Browsing Tag

Newdelhi news

ଟିକସ ସହ ଜଡ଼ିତ ସୂଚନା ବିନିମୟ ଓ ସଂଗ୍ରହରେ ସହାୟତା ପାଇଁ ଭାରତ ଏବଂ ସେଣ୍ଟ ଭିନସେଣ୍ଟ ଓ ଗ୍ରେନେଡାଇନ୍ସ ମଧ୍ୟରେ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଟିକସ ସହ ଜଡ଼ିତ ସୂଚନା ବିନିମୟ ଓ ସଂଗ୍ରହରେ ସହାୟତା ପାଇଁ ଭାରତ ଏବଂ ସେଣ୍ଟ ଭିନସେଣ୍ଟ ଓ ଗ୍ରେନେଡାଇନ୍ସ ମଧ୍ୟରେ ରାଜିନାମାକୁ ଅନୁମୋଦନ କରାଯାଇଛି ।
Read More...

କରୋନାର ତୃତୀୟ ତରଙ୍ଗ ଦ୍ୱିତୀୟ ଅପେକ୍ଷା କେତେ ଭୟଙ୍କର ହେବ… ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କ’ଣ…

ନୂଆଦିଲ୍ଲୀ : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ବୁଧବାର କହିଛନ୍ତି ଯେ, ଯଦି ପ୍ରଭାବଶାଳୀ ରଣନୀତି ଏବଂ ଉପଯୁକ୍ତ କଟକଣା ପାଳନ କରାଯାଏ, ତେବେ ତୃତୀୟ ତରଙ୍ଗରେ ମାମଲା ସ୍ୱାସ୍ଥ୍ୟ ବ୍ୟବସ୍ଥା ଚାପରେ ପଡ଼ିବା ଭଳି ଭୟଙ୍କର ରୂପ ନେବନାହିଁ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ
Read More...

ଜାମ୍ମୁ କାଶ୍ମୀରର ୧୪ ନେତା ଆଜି ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବେ, ଧାରା ୩୭୦ ରଦ୍ଦ ହେବା ପରେ ପ୍ରଥମ ଥର ପାଇଁ ଏତେ…

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରେ ଧାରା ୩୭୦ ରଦ୍ଦ ହେବା ପରେ ଆଜି ପ୍ରଥମ ଥର ପାଇଁ କେନ୍ଦ୍ରର ରାଜନୈତିକ ଦଳର ନେତା ଏବଂ ଜାମ୍ମୁ କାଶ୍ମୀରର ନେତାଙ୍କ ମଧ୍ୟରେ ଆଲୋଚନା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମରେ ଜାମ୍ମୁ କାଶ୍ମୀରର ଚାରିଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୪
Read More...

କୃଷି ଆଇନ ଉପରେ କୃଷକଙ୍କ ସହ ଆଲୋଚନା ସମ୍ପର୍କରେ କୃଷି ମନ୍ତ୍ରୀଙ୍କ ବଡ ବିବୃତ୍ତି : ମଧ୍ୟରାତ୍ରିରେ ବି କଥା ହେବାକୁ…

ନୂଆଦିଲ୍ଲୀ : କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ଏକ ବଡ ବିବୃତ୍ତି ସରକାର ଏବଂ କୃଷକଙ୍କ ମଧ୍ୟରେ କୃଷି ଆଇନ ସମ୍ପର୍କରେ ସାମ୍‌ନାକୁ ଆସିଛି । ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, ଯଦି କୌଣସି କୃଷକ ସଂଗଠନ ମଧ୍ୟରାତ୍ରିରେ ମଧ୍ୟ କୃଷି ଆଇନ ଉପରେ ଆଲୋଚନା କରିବାକୁ
Read More...

କରୋନାର ତୃତୀୟ ତରଙ୍ଗ ଦ୍ୱାରା ଅଧିକ ପିଲା ଆକ୍ରାନ୍ତ ହେବେ କି : ଆସନ୍ତୁ ଜାଣିବା ଏମ୍‌ସ୍‌ର ସେରୋ ସର୍ଭେର ତଥ୍ୟ

ନୂଆଦିଲ୍ଲୀ : ଦେଶର ରାଜଧାନୀରେ ଅବସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍‌ସ୍‌)ର ନେତୃତ୍ୱରେ ଦେଶର ୫ଟି ଡାକ୍ତରଖାନା ଦ୍ୱାରା କରାଯାଇଥିବା ସେରୋ ସର୍ଭେର ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଆସିଛି । ଏହି ରିପୋର୍ଟରେ ଏହା ସାମ୍ନାକୁ ଆସିଛି ଯେ, କରୋନାର ଦ୍ୱିତୀୟ
Read More...

