Browsing Tag

m.rampur news

ମ.ରାମପୁର ଉପଖଣ୍ଡ ମାନ୍ୟତା ପ୍ରସଙ୍ଗ : ସବୁଦଳ, ସବୁବର୍ଗର ଲୋକଙ୍କୁ ଏକତ୍ରୀତ କଲା ମ.ରାମପୁର ବାର ଆସୋସିଏସନ୍‌,…

ମ.ରାମପୁର, (ହେମନ୍ତ ସାହୁ) : ଏକା ଏକା ଲଢେଇ ଲଢିବା ଅପେକ୍ଷା, ଯଦି ଗୋଷ୍ଠୀଗତ ହୋଇ ଏବଂ ହକ୍‌ ନପାଇବା ଯାଏଁ ନିରବଚ୍ଛିନ୍ନ ଭାବରେ ଆନ୍ଦୋଳନ କଲେ ଦାବୀ ହାସଲ ହେବା ବିଧେୟ । ଦୀର୍ଘ ଛବିଶ ବର୍ଷରୁ ଅଧିକ ସମୟ ଧରି ମ.ରାମପୁରକୁ ସବଡ଼ିଭିଜନ ମାନ୍ୟତା ପାଇଁ ଦାବୀ ହୋଇଆସୁଛି ଏବଂ ଏବେ ସାଧାରଣ
Read More...

କଳାହାଣ୍ଡିର ପ୍ରଥମ ଗ୍ରାମ୍ୟପାର୍କ ଲୋକାର୍ପିତ : ପ୍ରକୃତି କୋଳରେ ମନ ମୋହୁଛି ଗ୍ରାମ୍ୟପାର୍କ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ବମକ ପଂଚାୟତର କଢେଲଠାରେ ତିଆରି ହୋଇଥିବା କଳାହାଣ୍ଡିର ପ୍ରଥମ ଗ୍ରାମ୍ୟପାର୍କ ଆଜି ଲୋକାର୍ପିତ ହେବା ଅବସରରେ କଳାହାଣ୍ଡିରେ ପ୍ରକୃତିର ଶୋଭରାଜି ସମସ୍ତଙ୍କୁ ଆକୃଷ୍ଟ କରୁଥିବା ବେଳେ ପ୍ରାକୃତିକ ପରିବେଶରେ ଏହି ପାର୍କଟି
Read More...

ସାର୍ବଜନୀନ ଦୁର୍ଗାପୂଜା ପ୍ରସ୍ତୁତି ଏବଂ ନୂତନ କର୍ମକର୍ତ୍ତା ଚୟନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ସାର୍ବଜନୀନ ଦୁର୍ଗାପୂଜା କମିଟି ତରଫରୁ ଦୁର୍ଗାପୂଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ରାଧାକୃଷ୍ଣ ମନ୍ଦିର ସଭାଗୃହରେ ଅନୁଷ୍ଠିତ ହେଇଯାଇଛି । ସଭାପତି ହିରେନ୍ଦ୍ର ପ୍ରତାପ ସିଂହଦେଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ
Read More...

ଯୁଗଯାତ୍ରୀ ସାହିତ୍ୟ ସଂସଦର ନୂଆଁଖାଇ ଭେଟ

ମ.ରାମପୁର, (ହେମନ୍ତ ସାହୁ) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅନନ୍ୟ । ସାରା ଭାରତବର୍ଷରେ ବିଭିନ୍ନ ସମୟରେ ନୂଆଁଖାଇ ପାଳନ କରାଯାଉଥିଲେ ହେଁ ପଶ୍ଚିମ ଓଡ଼ିଶାରେ ହେଉଥିବା ନୂଆଁଖାଇ ରୀତିନୀତିରେ ସ୍ୱାତନ୍ତ୍ରତା ରହିଛି ଯାହାପାଇଁ ସେ ଆଜି ବି ଭାଇଚାରା ସୃଷ୍ଟି କରିପାରିଛି । ଏହି ପବିତ୍ର
Read More...

ସିପିଆଇର ଦାବୀପତ୍ର ପ୍ରଦାନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରଠାରେ ଆଜି ଜିଲ୍ଳା ସିପିଆଇ(ଏମ୍‌) ତରଫରୁ ଏକ ଦାବୀପତ୍ର ପ୍ରଦାନ ତଥା ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହେଇଯାଇଛି । ସଂପାଦକ ବିଶ୍ୱଜିତ ଚାଟାର୍ଜିଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସତର ଦଫା ଦାବୀପତ୍ର
Read More...

