Browsing Tag

m.rampur news

ମ.ରାମପୁର ରାମଲୀଳା ମହୋତ୍ସବ : ଚତୁର୍ଥ ରଜନୀରେ ମଞ୍ଚସ୍ଥ ହେଲା କିଷ୍କିନ୍ଧା ଓ ସୁନ୍ଦରାକାଣ୍ଡ

ଆଜି ଶେଷ ରଜନୀରେ ଲଙ୍କା କାଣ୍ଡ ମ.ରାମପୁର, (ହେମନ୍ତ ସାହୁ) : ଶ୍ରୀରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଚାଲିଥିବା ପ୍ରସିଦ୍ଧ ଶ୍ରୀ ରାମ ଲୀଳା ମହୋତ୍ସବର ଚତୁର୍ଥ ରଜନୀରେ କିସ୍କିନ୍ଧା ଓ ସୁନ୍ଦରାକାଣ୍ଡ ମଞ୍ଚସ୍ଥ ହୋଇଥିବା ବେଳେ ଶେଷ ଯାଏଁ ଦର୍ଶକଙ୍କ ସମାଗମ ଦେଖିବାକୁ ମିଳିଥିଲା
Read More...

ମ.ରାମପୁର ରାମଲୀଳା ମହୋତ୍ସବ

ଆରଣ୍ୟକ କାଣ୍ଡରେ ହଜାର ହଜାର ଦର୍ଶକଙ୍କ ସମାହାରଆଜି ହେବ କିସ୍କିନ୍ଧ୍ୟା ଓ ସୁନ୍ଦରାକାଣ୍ଡ ମ.ରାମପୁର, (ହେମନ୍ତ ସାହୁ) : ଶ୍ରୀ ରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନର ଦଶମ ଶ୍ରୀ ରାମଲୀଳା ମହୋତ୍ସବର ତୃତୀୟ ରଜନୀରେ ମଞ୍ଚସ୍ଥ ଆରଣ୍ୟକ କାଣ୍ଡରେ ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ସମାଗମ
Read More...

ମ.ରାମପୁର ରାମଲୀଳା ମହୋତ୍ସବ

ଦ୍ଵିତୀୟ ଦିନରେ ଶେଷ ଦୃଶ୍ୟ ଯାଏଁ ରହିଲେ ଦର୍ଶକଆଜି ହେବ 'ଆରଣ୍ୟକ କାଣ୍ଡ' ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରଠାରେ ଶ୍ରୀ ଶ୍ରୀ ରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପ୍ରସିଦ୍ଧ ରାମଲୀଳାର ଅଯୋଧ୍ୟା କାଣ୍ଡ ମଞ୍ଚସ୍ଥ ହେବା ସହ ନାଟକର ଶେଷ ଦୃଶ୍ୟ ଯାଏଁ
Read More...

ମାରୱାଡ଼ି ସମାଜ ତରଫରୁ ହନୁମାନ ଜୟନ୍ତୀ ପାଳିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ମାରୱାଡ଼ି ସମାଜ ତରଫରୁ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରା ନଗର ପରିକ୍ରମା କରିବା ପରେ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା । ରାତିରେ ଜନସାଧାରଣଙ୍କ ପାଇଁ ଅନ୍ନ ପ୍ରସାଦ ବଂଟନ
Read More...

୭୨ବର୍ଷରେ ଡ଼ଙ୍ଗାବାହାଲ-ଡ଼ୁମେରଗୁଡ଼ା ଶ୍ରୀରାମଲୀଳା

ଏକତାର ସୂତ୍ରଧର ହେଉଛି ରାମଲୀଳା ମହୋତ୍ସବ ମ.ରାମପୁର, (ହେମନ୍ତ ସାହୁ) : ନିରବଚ୍ଛିନ୍ନ ଭାବରେ ସାଂସ୍କୃତିକ ଧାରା ବଜାୟ ରଖିବା ଏକ କଷ୍ଟ ସାଧ୍ୟ ବ୍ୟାପାର । କିନ୍ତୁ ସଂସ୍କୃତି ପ୍ରତି ଗଭୀର ରୁଚି ଏବଂ ନିଷ୍ଠା ଏଭଳି ଏକ ପ୍ରବହମାନ ଧାରାକୁ ଆଗକୁ ନେଇଥାଏ । କଳାହାଣ୍ଡି ଜିଲ୍ଲା ମ.
Read More...

