ପିଇବା ପାଣି ପାଇଁ ରାସ୍ତାରୋକ ଗରା ଓ ବାଲଟି ଧରି ରାସ୍ତାରେ ବସିଲେ ମହିଳା
ନରସିଂହପୁର : ପାନୀୟ ଜଳ ପାଇଁ ରାସ୍ତା ଅବରୋଧ । ଜୟପୁର-ନରସିଂହପୁର ମୁଖ୍ୟ ରାସ୍ତାରେ ଗରା ବାଲଟି ଧରି ବସିଲେ ମାଳିସାହି ଗାଁର ମହିଳା । ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ଅନ୍ତର୍ଗତ ବଡ଼ଭୂଇଁ ପଞ୍ଚାୟତ ମାଳିସାହି ଗାଁ ଲୋକେ ପିଇବା ପାଣି ପାଇଁ!-->…
Read More...
Read More...