂଘର ଧର୍ମଘଟ ଡାକରାକୁ ସମର୍ଥନ କରିବ ଓଡ଼ିଶା ବ୍ୟବସାୟୀ ମହାସଂଘ । ଫଳରେ ଆସନ୍ତା ଶୁକ୍ରବାର
Read More...