କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର
ମାଲକାନଗିରି : ମାଲକାନଗିରି ଥାନା ନିକଟବର୍ତ୍ତି ଝାଟିମାଟି କଲୋନୀ ନିକଟରେ ଥିବା କେନାଲରେ ଶନିବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି । ମୃତକ ଜଣଙ୍କ ହେଲେ ରାମକୃଷ୍ଣ ଗଣ୍ଡା ଏବଂ ତାଙ୍କ ଘର ଝାଟିମାଟି କଲୋନୀର ୱାର୍ଡ ନଂ ୧୪ ବୋଲି ଜଣାପଡ଼ିଛି । କେନାଲରେ ମୃତଦେହ!-->…
Read More...
Read More...