ମଦନପୁର ଠାରେ ୨୭ତମ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫
ମ.ରାମପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ଠାରେ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ ପାଳିତ ହୋଇଯାଇଛି । ସରପଞ୍ଚ କେତକୀ ଦଣ୍ଡିଆଙ୍କ ନେତୃତ୍ୱରେ ପାଟଖଣ୍ଡା ମନ୍ଦିରରୁ ମଶାଲ ଯାତ୍ରା ଆରମ୍ଭ କରି ଗ୍ରାମ୍ୟ ପରିକ୍ରମା କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା!-->…
Read More...
Read More...