Browsing Tag

maurbhanj news

ଶିମିଳିପାଳରେ ରାଷ୍ଟ୍ରପତି : ଲୋକାର୍ପିତ ହେଲା ବିଏସନାଲ୍ ୪ଜି ଟାୱାର

ଇଣ୍ଟରନେଟ ସହ ଯୋଡ଼ି ହେଲେ ଶିମିଳିପାଳବାସୀଆଦିବାସୀ ମହିଳା ଓ ଯୁବବର୍ଗଙ୍କ ସହିତ ଭାବବିନିମୟଜଙ୍ଗଲ ରକ୍ଷାର ପ୍ରକୃତ ଯୋଦ୍ଧା ଆଦିବାସୀ: ରାଷ୍ଟ୍ରପତି ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଗସ୍ତର ତୃତୀୟ ଦିନରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଶିମିଳିପାଳକୁ ଯାଇଛନ୍ତି
Read More...

ଫାଇଲେରିଆ ରୋଗର ନିରାକରଣ ପାଇଁ ହର ଘର ତ୍ରିରଙ୍ଗା ପଦ ଯାତ୍ରା ଅଭିଯାନରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ

ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ଫାଇଲେରିଆ ରୋଗର ନିରାକରଣ ପାଇଁ ହର ଘର ତ୍ରିରଙ୍ଗା ପଦ ଯାତ୍ରା ଅଭିଯାନରେ ଜିଲ୍ଲାପାଳ ହେମକାନ୍ତ ସୟ ଫାଇଲେରିଆ ଔଷଧ ସେବନ କରି ଶୁଭାରମ୍ଭ କରିବା ସହିତ ସମସ୍ତଙ୍କୁ ଏହି ଔଷଧ ସେବନ କରିବା ପାଇଁ ନିବେଦନ କରିଥିଲେ ଏବଂ ସମସ୍ତଙ୍କୁ ଖାଦ୍ୟ ଖାଇସାରିବା ପରେ
Read More...

ମଦ୍ୟପ ସ୍ଵାମୀର ଉନ୍ମତ୍ତ କାଣ୍ଡ : ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ଵାମୀ

ମୟୂରଭଞ୍ଜ : ମଦ୍ୟପ ସ୍ଵାମୀର ଉନ୍ମତ୍ତ କାଣ୍ଡ । ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ଵାମୀ । ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ମଣଦା ଗାଁ ନାଏକ ସାହିରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ନୃଶଂସ ସ୍ଵାମୀକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।
Read More...

ସୌମ୍ୟଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣାରେ ଜଡିତ ଅଭିଯୁକ୍ତଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ

ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ଭଞ୍ଜସେନା ପକ୍ଷରୁ ଏଫ୍ଏମ୍ କଲେଜ ଛାତ୍ରୀ ସ୍ୱର୍ଗତ ସୌମ୍ୟଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣାରେ ଜଡିତ ଅଭିଯୁକ୍ତଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ମୟୂରଭଞ୍ଜ ଜିଲ୍ଲାରେ ଅସହାୟ ଓ ଅବହେଳିତ ହୋଇପଡିଥିବା ନାରୀମାନଙ୍କ ସୁରକ୍ଷା ଦାବିରେ ପୂର୍ବ ଘୋଷିତ
Read More...

ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ଲିଙ୍ଗ ଅନ୍ତଭୁକ୍ତିକରଣ ଶୀର୍ଷକ ଜିପି ସ୍ତରୀୟ କର୍ମଶାଳା

ମୟୁରଭଞ୍ଜ,(ଦେବସ୍ମିତ ଚୌଧୁରୀ) : ମାନଗୋବିନ୍ଦପୁର ଓ ଶାଳଗାଁ ପଂଚାୟତ ସମ୍ମିଳନୀ କକ୍ଷଠାରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ମୟୁରଭଞ୍ଜ ସହଯୋଗରେ ତଥା, ବଡ଼ସାହି ବ୍ଲକ ପ୍ରଶାସନ ଦ୍ୱାରା ବିପର୍ଯ୍ୟୟ ହ୍ରାସ ନିମନ୍ତେ ମୁଖ୍ୟସ୍ରୋତ ଲିଙ୍ଗ
Read More...

