Browsing Tag

m.rampur news

ମେଡ଼ିକାଲରେ ଅକ୍ସିଜେନ କନସନଟ୍ରେଟର ପ୍ରଦାନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ବନବାସୀ କଲ୍ୟାଣ ଆଶ୍ରମ କଳାହାଣ୍ଡି ତରଫରୁ ଏକ ଅକ୍ସିଜେନ କନସନଟ୍ରେଟର ପ୍ରଦାନ କରାଯାଇଛି । ମ.ରାମପୁର ବନବାସୀ କଲ୍ୟାଣ ଆଶ୍ରମ ନଗର ସଭାପତି ପଦ୍ମଲୋଚନ ମିଶ୍ର, ପୂର୍ଣ୍ଣକାଳୀନ
Read More...

କୃଷକ ବଚାଓ ଗଣତନ୍ତ୍ର ବଚାଓ କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଠାରେ ଓଡ଼ିଶା କୃଷକ ସଭା କଳାହାଣ୍ଡି ଜିଲ୍ଲା ଶାଖା ତରଫରୁ କୃଷକ ବଚାଓ ଗଣତନ୍ତ୍ର ବଚାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏହି ଅବସରରେ ସରକାରଙ୍କ କୃଷକ ମାରଣା ନୀତିକୁ ନିନ୍ଦା କରାଯିବା ସହିତ କୃଷକ ବଂଚିଲେ ଗଣତନ୍ତ୍ର
Read More...

ମହାଶକ୍ତି ଫାଉଣ୍ଡେସନ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ତରଫରୁ ମହାଶକ୍ତିର କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ
Read More...

ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗର୍ତ ପୁଜିଲଡୁ ଗ୍ରାମ ନିକଟରେ ଥିବା ଜଙ୍ଗଲରୁ ଏକ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି । ସୂଚନା ମୁତାବକ ବାରବନ୍ଧା ପଂଚାୟତ ପୁଜିଲଡୁ ଗ୍ରାମର ସୁଜିତ ସେନାପତି ଗତକାଲି ଘରୁ ବାହାରିଥିଲେ ନିଜ ବାଇକରେ । ରାତିରେ ଆଉ ସେ
Read More...

ଦେବସ୍ନାନ ପୂର୍ଣ୍ଣିମା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରସ୍ଥିତ ଜଗନ୍ନାଥ ମନ୍ଦିରଠାରେ କୋଭିଡ଼ ନିୟମକୁ ଦୃଷ୍ଟିରେ ରଖି ବିନା ଭକ୍ତଙ୍କ ସମାଗମରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେଇଯାଇଛି । ମନ୍ଦିରର ପୁଜକ ଅଶୋକ କୁମାର ତ୍ରିପାଠୀ, ତିଲୋଚନ ଦାଶ ପୂଜା ତଥା ନୀତିକାନ୍ତି କରିଥିବା
Read More...

ଗଛ ପଡ଼ି ଦୁଇ ଘର ନଷ୍ଟ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଜକାବାହାଲି ଗ୍ରାମରେ ଆମ୍ବଗଛ ପଡ଼ି ମଗଶୀର ମାଝୀଙ୍କ ଘର ସଂପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ କାର୍ତ୍ତିକ ଭୋଇଙ୍କ ଘର ମଧ୍ୟ କ୍ଷତିଗ୍ରସ୍ତ ହେଇଛି । ଏକ ବିଶାଳକାୟ ଆମ୍ବଗଛ ପଡ଼ିଯିବାରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା
Read More...

ପୁଣି ଧରାପଡ଼ିଲେ କାଠମାଫିଆ, ୯୫ଖଣ୍ଡ ଶାଳକାଠ ବୋଝେଇ ପିକଅପ୍ ଭ୍ୟାନ ଜବତ : ତିନି ଗିରଫ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ରେଂଜ ଅଧୀନ ଅଂଚଳରେ ଗତ କିଛିଦିନ ହେଲା ବନବିଭାଗ ସକ୍ରିୟ ହୋଇ କାଠମାଫିଆଙ୍କୁ ଗିରଫ କରିବାରେ ସଫଳ ହେଉଛି । ଆଜି ପୁଣିଥରେ ଶାଳକାଠ ବୋଝେଇ ପିକଅପ୍‌ ଜବତ ହେବା ସହିତ ତିନିଜଣ କାଠମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି
Read More...

୧୨୦ ଖଣ୍ଡ ଶାଳକାଠ ଜବତ : ଜଣେ ଗିରଫ

ମ.ରାମପୁର, (ହେମନ୍ତ ସାହୁ) : ବେଆଇନ ଭାବେ ଘରେ ଗଚ୍ଛିତ ରଖିଥିବା ଶାଳକାଠ ଜବତ କଲା ବନବିଭାଗ । କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଅନ୍ତର୍ଗତ ବାଲସିଙ୍ଗା ଗାଁର ବୈଷ୍ଣବ ବାହୁକ ନିଜ ଘରେ ଶାଳକାଠ ରଖିଥିବା ବିଶେଷ ସୂତ୍ରରୁ ଖବର ପାଇ ନର୍ଲା ଓ ମ.ରାମପୁର ବନବିଭାଗ କର୍ମଚାରୀ ସହିତ ନର୍ଲା
Read More...

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ : ବିଧବା ପତ୍ନୀ ଓ ଦୁଇ କନ୍ୟା ଶିଶୁ ଅସହାୟ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ମୋହନଗିରି ପଂଚାୟତ ତେଜିପଡା ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା । ଗ୍ରାମର ରାଜେଶ୍ୱର ମାଝୀ ଗତକାଲି ରାତିରେ ଘରେ ଥିବା ଟେବୁଲ ପଙ୍ଖାକୁ ଅନ୍ୟତ୍ର ନେବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ସେ ଗୁରୁତର ହେବାରୁ ତାଙ୍କୁ
Read More...

ଶବ ସତ୍କାର ନୋହିଲା : ଜଙ୍ଗଲରେ ଫିଙ୍ଗି ଦେଲେ ଶବ

ମ.ରାମପୁର, (ହେମନ୍ତ ସାହୁ) : ନିଜର ଏକ ସୁଖର ସଂସାର ଥିଲା । କୋଉ ଏକ ଅଜଣା ରୋଗରେ ଆକ୍ରାନ୍ତ ହେବା ପରେ ମହିଳା ଜଣକଙ୍କ ଜୀବନହାନୀ ହେଲା । ହେଲେ କେହି ସାହି ଭାଇ ଆସିଲେନି, ଶବ ସତ୍କାର କରିବାକୁ, ଉପାୟ ନପାଇ ଗାଁ ନିକଟରେ ଥିବା ଜଙ୍ଗଲରେ ଶବକୁ ଫିଙ୍ଗିଦେଇ ଆସିଲେ ପରିବାର ଲୋକେ । ତେବେ
Read More...