ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦଳର ଦୁଇ କ୍ରିକେଟ ଖେଳାଳି କୋଭିଡ ପଜିଟିଭ
ନୂଆଦିଲ୍ଲୀ : ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦଳର ଦୁଇ ଖେଳାଳି କୋଭିଡ -୧୯ ପଜିଟିଭ୍ ଥିବା ଜଣାପଡ଼ିଛି । ଭାରତୀୟ କ୍ରିକେଟ ଖେଳାଳି ନ୍ୟୁଜଲ୍ୟାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ର ଫାଇନାଲ ଖେଳିବା ପରେ ୨୦ ଦିନ ବିରତିରେ ଥିଲେ ଏବଂ ଇଂଲଣ୍ଡ ଗସ୍ତରେ ଯାଉଥିଲେ । ଗୁରୁବାର ଦିନ!-->…
Read More...
Read More...