Browsing Tag

Newdelhi news

ଭାରତୀୟ ବାୟୁସେନା ମିଗ୍-୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ : ପାଇଲଟ ଅଭିନବ ଚୌଧୁରୀ ମୃତ

ନୂଆଦିଲ୍ଲୀ : ଗତକାଲି ବିଳମ୍ବିତ ରାତିରେ ଭାରତୀୟ ବାୟୁସେନା ମିଗ୍-୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ପାଇଲଟ ଅଭିନବ ଚୌଧୁରୀଙ୍କ ମୃତ ହୋଇଛି । ଏନେଇ ଭାରତୀୟ ବାୟୁସେନା ଟ୍ୱିଟ କରି ସୂଚନା ଦେଇଛି । ବିମାନଟି ରୁଟିନ୍ ଟ୍ରେନିଂରେ ଉଡାଣ କରିଥିଲେ । ହେଲେ କିଛି ସମୟେ ପରେ ପଞ୍ଜାବର
Read More...

ଦେଶରେ ଗତ ୨୪ ଘଂଟାରେ ୨ଲକ୍ଷ ୫୯ ହଜାର ୫୯୧ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଂଟାରେ ୨ଲକ୍ଷ ୫୯ ହଜାର ୫୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪ ହଜାର ୨୦୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଦିନରେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୫୭ ହଜାର ୨୯୫ଜଣ । ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୨କୋଟି ୬୦ ଲକ୍ଷ ୩୧ ହଜାର ୯୯୧ ଜଣ । ସେଥିରୁ ସୁସ୍ଥ
Read More...

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ସଂଖ୍ୟକ ୪,୫୨୯ ମୃତ୍ୟୁ : ୨,୬୭,୩୩୪ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ : କାଭିଡ -୧୯ ଭାରତରେ ହଇଚଇ ସୃଷ୍ଟି କରିଛି । କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ଘଟିଥିବା ବେଳେ ମୃତ୍ୟୁ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ କରୋନା ଯୋଗୁଁ ୪୫୨୯ ଜଣଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି ଯେ, ଗୋଟିଏ
Read More...

ଆଗକୁ ଆସୁଛି ବେଟେରୀ ଚାର୍ଜ ଶସ୍ତା କାର

ନୂଆଦିଲ୍ଲୀ : ମାତ୍ର ୫ଲକ୍ଷ ଟଙ୍କାରେ କାର୍ ଭାରତୀୟ ବଜାରରେ ସୁଲଭ ଦରରେ ଉପଲବ୍ଧ ହେବ । ଆଉ ଭାରତୀୟ ସଡକ ପଥରେ ବହୁ ସଂଖ୍ୟାରେ ଚାଲିବ ଇଲେକ୍ଟ୍ରି ଚାର୍ଜର ଏକ ନୂଆ ଧରଣର କାର୍‌ । ତେବେ ଭାରତରେ ଲଞ୍ଚ ହେବାକୁ ଯାଉଛି, ସବୁଠୁ ଶସ୍ତା ଇଲେକ୍ଟ୍ରିକ ଚାର୍ଜ କାର୍ । ଏହା ଅନ୍ୟ କାର୍ ଠାରୁ
Read More...

ଦେଶରେ ଗତ ୨୪ ଘଣ୍ଟାରେ ୨ଲକ୍ଷ ୬୩ହଜାର ୫୩୩ ନୂଆ ଆକ୍ରାନ୍ତ ଚିହ୍ନଟ : ୪ହଜାର ୩୨୯ ମୃତ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୨ଲକ୍ଷ ୬୩ହଜାର ୫୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ହଜାର ୩୨୯ ସଂକ୍ରମିତ ପ୍ରାଣ ହରାଇଛନ୍ତି । ସାରା ଦେଶରୁ ୪ଲକ୍ଷ ୨୨ହଜାର ୪୩୬ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ଦେଶରେ ସୁସ୍ଥଙ୍କ ସଂଖ୍ୟା ୨କୋଟି ୧୫ଲକ୍ଷ ୯୬ହଜାରକୁ
Read More...

ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୨୬,୦୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ : ୩,୮୯୦ ମୃତ

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୨୬,୦୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩,୮୯୦ଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨,୪୩,୭୨,୯୦୭ ଓ ମୃତ୍ୟୁସଂଖ୍ୟା ୨,୬୬,୨୦୭ରେ ପହଞ୍ଚିଛି । ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୩,୫୩,୨୯୯
Read More...

ଦେଶରେ ୨୪ ଘଂଟା ମଧ୍ୟରେ ୩,୪୩,୧୪୪ ନୂଆ ଆକ୍ରାନ୍ତ ଚିହ୍ନଟ, ୪,୦୦୦ ମୃତ

ନୂଆଦିଲ୍ଳୀ : ଦେଶରେ ଦିନକୁଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେବେ ୨୪ ଘଂଟାରେ ୩ ଲକ୍ଷ ୪୩ ହଜାର ୧୪୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ହଜାର ଲୋକ ପ୍ରାଣ ହରାଇଛନ୍ତି । ସେହିଭଳି ଗତ ୨୪ ଘଂଟା ମଧ୍ୟରେ ୩,୪୪,୭୭୬
Read More...

ସିଭିଲ୍‌ ସର୍ଭିସ୍‌ ପ୍ରିଲିମିନାରୀ ପରୀକ୍ଷା ଘୁଞ୍ଚିଲା

ନୂଆଦିଲ୍ଲୀ : କରୋନା ସ୍ଥିତିକୁ ଦୃଷ୍ଟିରେ ସିଭିଲ୍‌ ସର୍ଭିସ୍‌ ପ୍ରିଲିମିନାରୀ ପରୀକ୍ଷା ଘୁଞ୍ଚାଯାଇଛି । ତେବେ ୟୁପିଏସ୍‌ସି ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ପୂର୍ବରୁ ସିଭିଲ୍‌ ସର୍ଭିସ୍‌ ପ୍ରିଲିମିନାରୀ ପରୀକ୍ଷା ଆସନ୍ତା ମାସ ଜୁନ୍ ୨୭ ହେବାର ଥିଲା । ଏବେ ଏହାକୁ ଅକ୍ଟୋବର ୧୦କୁ
Read More...

ଦେଶରେ ୩ ଲକ୍ଷ ୨୯ ହଜାର ୯୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ୧୪ ଦିନ ପରେ ଦେଶରେ କମିଲା କରୋନା ସଂକ୍ରମଣ । ଗତ ୨୪ ଘଂଟା ଭିତରେ ଦେଶରେ ୩ ଲକ୍ଷ ୨୯ ହଜାର ୯୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗୋଟିଏ ଦିନରେ ମୋଟ୍ ୧୮ ଲକ୍ଷ ୫୦ ହଜାର ୧୧୦ଟି ନମୂନା ପରୀକ୍ଷା ହୋଇଥିଲା । ଅର୍ଥାତ ଗତ ୨୪ ଘଂଟାରେ ଟେଷ୍ଟ ପଜିଟିଭିଟି ରେଟ
Read More...

କରୋନା ଟୀକା ନେଲେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ

ନୂଆଦିଲ୍ଲୀ : କରୋନା ଟୀକା ନେଲେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି । ସେ ପ୍ରଥମ ଡୋଜ୍ ଟୀକା ନେଇଛନ୍ତି । ଏନେଇ ନିଜେ ସୋସିଆଲ୍ ମିଡିଆରେ ଟୀକା ନେଉଥିବା ସମୟର ଫଟୋ ସେୟାର କରି ଅନ୍ୟମାନଙ୍କୁ ଟୀକା ନେବାକୁ ଅନୁରୋଧ କରିଛନ୍ତି ବିରାଟ କୋହଲି । ସେହିପରି ଆଜି ଫାଷ୍ଟ ବୋଲର ଇଶାନ୍ତ ଶର୍ମା
Read More...