Browsing Tag

maharajganj news

ଓଲଟିଲା ନେପାଳରୁ ତୀର୍ଥ ଯାତ୍ରୀଙ୍କୁ ନେଇ ଫେରୁଥିବା ବସ୍‌

ମହାରାଜଗଞ୍ଜ : ଭାରତୀୟ ତୀର୍ଥଯାତ୍ରୀଙ୍କୁ ନେଇ ନେପାଳର ତ୍ରିବେଣୀ ଧାମରୁ ଫେରୁଥିବା ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡିଛି । ପାଖାପାଖି ୬୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି । ଗୋରଖପୁର ଜିଲ୍ଲାର ପିପିଗଞ୍ଜ ଓ କାମ୍ପିରଗଞ୍ଜରୁ ୭୦ ଜଣ ତୀର୍ଥଯାତ୍ରୀ ଉକ୍ତ ବସ୍‌ରେ ଥିଲେ
Read More...