Browsing Tag

mukhiguda news

ଦିନ ଦ୍ୱିପହରେ ଚୋରି ଅଭିଯୋଗ

ମୁଖୀଗୁଡା : ରଣମାଲ ଗ୍ରାମରେ ଦିନ ଦ୍ୱିପହରେ ଚୋରି ଅଭିଯୋଗ । ଗତକାଲି ମଙ୍ଗଳବାର ଦିନ ପ୍ରାୟ ସାଢ଼େ ୧୦ଟାରେ କ୍ଷେତ ପାଖରୁ ବାଇକ ଚୋରି ନେଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ମୁତାବକ ଜୟପାଟଣା ଥାନା ରଣମାଲ ଗ୍ରାମର ସୁନିଲ ଦୁର୍ଗା ଗତକାଲି ଦିନ ୧୦.୩୦ରେ ହିରୋ
Read More...