ନିଖୋଜ ବ୍ୟକ୍ତିଙ୍କ ଗଳିତ ଶବ ପାହାଡ଼ ଶିଖରରୁ ଉଦ୍ଧାର
ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ଅଲାତରା ଗ୍ରାମର ଶ୍ୟାମ ସୁନ୍ଦର ସାହୁ(୫୫) ଗତ ମଇ ମାସ ୨୯ ତାରିଖ ସକାଳ ୯ଟାରୁ ଘରୁ କୁଆଡ଼େ ନିଖୋଜ ହୋଇଯାଇଥିଲେ । ପରିବାର ବର୍ଗ ବହୁତ ଖୋଜାଖୋଜି କରିଥିଲେ ହେଁ ତାଙ୍କର କୌଣସି ସନ୍ଧାନ ପାଇ ନଥିବା ବେଳେ ଆଜି!-->…
Read More...
Read More...