Browsing Tag

newd of india

୨ଟି ମୁଣ୍ଡ ଏବଂ ୩ ହାତ ଥିବା ଏକ ଅନନ୍ୟ ସନ୍ତାନକୁ ଜନ୍ମ ଦେଲେ ମହିଳା

ରତ୍‌ଲାମ୍‌(ମଧ୍ୟପ୍ରଦେଶ) : ମଧ୍ୟପ୍ରଦେଶର ରତ୍‌ଲାମ୍‌ ଜିଲ୍ଲା ହସ୍ପିଟାଲରେ ଏକ ଅନନ୍ୟ ଶିଶୁ ଜନ୍ମ ନେଇଛି । ଏଠାରେ ଜଣେ ମହିଳା ଦୁଇ ମୁଣ୍ଡ ଏବଂ ତିନି ହାତ ଥିବା ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି । ସୋନୋଗ୍ରାଫିରେ ଏହି ଶିଶୁଟି ଯାଆଁଳା ଶିଶୁ ପରି ଦେଖାଯାଉଥିଲା । ଶିଶୁର ଉତ୍ତମ ଯତ୍ନ ନେବା
Read More...