ଶିଙ୍ଗପାଲିରେ ବିଦ୍ୟୁତ୍ ଆଘାତରେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ : ବାହାର ରାଜ୍ୟରେ ବାପା ଓ ମା’
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଲଖନା ପଞ୍ଚାୟତ ଶିଙ୍ଗପାଲି ଗ୍ରାମର ନିକିତା ସୁନା(୧୮) ନାମକ ଜଣେ କଲେଜ ଛାତ୍ରୀଙ୍କ ଘରେ ବିଦ୍ୟୁତ୍ ଆଘାତରେ ଶୋଚନୀୟ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଶିଙ୍ଗପାଲି ଗ୍ରାମର ଜଳନ୍ଧର ସୁନାଙ୍କ ବଡ ଝିଅ ନିକିତା!-->…
Read More...
Read More...