Browsing Tag

naktideula news

ବଡ଼ ପୁଅକୁ ହତ୍ୟା : ମା’ ସହ ଭାଇ ଓ ୨ଭଉଣୀ ଅଟକ

ନାକଟିଦେଉଳ : ରେଢ଼ାଖୋଲ ଥାନା ଡଇଁଚା ସୁବର୍ଣ୍ଣପାଲିରୁ ମାଟି ତଳୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ । ମୃତକ ହେଲେ ବାଦଲ ପ୍ରଧାନ(୨୪) । ତାଙ୍କ ଘର ପାଚେରୀ କଡ଼ରୁ ୪ ଫୁଟ ତଳୁ ମୃତଦେହ ମିଳିଛି । ତେଣୁ ଏହାକୁ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛି । ଏଥିରେ ପରିବାର ଲୋକଙ୍କ
Read More...

ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନାକଟିଦେଉଳ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଠାରେ ଏକ ‘ଦୁଗ୍ଧ ଶୀତଳୀକରଣ କେନ୍ଦ୍ର’ ଉଦ୍‌ଘାଟିତ ହୋଇଯାଇଛି । ଦୁଗ୍ଧ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ମଙ୍ଗଳବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦ୍‌ଘାଟନ କରିଛନ୍ତି । ଶ୍ରୀ ପ୍ରଧାନ ଏହି ଅବସରରେ
Read More...

ଓଲଟିଲା ଯାତ୍ରୀବାହୀ ବସ୍ : ୩ ଗୁରୁତର, ଅଳ୍ପକେ ବର୍ତ୍ତିଲେ ଚାଳକ

ନାକଟିଦେଉଳ : ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ ଗୋଧିଢିପ କିସିଣ୍ଡା ରାସ୍ତାର ବଳମ ଶିଶୁ ମନ୍ଦିର ନିକଟସ୍ଥ ବୁଲାଣିଠାରେ ସୋମବାର ସକାଳ ଭୋର ସାଢେ ୫ଟା ବେଳେ ଏକ ଯାତ୍ରୀବାହୀ ବସ୍ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍ ଓଲଟି ପଡିବାରୁ ବସରେ ଥିବା ୩ ଜଣ ଯାତ୍ରୀଙ୍କ ସମେତ
Read More...