ଦୂଷିତ ଜଳ ବ୍ୟବହାର ଯୋଗୁଁ ବ୍ୟାପୁ ଥିଲା ଝାଡ଼ାବାନ୍ତି : ଏବେ ସ୍ଥିତି ନିୟନ୍ତ୍ରଣାଧୀନ
ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବି.ମାଳିଗୁଡ଼ାରେ ବ୍ୟାପିଥିବା ଝାଡ଼ାବାନ୍ତି ଏବେ ନିୟନ୍ତ୍ରଣାଧୀନ । ସପ୍ତାହକ ମଧ୍ୟରେ ୨୪ ଜଣ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨୨ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଡାକ୍ତରୀ ଦଳ ଏକ!-->…
Read More...
Read More...