ଦେଶରେ ୨୪ ଘଣ୍ଟାରେ ମଧ୍ୟରେ ୬୭୨୦୮ ଆକ୍ରାନ୍ତ ଚିହ୍ନଟ : ୨୩୩୦ ମୃତ

ନୂଆଦିଲ୍ଲୀ : ଦେଶରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୪ ଘଣ୍ଟାରେ ୬୭୨୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୨୩୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୨୩୩୦ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ
Read More...

ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଖୋଲିଲା ଐତିହ୍ୟ ସ୍ଥଳୀ ତାଜମହଲ

ନୂଆଦିଲ୍ଲୀ : ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଖୋଲୁଛି ଐତିହ୍ୟ ସ୍ଥଳୀ ତାଜମହଲ । ତାଜମହଲରେ ପର୍ଯ୍ୟଟକଙ୍କ ପ୍ରବେଶ ପୁଣି ମିଳିଲା ଅନୁମତି । ଏ ନେଇ ଆଗ୍ରା ଏଏସ୍‌ଆଇ ମଙ୍ଗଳବାର ସୂଚନା ଦେଇଥିଲେ । ପର୍ଯ୍ୟଟକଙ୍କ ଲାଗି ସ୍ୱତନ୍ତ୍ର କୋଭିଡ୍‌ ପ୍ରୋଟୋକଲ୍‌ ରହିଛି । ନିର୍ଦ୍ଦେଶାବଳୀ ଅନୁଯାୟୀ
Read More...

ଦେଶରେ କରୋନା ସକ୍ରିୟ ମାମଲା ୯ ଲକ୍ଷରୁ କମ୍ : ଗତ ୨୪ ଘଣ୍ଟା ମଧ୍ୟରେ ୬୨୨୨୪ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ତରଙ୍ଗ ବର୍ତ୍ତମାନ ନିମ୍ନଗାମୀ ହେବାରେ ଲାଗିଛି । ସଂକ୍ରମଣ ହାର ବହୁ ପରିମାଣରେ ନିୟନ୍ତ୍ରଣରେ ଥିବା ପରି ମନେ ହେଉଛି । ଏହି କାରଣରୁ ନୂତନ ରୋଗୀ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି । ଏହା ସହିତ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ
Read More...

ଆଜି ବିଶ୍ୱ ପବନ ଦିବସ

ନୂଆଦିଲ୍ଲୀ : ଆଜି ବିଶ୍ୱ ପବନ ଦିବସ । ୨୦୦୭ ଜୁନ୍‌ ୧୫ ତାରିଖ ଦିନ ସାରା ବିଶ୍ୱରେ ପବନ ଦିବସ ପାଳନ ଆରମ୍ଭ ହୋଇଥିଲା । ଜାତିସଂଘର ସଦସ୍ୟ ରାଷ୍ଟ୍ରମାନେ ବିଶ୍ୱ ପବନ ଦିବସ ପାଳନ କରି ଆସୁଛନ୍ତି । ମୁଖ୍ୟତଃ ବିଶ୍ୱ ପବନ ଦିବସରେ ପବନର ଶକ୍ତି, ସାମର୍ଥ୍ୟ ଓ ସମ୍ଭାବନା ସଂପର୍କରେ ସୂଚନା
Read More...

ଦେଶରେ ୨୪ ଘଣ୍ଟା ମଧ୍ୟରେ ୬୦୪୭୧ ନୂତନ କରୋନା ମାମଲା, ସଂକ୍ରମଣ ହାର ୩.୫% ତଳେ, ସୁସ୍ଥତା ହାର ବୃଦ୍ଧି ପାଇଲା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ତରଙ୍ଗ ପ୍ରାୟ ସରି ଆସୁଛି । ସଂକ୍ରମଣ ହାର କ୍ରମାଗତ ଭାବେ ହ୍ରାସ ପାଉଛି ଏବଂ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବା ସହିତ ଦେଶରେ କରୋନା ସକ୍ରିୟ ମାମଲା ମଧ୍ୟ କ୍ରମାଗତ ଭାବେ ହ୍ରାସ ଘଟୁଛି । କେନ୍ଦ୍ର
Read More...