Browsing Tag

nayagada news

୭ମ ରାଜ୍ୟସ୍ତରୀୟ ମହେନ୍ଦ୍ର ସ୍ୱାଇଁ ମେମୋରିଆଲ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ : କଟକ ବିଡାନାସୀ ବିଜୟୀ

ନୟାଗଡ, (କେପିଏନ୍‌ଏସ୍‌) : ନୟାଗଡ ଜିଲ୍ଲା ଖଣ୍ଡପଡା ସହରର ମଧୁବନ ମିନି ଷ୍ଟାଡିୟମ ପରିସରରେ ଖଣ୍ଡପଡ଼ା ସ୍ପୋର୍ଟସ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ୭ମ ରାଜ୍ୟସ୍ତରୀୟ ମହେନ୍ଦ୍ର ସ୍ୱାଇଁ ମେମୋରିଆଲ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଅପରାହ୍ନରେ ଉଦଘାଟିତ ହୋଇଯାଇଛି । ଖଣ୍ଡପଡା ବିଧାୟକ ଇଂ
Read More...

ଖଳିସାହି ଗ୍ରାମର ସୁନା ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ ଅଭିଯୋଗ

ନୟାଗଡ, (କେପିଏନ୍‌ଏସ୍‌) : ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅଧୀନସ୍ଥ ଖଳିସାହି ବଜାରର ବିଶିଷ୍ଟ ସୁନା ଅଳଙ୍କାର ବ୍ୟବସାୟୀ ବିଜୟ କୁମାର ପୃଷ୍ଟିଙ୍କ ଘରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନାଗହଣା ଓ ଟଙ୍କା ଦୁବୃର୍ତ୍ତମାନେ ଲୁଟ କରି ନେଇଥିବା ଅଭିଯୋଗ ହୋଇଛି । ବୁଧବାର ବିଳମ୍ବିତ ରାତିରେ
Read More...

ଜଙ୍ଗଲ ଜମିରେ କଲ୍ୟାଣମଣ୍ଡପ ଓ କ୍ରୀଡାଙ୍ଗନ ନିର୍ମାଣକୁ ବଳଭଦ୍ର ପ୍ରସାଦ ପଞ୍ଚାୟତବାସୀଙ୍କ ବିରୋଧ

ନୟାଗଡ, (କେପିଏନ୍‌ଏସ୍‌) : ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅଧୀନସ୍ଥ ବଳଭଦ୍ର ପ୍ରସାଦ ପଞ୍ଚାୟତବାସୀ ଜଙ୍ଗଲ କିସମ ଜମିରେ ନିର୍ମାଣାଧୀନ ନୂତନ କଲ୍ୟାଣମଣ୍ଡପ ଓ କ୍ରୀଡାଙ୍ଗନ କାର୍ଯ୍ୟକୁ ତୀବ୍ର ବିରୋଧ କରି ଆସୁଥିବା ଜଣାଯାଇଛି । ତେବେ ବାରମ୍ବାର ଏ ସଂର୍ପକରେ ପ୍ରଶାସନର ଦୃଷ୍ଟି ଆକର୍ଷଣ
Read More...

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ସାମିଲ ହେଲା ବନମାଳିପୁର

ନୟାଗଡ, (କେପିଏନ୍‌ଏସ୍‌) : ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବନମାଳିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ସାମିଲ୍ ହେବା ପରେ ଖଣ୍ଡପଡ଼ାର ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ କର କମଳରେ ବୁଧବାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି ।
Read More...

ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ବନ୍ଧୁମିଳନ କାର୍ଯ୍ୟକ୍ରମ

ନୟାଗଡ଼, (କେପିଏନ୍‌ଏସ୍‌) : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସହରାଞ୍ଚଳର ଆରାଧ୍ୟ ମା’ ଉମାଦେବୀଙ୍କ ପୀଠ ପରିସରରେ ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ନବବର୍ଷ ଅବସରରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ
Read More...

