ବର୍ତ୍ତମାନ ରୁଷିଆର ଟିକା ସ୍ପୁଟ୍ନିକ୍ ଭି ମଧ୍ୟ ତିଆରି କରିବ ସେରମ୍ ଇନଷ୍ଟିଚ୍ୟୁଟ୍ : ଡ଼ିସିଜିଆଇର ଅନୁମୋଦନ
ନୂଆଦିଲ୍ଲୀ : ନିର୍ଦ୍ଦିଷ୍ଟ ସର୍ତ୍ତଗୁଡିକ ସହିତ ଅଧ୍ୟୟନ, ପରୀକ୍ଷଣ ଏବଂ ବିଶ୍ଳେଷଣ ପାଇଁ ଭାରତରେ ଆଣ୍ଟି-କୋଭିଡ଼-୧୯ ଟିକା ସ୍ପୁଟନିକ୍ ଭି ଉତ୍ପାଦନ ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ)କୁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡ଼ିସିଜିଆଇ) ଅନୁମୋଦନ ଦେଇଛି ।!-->…
Read More...
Read More...