ଆସନ୍ତାକାଲି ଗୁରୁବାର ସମଗ୍ର ମୟୁରଭଞ୍ଜ ଜିଲ୍ଲାରେ ହରତାଳ କରିବ ଭଞ୍ଜସେନା

ମୟୁରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ସବୁଆଡ଼ୁ ନିରାଶ ବାଲେଶ୍ଵର ଏଫ୍.ଏମ୍.ବିଶ୍ୱବିଦ୍ୟାଳୟ ରେ ନିଜ ପ୍ରଫେସରଙ୍କ ଦ୍ଵାରା ନିର୍ଯ୍ୟାତନା ସହିନପାରି ଦେହରେ ନିଆଁ ଲଗାଇ ସୋମବାର ରାତି ମୃତ୍ୟୁବରଣ କରିଥିବା ଛାତ୍ରୀ ସୌମ୍ୟଶ୍ରୀ ବିଶିଙ୍କ ଏଭଳି ମୃତ୍ୟୁ ପାଇଁ ଦାୟୀ ଥିବା ପ୍ରତ୍ୟେକ ଦୋଷୀଙ୍କ
Read More...

ପ୍ରଥମ ଥର ପାଇଁ ଖୋଲିଲା ହଳଦିଆ ବନ୍ଧର ଗେଟ୍ : ୨.୫ କ୍ୟୁସେକ ଜଳ ନିଷ୍କାସିତ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକରେ ହଳଦିଆ ବନ୍ଧ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ନିର୍ମାଣ କାର୍ଯ୍ୟର ଦୁଇବର୍ଷ ପରେ ପ୍ରଥମ ଥର ପାଇଁ ନୂତନ ଜ୍ଞାନ କୌଶଳରେ ନିର୍ମିତ ସ୍ପିଲ୍ ୱେ ବାଟ ଦେଇ ଜଳ ନିଷ୍କାସନ କରିଛି ପ୍ରଶାସନ । ଲଘୁଚାପ ଜନିତ ଲଗାଣ ବର୍ଷାରେ ଜଳ ସ୍ତର କ୍ରମାଗତ
Read More...

ଲିମ୍ବ କାଠ ବୋଝେଇ ପିକଅପ୍ ଭ୍ୟାନ୍ ଜବତ : ଡ୍ରାଇଭର୍ ଫେରାର୍

ମୟୂରଭଞ୍ଜ : ସୋମବାର ବିଳମ୍ଵିତ ରାତିରେ ମୟୂରଭଞ୍ଜ ଜିଲ୍ଲା ଉଦଳା କୁଆମରା ଅଞ୍ଚଳରୁ ଏକ ନିମ୍ବ କାଠ ବୋଝେଇ ପିକଅପ୍ ଭ୍ୟାନ୍ ଜବତ ହୋଇଛି । ବନ ବିଭାଗକୁ ଦେଖି ଗାଡି ଛାଡ଼ି ଡ୍ରାଇଭର୍ ଫେରାର୍ ହୋଇଯାଇଛି । ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।
Read More...

ଦ୍ୱାରଶୁଣି ଘାଟିରେ ସିରିଜ ଦୁର୍ଘଟଣା ; ଦୀର୍ଘ ସମୟ ଧରି ରାସ୍ତା ଜାମ୍

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ନମ୍ବର ଜାତୀୟ ରାଜପଥର ଦ୍ୱାର ଶୁଣି ଘାଟି ରାସ୍ତାରେ ଦୁଇ ଟ୍ରକ ଓ ବୋଲେରୋ ମଧ୍ୟରେ ଦୁର୍ଘଟଣା ଘଟିଛି । ଫଳରେ ଦୀର୍ଘ ସମୟ ଧରି ଜାତୀୟ ରାଜପଥ ରାସ୍ତାରେ ଜାମ୍ ଲାଗି ରହିଛି । ସୂଚନା ଅନୁସାରେ, ଏକ ଟ୍ରକ୍ ଘାଟି ରାସ୍ତାରେ
Read More...

ବାରିପଦା ସ୍ଥିତ “ୱାଟକୋ” ଏବଂ “କ୍ଷୁଦ୍ର ଜଳସେଚନ”(ଏମ୍‌ଆଇ) ଅଫିସ ଘେରାଉ

ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାରେ ସାଧାରଣ ଜନତାଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ "ୱାଟକୋ" ବିଭାଗ ନିୟୋଜିତ ଥିବା କେବଳ ତାଙ୍କର ଠିକାଦାରୀ କାର୍ଯ୍ୟରେ ବ୍ୟାପକ ଅନିୟମିତତାକୁ ଗୁରୁତ୍ୱ ପ୍ରଦାନ କରିବା ପ୍ରୀତି ଯୋଗୁଁ ସହରର ୨୮ଗୋଟି
Read More...