Browsing Tag

mayabarha news

ମାୟାବର୍ହା ହାଇସ୍କୁଲରେ ‘ବାଲ୍ୟ ବିବାହକୁ ନାଁ’ କାର୍ଯ୍ୟକ୍ରମ

ମାୟାବର୍ହା, (କେପିଏନ୍‌ଏସ୍‌) : ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲରେ ଏକ ଦିବସୀୟ 'ବାଲ୍ୟ ବିବାହକୁ ନାଁ କାର୍ଯ୍ୟକ୍ରମ' ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ କୁମାର ପୂଜାରୀ ସଭାରେ ଅଧ୍ୟକ୍ଷତା କରିଥିଲେ । ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତଥା
Read More...