ଯୁବ ଉଦ୍ୟୋଗପତି ବିଭୂ ପ୍ରସାଦଙ୍କ ରିଫ୍ରାଟ୍ରୋରିଜ୍ ୟୁନିଟ ଦେଖିଲେ ମୁଖ୍ୟ ସଚିବ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଳା ମ.ରାମପୁର ବ୍ଲକରେ ଥିବା ବିଭୂ ପ୍ରସାଦ ସାହୁଙ୍କ ରିଫ୍ରାଟ୍ରୋରିଜ ୟୁନିଟ ଦେଖିଲେ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ଚାଉଳ ମିଲରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ଷ୍ଟିଲଫ୍ୟାକ୍ଟିରେ ବ୍ୟବହାର ନିମନ୍ତେ ପାଉଁଶ ଗୋଳା ପ୍ରସ୍ତୁତ କରିବା ସହିତ
Read More...

ଶ୍ରୀରାମ ମନ୍ଦିର ପୂଜକଙ୍କ ପରଲୋକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଶ୍ରୀରାମ ମନ୍ଦିର ପୂଜକ ସୁଶାନ୍ତ କୁମାର ମିଶ୍ର(ଛୋଟୁ)ଙ୍କର ଆଜି ସକାଳୁ ୩୬ବର୍ଷ ବୟସରେ ହୃଦଘାତରେ ପରଲୋକ ହେଇଯାଇଛି । ସୂଚନା ମୁତାବକ ଗତକାଲି ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କ ବଡ଼ଭାଇ ହରିଶଙ୍କର ମିଶ୍ର
Read More...

ବାହାଲ ଚାଷୀ ଖୁସ୍‌ ଥିବା ବେଳେ ମାଲ ଚାଷୀ କାନ୍ଦୁଛି

ମ.ରାମପୁର, (ହେମନ୍ତ ସାହୁ) : ବର୍ଷାରତୁ ଆରମ୍ଭରୁ ମୌସୁମୀର ଲୁଚକାଳୀ ଖେଳ ଓ ସ୍ଵଲ୍ପ ବୃଷ୍ଟି କାରଣରୁ ଚାଷୀକୂଳ ହତାଶ ହୋଇପଡ଼ିଥିବା ବେଳେ ଅଣଜଳ ସେଚିତ ବହୁ ଚାଷଜମି ଏବେ ମଧ୍ୟ ପଡିଆ ପଡିଛି । ଧୁ ଧୁ ମୁଣ୍ଡଫଟା ଖରା ସାରା ଶ୍ରାବଣ ମାସରେ ମଧ୍ୟ ବୈଶାଖର ଅନୁଭବ ଦେଇ ଯାଇଛି । ବର୍ଷା ଅଭାବରୁ
Read More...

ଗଞ୍ଜେଇ ଚୋରା ଚାଲାଣ ବେଳେ ୬୯.୭୩ କେଜି ଗଞ୍ଜେଇ ଜବତ ସହ ଦୁଇ ଗିରଫ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ଥାନା ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ ବୋଲି ଖବର ମିଳିଛି । ମୋହନଗିରି ଅଞ୍ଚଳରୁ ଏକ ପିକ୍ଅପ ଭ୍ୟାନର ଗୁପ୍ତ ଚ୍ୟାମ୍ବରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ମ.ରାମପୁର ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା । ଏହାପରେ ଏକ
Read More...

ବ୍ଳକ ଆଦିବାସୀ ସଂଘର ବୈଠକ ଅନୁଷ୍ଠିତ

ମ.ରାମପୁର, (ହେମନ୍ତ ସାହୁ) : ମଦନପୁର ରାମପୁର ବ୍ଳକ ଆଦିବାସୀ ସଂଘର ବୈଠକ ଆଦିବାସୀ ତାଲିମ କେନ୍ଦ୍ର ମ.ରାମପୁରଠାରେ ଅନୁଷ୍ଠିତ ହୋଇଯାଇଅଛି, ବୈଠକରେ କନ୍ଧ ସମାଜ ସଭାପତି ପଦମସିଂ ମାଝୀ ସଂଘ ସଭାପତି ଧନସିଂହ ମାଝୀ, ସଂପାଦକ ଲୋଚନ ଧରୁଆ, ବିଞ୍ଜାଲ ସଭାପତି ସମ୍ପଦ ବରିହା, ମହାଦେବ ବରିହା
Read More...