Browsing Tag

muribahal news

ମୁରିବାହାଲ ପୋଲିସ ଥାନା ଓ କୋର୍ଟରେ ପବିତ୍ର ବିଜୟା ଦଶମୀ ପର୍ବ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପୋଲିସ ଥାନା ଓ କୋର୍ଟରେ ପବିତ୍ର ବିଜୟା ଦଶମୀ ପର୍ବ ରବିବାର ପାଳିତ ହୋଇଯାଇଛି । ପୂର୍ବାହ୍ନରେ ଦୁଲଦୁଲି ବାଜା ସହ ନିକଟସ୍ଥ ଖଜୁରୀ ବନ୍ଧରୁ ଭବ୍ୟ କଳସ ଶୋଭାଯାତ୍ରା ଥାନା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହାପରେ
Read More...

ଅଣ୍ଡାଲଦରୋର ଜଣେ ଯୁବତୀଙ୍କୁ ପ୍ରେମ ପ୍ରତାରଣା

ତୁରେକେଲାର ଜଣେ ୨ସନ୍ତାନର ବାପା କୋର୍ଟ ଚାଲାଣ, ଜେଲ ଗଲା ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅଂଚଳରେ ପୁଣି ଏକ ଲଭ୍, ସେକ୍ସ ଓ ଧୋକା ମାମଲା ଘଟଣା ଜଣାପଡିଛି । ଏହି ଥାନା ବଡସାଇମରା ପଞ୍ଚାୟତ ଅଣ୍ଡାଲଦରୋ ଗ୍ରାମର ଜଣେ ଯୁବତୀ(୧୮)ଙ୍କୁ ପ୍ରେମ
Read More...

ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ମୁରିବାହାଲ ବ୍ଲକର ବିଭିନ୍ନ ଦୁର୍ଗା ମଣ୍ଡପ ପରିଦର୍ଶନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ଶନିବାର ଦିନ ମୁରିବାହାଲ ବ୍ଲକ ଅଞ୍ଚଳର ସମସ୍ତ ଦୁର୍ଗା ମଣ୍ଡପଗୁଡ଼ିକୁ ବୁଲି ଜଗତ ଜନନୀ ମାଁ ଦୁର୍ଗାଙ୍କ ଆଶୀର୍ବାଦ ଲାଭ କରିଥିଲେ । ସେ ଶନିବାର
Read More...

ମୁରିବାହାଲ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ମହାସମାରୋହରେ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ବିଭିନ୍ନ ରୀତିନୀତି ସହ ପାଳିତ ହେଉଛି । ପ୍ରଥମେ କଳସ ଯାତ୍ରା ସହିତ ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଛି । ମୁରିବାହାଲ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ୫୩ତମ ପୂଜା ଅନୁଷ୍ଠିତ
Read More...

ଯମୁନା ଡଙ୍ଗରରେ ବାରପାଲି ହଳଦୀ ବିରାଟ ଡଙ୍ଗରବୁଢ଼ା ଯାତ୍ରା ଅନୁଷ୍ଠିତ

ଶହ ଶହ ବୋଦା ଓ କୁକୁଡ଼ା ବଳି, ରକ୍ତରଞ୍ଜିତ ଡଙ୍ଗର ଖଳା ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାରପାଲି ହଳଦୀର ବିରାଟ ଡଙ୍ଗରବୁଢ଼ା ଯାତ୍ରା ଶୁକ୍ରବାର ଯମୁନା ଡଙ୍ଗର (ପାହାଡ)ରେ ମହାସମାରୋହରେ ପାଳିତ ହୋଇଯାଇଛି । ସମଗ୍ର ହଳଦୀ ବାରପାଲି ଅଞ୍ଚଳରେ
Read More...

ଗୋଇମୁଣ୍ଡରେ ପାର୍ବଣ ଉତ୍ସବ “ଦଶରା” ପାଳିତ : ଗାଁ ସାମ୍ୱାଦିକ ଗୌରବ ସମ୍ମାନ”ରେ ଯୁବ ସାମ୍ୱାଦିକ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତ ସଦର ଗ୍ରାମରେ ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ପାର୍ବଣ ଉତ୍ସବ"ଦଶରା" ଅନୁଷ୍ଠିତ ହୋଇଯାଇଛି । କମିଟି ସଭାପତି ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...

ମୁରିବାହାଲ ଡ଼ିଗ୍ରୀ କଲେଜର ଛାତ୍ର ପ୍ରୀତମ ବଘାର ଇଷ୍ଟ ଜୋନ ପ୍ରି ରିପବ୍ଲିକ ଡେ ପ୍ୟାରେଡ କ୍ୟାମ୍ପ ପାଇଁ ମନୋନୀତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ(ସମ୍ମାନ)ର ଛାତ୍ର ପ୍ରୀତମ ବଘାର ଆସାମ ରାଜଧାନୀ ଗୌହାଟିରେ ଅନୁଷ୍ଠିତ ହେବାକୁ ଥିବା ଇଷ୍ଟ ଜୋନ ପ୍ରି ରିପବ୍ଲିକ ଡେ ପ୍ୟାରେଡ କ୍ୟାମ୍ପ ପାଇଁ ଏନ୍‌ଏସ୍‌ଏସ୍‌
Read More...

ମୁରିବାହାଲ ବ୍ଲକ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବ କୋରମ୍ ଅଭାବରୁ କାଟ ଖାଇଲା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ହରିବନ୍ଧୁ ମେହେରଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବ କୋରମ ଅଭାବରୁ କାଟ ଖାଇଯାଇଛି । ଫଳରେ ଅଧ୍ୟକ୍ଷ ଶ୍ରୀ ମେହେର ନିଜ ପଦ ବଜାୟ ରଖିବାରେ ସଫଳ ହୋଇଛନ୍ତି । ବୁଧବାର ଅନୁଷ୍ଠିତ
Read More...

ମୁରିବାହାଲରେ ୧୧ ଟିକିଆ ବଣୁଆ ହାତୀପଲ : ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଲେ ୨ ସାଇକେଲ ଆରୋହୀ

ସାଇକେଲ ଚୁରମାର, କପା ଚାଷ ନଷ୍ଟ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ବନଖଣ୍ଡ ମୁରିବାହାଲ ରେଞ୍ଜ ତିଖାଲୀ ସଂରକ୍ଷିତ ଜଙ୍ଗଲରେ ଏକ ୧୧ ଟିକିଆ ବଣୁଆ ହାତୀପଲ ଦେଖିବାକୁ ମିଳିଛି । ସଇଁତଳା ରେଞ୍ଜ ଅଞ୍ଚଳରୁ ଏହି ହାତୀପଲ ମୁରିବାହାଲ ରେଞ୍ଜ ଅଞ୍ଚଳ ଭିତରକୁ ପଶି ଆସିଥିବା
Read More...

କଣ୍ଟାବାଞ୍ଜି ବିଧାୟକଙ୍କ ଦ୍ଵାରା ମୁରିବାହାଲରେ ସେଲଫି ପଏଣ୍ଟ ଓ ଛାତ୍ରୀ ଶୌଚାଳୟ ଉଦ୍‌ଘାଟିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ଦ୍ଵାରା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ଅମୃତ ସରୋବର ଖଜୁରୀ ବନ୍ଧରେ ପଞ୍ଚାୟତ ଅନୁଦାନରେ ନବନିର୍ମିତ ଆଇ ଲଭ୍ ମୁରିବାହାଲ ସେଲ୍ଫି ପଏଣ୍ଟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ
Read More...