Browsing Tag

muribahal news

ମୁରିବାହାଲ ବ୍ଲକ ଲକ୍ଷେଘର ଗଣ୍ଡା ସମାଜ ପକ୍ଷରୁ ବ୍ଲକସ୍ତରୀୟ ନୂଆଁଖାଇ ଭେଟଘାଟ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ବ୍ଲକସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ ଓ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ପତ୍ରାପାଲି (କ) ପଞ୍ଚାୟତ ଦେବଙ୍ଗ ଖେଳପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଏକ ବିଶାଳ
Read More...

ମୁରିବାହାଲ ରେଳ ଷ୍ଟେସନରୁ ୬ କେଜି ଗଞ୍ଜେଇ ଜବତ ସହ ବାଇକ ଏବଂ ସ୍ଵାମୀ, ସ୍ତ୍ରୀ ଓ ବଡ ଭଉଣୀ ଗିରଫ ପରେ କୋର୍ଟ ଚାଲାଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଳଷ୍ଟେସନରୁ ଟ୍ରେନରେ ରାୟପୁରକୁ ଚାଲାଣ ହେବାକୁଥିବା ୬ କେଜି ଗଞ୍ଜେଇକୁ ବଙ୍ଗୋମୁଣ୍ଡା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ଜବତ କରାଯାଇଛି । ଏହି ଚାଲାଣରେ ସଂପୃକ୍ତ ଥିବା ହଳଦୀ ପଞ୍ଚାୟତ ଚାଉଳଫୁପୁଡ଼ା ଗ୍ରାମର
Read More...

ଜାମପଦର ଗ୍ରାମରେ ଏକକ ପ୍ଲାଷ୍ଟିକ୍‌ ବ୍ୟବହାର ବର୍ଜନ ସଚେତନତା ଶିବିର ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଳକୀ ପଞ୍ଚାୟତ ଜାମପଦର ଗ୍ରାମରେ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଅଧିନସ୍ଥ ସେଣ୍ଟର ଫର୍‌ ଏନ୍‌ଭାଇରନମେଣ୍ଟାଲ୍‌ ଷ୍ଟାଡିଜ ଭୁବନେଶ୍ୱର ତରଫରୁ ଏକକ ପ୍ଲାଷ୍ଟିକ୍‌ ବ୍ୟବହାର ବର୍ଜନ ଶୀର୍ଷକ ଉପରେ ଏକ
Read More...

ଗରଗଡ଼ବାହାଲ ପଞ୍ଚାୟତ ସ୍ତରୀୟ ଗିରିଗୋବର୍ଦ୍ଧନ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗରଗଡ଼ବାହାଲ ପଞ୍ଚାୟତଠାରେ ପଞ୍ଚାୟତସ୍ତରୀୟ ଗିରିଗୋବର୍ଦ୍ଧନ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଯୁବ ସାମ୍ବାଦିକ ହୃଦାନନ୍ଦ ବାଗଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକ ପରିଚାଳନା
Read More...

ଦୀର୍ଘ ୨୫ ବର୍ଷ ପରେ ଭୋଇପଡା ଘରଭଙ୍ଗା ଓ ଆକ୍ରମଣ ମାମଲାରେ ୩ ଭାଇଙ୍କୁ ୪ ମାସ ସଶ୍ରମ କାରାଦଣ୍ଡାଦେଶ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୋଇମୁଣ୍ଡ ପଞ୍ଚାୟତ ଭୋଇପଡ଼ା ଗ୍ରାମର ଦୀର୍ଘ ୨୫ ବର୍ଷ ଏକ ପୁରୁଣା ଘରଭଙ୍ଗା ଓ ଆକ୍ରମଣ ଘଟଣାରେ ମୁରିବାହାଲ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ୩ ଜଣ ଅଭିଯୁକ୍ତ ଭାଇଙ୍କୁ ୪ମାସ ସଶ୍ରମ
Read More...

ମୁରିବାହାଲର ବହୁ ସାମୂହିକ ସମସ୍ୟା ନେଇ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ବ୍ଲକ ଅଞ୍ଚଳର ବିଭିନ୍ନ ସାମୂହିକ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ଜନ ଶୁଣାଣିରେ ଅଭିଯୋଗ କରାଯାଇଛି । ଆସୋସିଏସନର ଅଭିଯୋଗ ମୁତାବକ ବ୍ଲକ ଅଞ୍ଚଳର
Read More...

ଟେଙ୍ଗରାରେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା

ବାପଘର ଲୋକଙ୍କ ହତ୍ୟା ଅଭିଯୋଗରେ ସ୍ଵାମୀ କୋର୍ଟ ଚାଲାଣ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବଡସାଇମରା ପଞ୍ଚାୟତ ଟେଙ୍ଗରା ଗ୍ରାମରେ ସୁନୀତା ଦାସ(୨୭) ନାମ୍ନୀ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଉଦ୍ଧାର କରିଥିଲାଫ
Read More...

ମାଲପଡା ଛକରେ ଟ୍ରକ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ କରି ଦେଢ଼ ଲକ୍ଷ ଟଙ୍କା ସହ ଦାମୀ ମୋବାଇଲ ଲୁଟ ଘଟଣା

୩ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ୨ବର୍ଷ ୬ମାସ ସଶ୍ରମ କାରାଦଣ୍ଡ, ୨ଜଣଙ୍କୁ ଜେଲ, ଜଣଙ୍କୁ ଜାମିନ୍ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଚଳିତ ବର୍ଷ ଫେବୃୟାରୀ ମାସରେ ରାୟପୁର- ଗୋପାଳପୁର ୫୯ନମ୍ବର ଜାତୀୟ ରାଜପଥ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ମାଲପଡା ଗ୍ରାମ ଛକ ନିକଟରେ ୪ଜଣ ବାଇକ୍
Read More...

ମୌଳିକ ଅଧିକାର ଓ ସୁବିଧା ସୁଯୋଗରୁ ବଞ୍ଚିତ ହଳଦୀ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଅଫିସ୍ ଅଛି ରହୁନାହାଁନ୍ତି ଅଧିକାରୀ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ସଦର ମହକୁମାରେ ସାଧାରଣ ଜନତା ସାମାନ୍ୟତମ ମୌଳିକ ଅଧିକାର ଓ ସୁବିଧା ସୁଯୋଗରୁ ସମ୍ପୂର୍ଣ୍ଣ ବଞ୍ଚିତ ହେଉଥିବା ନେଇ ଗ୍ରାମବାସୀ ବଲାଙ୍ଗିର ଜିଲ୍ଲାପାଳଙ୍କ
Read More...

ମାକ୍ରିପଡା ଲାୟନ୍ସ ୟୁଥ୍ ଆସୋସିଏସନ୍ ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବହାଲ ବ୍ଲକ ଲେବଡ଼ା ପଞ୍ଚାୟତ ଅନ୍ତର୍ଗତ ମାକ୍ରିପଡ଼ା ଗ୍ରାମରେ ଲାୟନ୍ସ ୟୁଥ୍ ଆସୋସିଏସନ୍‌ର ବିଶେଷ ପରାମର୍ଶ ଦାତା ସାଧୁ ଚନ୍ଦ୍ର ଛତରଙ୍କ ପରାମର୍ଶ କ୍ରମେ ତଥା ଆସୋସିଏସନ୍‌ର ସଭାପତି ଭୁଲେଶ୍ୱର ଛତର ଓ ଉପସଭାପତି ତୁଲାରାମ
Read More...