ଦେବଙ୍ଗ ଓ ମାଳିଶିରା ସମେତ ବ୍ଲକର ବିଭିନ୍ନ ଗ୍ରାମରେ ମାଣବସା ଲକ୍ଷ୍ମୀପୂଜା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି(କ)ପଞ୍ଚାୟତ ଦେବଙ୍ଗ ଓ ମାଲିଶିରା ପଞ୍ଚାୟତ ସଦର ଗ୍ରାମ ସମେତ ବ୍ଲକର ବିଭିନ୍ନ ଗ୍ରାମରେ ମାଣବସା ଲକ୍ଷ୍ମୀପୂଜା ପାଇଁ ବୁଧବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଦେବଙ୍ଗ ଗ୍ରାମରେ ୩୭ତମ ମାଣବସା!-->…
Read More...
Read More...