ନୟାଗଡ ଜିଲ୍ଲା ସଦର ମହକୁମାରେ ମେଡିକାଲ ମହାବିଦ୍ୟାଳୟ ପ୍ରତିଷ୍ଠା ଦାବି

ନୟାଗଡ, (କେପିଏନ୍‌ଏସ୍‌) : ନୟାଗଡ ଜିଲ୍ଲା ସଦର ମହକୁମାରେ ମେଡିକାଲ ମହାବିଦ୍ୟାଳୟ ପ୍ରତିଷ୍ଠା ନେଇ ସାଧାରଣରେ ଦାବି ଜୋର ଧରିଥିବା ବେଳେ ଏ ପରିପ୍ରେକ୍ଷୀରେ ଖଣ୍ଡପଡ଼ା ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି, ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ନେଇ ଏକ ସମାବେଶ
Read More...

ସ୍ୱାମୀକୁ ହତ୍ୟା ଅଭିଯୋଗରେ ଖଣ୍ଡପଡ଼ା ଥାନାରେ ସ୍ତ୍ରୀ ଅଟକ

ନୟାଗଡ଼, (କେପିଏନ୍‌ଏସ୍‌) : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅଧିନସ୍ଥ ଖଳିସାହି ପଞ୍ଚାୟତର ବାସୁଦେବପୁର ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ରକରି ଅତି ଅମାନୁଷିକ ଭାବେ ସ୍ତ୍ରୀ, ସ୍ୱାମୀକୁ ହତ୍ୟା କରିଥିବା ନେଇ ଖଣ୍ଡପଡ଼ା ଥାନାରେ ଶନିବାର ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ଏକ
Read More...

ଖଣ୍ଡପଡ଼ା ଅଞ୍ଚଳରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଓ ଭସାଣି ଉତ୍ସବ ସମ୍ପନ୍ନ

ନୟାଗଡ଼, (କେପିଏନ୍‌ଏସ୍‌) : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସହରର ୬ଟି ପୂଜାମଣ୍ଡପ ସମେତ ଆଖପାଖ ଅଞ୍ଚଳର ପୂଜାମଣ୍ଡପରେ ମା'ଲକ୍ଷ୍ମୀଙ୍କ ମୃଣ୍ମୟୀମୂର୍ତ୍ତି ଗତ ସୋମବାର ସନ୍ଧ୍ୟାଯରଯୁ ପୂଜା ପାଇଁ ଆସୁଥିବା ବେଳେ ପ୍ରତିକୂଳ ପାଗ ସତ୍ୱେ ପୂଜାମଣ୍ଡପ ଗୁଡିକରେ ମା'ଙ୍କ ଆରାଧନା ଓ ପୂଜାପାଠ
Read More...

ନୟାଗଡ଼ ମେଡିକାଲରେ ମହିଳାଙ୍କ ମୃତ୍ୟୁ ନେଇ ଉତ୍ତେଜନା : ପୋଲିସ ଫୋର୍ସ ମୁତୟନ

ନୟାଗଡ଼ : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା । ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଯାହା ପରେ ଏହି ଘଟଣାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାପା ଉତ୍ତେଜନା ଦେଖାଯାଇଛି । ଖବର ଅନୁଯାୟୀ, ନୟାଗଡ଼ ବାଲୁଗାଁ ଗ୍ରାମର ସଞ୍ଜୟ କୁମାର ନାୟକଙ୍କ
Read More...

ଖଣ୍ଡପଡ଼ାରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ନୟାଗଡ, (କେପିଏନ୍‌ଏସ୍‌) : ନୟାଗଡ ଜିଲ୍ଲା ଖଣ୍ଡପଡା ସହରର ଜଗନ୍ନାଥ କଲ୍ୟାଣ ମଣ୍ଡପ ପରିସରରେ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି । ଖଣ୍ଡପଡ଼ା ସାମ୍ବାଦିକ ସଂଘର ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ କଟକ ଅର୍ବାନ ହସ୍ପିଟାଲର ସୁନାମ ଧନ୍ୟ
Read More...