Browsing Tag

nayagad news

ପହିଲି ରଜରେ ରକ୍ତପାତ : ସାମାନ୍ୟ ବଚସାରୁ ଗଡ଼ିଲା ମୁଣ୍ଡ

ନୟାଗଡ : ରଜରେ ସବୁଠି ଉତ୍ସାହ-ଆନନ୍ଦ । ସମସ୍ତେ ଏହି ଗଣପର୍ବକୁ ଧୁିମ୍‌ଧାମ୍‌ରେ ପାଳନ କରୁଛନ୍ତି । ହେଲେ ପହିଲି ରଜରେ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ସାମାନ୍ୟ ବଚସାରୁ ରକ୍ତପାତ ହୋଇଛି । ଛୁରାମାଡ଼ରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା ମିଳିଥିବା
Read More...

ଖଣ୍ଡପଡ଼ାରେ କାର୍ଯ୍ୟକାରୀ ହେଲାନି ଆମ୍ବ ଆକୃତି ଭେଣ୍ଡିଂଜୋନ୍

ନୟାଗଡ, (କେପିଏନ୍‌ଏସ୍‌) : ନୟାଗଡ ଜିଲ୍ଲା ଖଣ୍ଡପଡା ସୁନାମୁହିଁ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସମାଗମକୁ ଦୃଷ୍ଟିରେ ରଖି ଏକ ଆମ୍ବ ଆକୃତିର ଭେଣ୍ଡିଂଜୋନ ନିର୍ମାଣ କରାଯାଇଥିଲା । ଉକ୍ତ ଭେଣ୍ଡିଂଜୋନ ନିର୍ମାଣ ବାବଦରେ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଦ୍ୱାରା ବିଭିନ୍ନ ପର୍ଯ୍ୟାୟରେ ୨୮ଲକ୍ଷ
Read More...

ଘରୁ ଫରେଷ୍ଟରଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର : ପୁଲିସର ସନ୍ଦେହ ଘେରରେ ପତ୍ନୀ

ନୟାଗଡ଼ : ନୟାଗଡ଼ରେ ଚାଞ୍ଚଲ୍ୟ । ଘର ଭିତରୁ ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ମୃତ ଫରେଷ୍ଟର ବାରମାସୀ ଦଣ୍ଡା ଅଞ୍ଚଳର ଶିଶିର ସାହୁ ବୋଲି ଜଣାପଡିଛି । ତେବେ ନିଆଁ ଲାଗିବାର କାରଣ ଜଣାପଡିନାହିଁ । ଏହା ପଛରେ ରହସ୍ୟ ଲୁଚି ରହିଥିବା ସନ୍ଦେହ କରାଯାଉଛି । ନିଆଁରେ ପୋଡ଼ି
Read More...

ରଣପୁର ଆକାଶରେ ଉଡିଲା ଡ୍ରୋନ୍ : ଲୋକେ ଛାନିଆ

ନୟାଗଡ଼ : ଭାରତ ପାକିସ୍ତାନର ଆତଙ୍କବାଦୀଙ୍କ ଅଡ୍ଡା ଉପରେ ଆକ୍ରମଣ କରି ଧ୍ୱଂସ କରିଛି । ପାକିସ୍ତାନ ପାଲଟା ଆକ୍ରମଣ କରିବାରୁ ଭାରତ ମଧ୍ୟ ଧୂଳି ଚଟାଇଛି । ଏହି ଯୁଦ୍ଧ ପରିସ୍ଥିତିରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅଞ୍ଚଳ ଆକାଶରେ ଶୁକ୍ରବାର ରାତିରେ ଏକ ଡ୍ରୋନ୍‌ ଉଡ଼ୁଥିବା କେତେକ ଦେଖିଥିବା
Read More...

ଗାଁ ପୋଖରୀରୁ ମିଳିଲା ଶିଶୁର ମୃତଦେହ

ନୟାଗଡ : ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା କିଆଝର ଗାଁର ଲକ୍ଷ୍ମଣ ଲେଙ୍କାଙ୍କ ୬ ବର୍ଷର ଭିନ୍ନକ୍ଷମ ଶିଶୁ ପୁତ୍ର ନିଖୋଜ ହୋଇଯାଇଥିଲେ । 'ପରୀ' ମୃତ୍ୟୁ ମାମଲା ଥମି ନଥିବା ବେଳେ ପୁଣି ଶିଶୁ ନିଖୋଜ ହେବା ଏବଂ ପରେ ତାର ମୃତଦେହ ଗାଁ ପୋଖରୀରୁ ମିଳିବା ଏବେ ସନ୍ଦେହ ସୃଷ୍ଟି କରିଛି ।
Read More...