ସିରୋଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ରେଡକ୍ରସ ବିଭାଗର ବାର୍ଷିକ ବଣଭୋଜି ଅନୁଷ୍ଠିତ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ରେଡ଼କ୍ରସ ବିଭାଗର ବାର୍ଷିକ ବଣଭୋଜି ସ୍ଥାନୀୟ ଖରାଲି ଗ୍ରାମର ରହେନଚୁଆଁମୁଣ୍ଡା ସିଦ୍ଧିକ୍ଷେତ୍ର ଗୁମ୍ଫା ପର୍ଯ୍ୟଟନ ସ୍ଥଳିରେ ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ବିଦ୍ୟାଳୟ ରେଡକ୍ରସ!-->…
Read More...
Read More...