ଗୀତା ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ଉତ୍ତେଇ ବିହାର ସ୍ଥିତ ସଦସଙ୍ଗ କମିଟି ତରଫରୁ ଆଗାମୀ ୧୬ ତାରିଖରେ ହେବାକୁ ଥିବା ଗୀତା ଯଜ୍ଞ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ନବୀନ ପଧାନଙ୍କ ସଭାପତିତ୍ୱରେ ସଂପାଦକ କୁଳମଣି ସାହୁ ବୈଠକର ବିବରଣୀ ଉପସ୍ଥାପନ କରିଥିଲେ ।
Read More...

ଶ୍ରୀରାମଲୀଳା ମହୋତ୍ସବ ପ୍ରସ୍ତୁତି ଚୂଡାନ୍ତ

ଅପ୍ରେଲ ସାତ ତାରିଖରୁ ଏଗାର ଯାଏଁ ମନ ମୋହିବ ଆଦ୍ୟ କାଣ୍ଡରୁ ଲଙ୍କା କାଣ୍ଡ ମ.ରାମପୁର, (ହେମନ୍ତ ସାହୁ) : ଶ୍ରୀ ଶ୍ରୀ ରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅପ୍ରେଲ ସାତ ତାରିଖରୁ ଏଗାର ତାରିଖ ଯାଏଁ ଚାଲିବ ଶ୍ରୀରାମଲୀଳା ମହୋତ୍ସବ । ଓଡ଼ିଶା
Read More...

କାମନା ଦଣ୍ଡ ଯାତ୍ରାରେ ଚଳ ଚଞ୍ଚଳ ହେଉଛି ଅଞ୍ଚଳ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ଅଞ୍ଚଳରେ ବିଷୁବ ସଂକ୍ରାନ୍ତିର ୧୩ ଦିନ ପୂର୍ବରୁ କାମନା ଦଣ୍ଡ ଯାତ୍ରା ଅନୁଷ୍ଠିତ ହୁଏ । ପ୍ରାରମ୍ଭରେ ଦଣ୍ଡକୁ ଜୀବନ ଦାନ, ୧୩ ଭୋକ୍ତାଙ୍କ ପଇତା ଧାରଣ ସହ ଶିବ ମନ୍ଦିରରୁ ଆଜ୍ଞା ନେଇ ଏହି ଯାତ୍ରା ଆରମ୍ଭ ହୁଏ । ୧୩ ଦିନ ଯାକ
Read More...

ତୁଜୁଙ୍ଗ ଗ୍ରାମରେ ୫୬ତମ ଶ୍ରୀରାମଲୀଳା ମହୋତ୍ସବ : ସୀତା ଚୋରି ମଞ୍ଚସ୍ଥ

ମ.ରାମପୁର, (ହେମନ୍ତ ସାହୁ): ୧୯୬୭ ମସିହାରୁ ତୁଜୁଙ୍ଗ ଗ୍ରାମରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଶ୍ରୀରାମଲୀଳା ନାଟକ ପରିବେଷିତ ହୋଇ ଆସୁଛି । ମହୋତ୍ସବର ଦ୍ୱିତୀୟ ଦିନରେ ମଞ୍ଚରେ ଅରଣ୍ୟକାଣ୍ଡର ଖର-ଦୁଶଣ-ତ୍ରିଶୀରା ବଧ, ସୂର୍ପଣଖା ନାସା-କର୍ଣ୍ଣ ଛେଦନ ଏବଂ ସୀତା ଚୋରି ନାଟକ ପରିବେଷଣ ହୋଇଥିଲା ।
Read More...

ତୁଜୁଙ୍ଗ ଗ୍ରାମରେ ୫୬ତମ ଶ୍ରୀରାମଲୀଳା ମହୋତ୍ସବ ତଥା ସୀତା ବିବାହ ସମ୍ପନ୍ନ

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ପଣ୍ଡକାମାଲ ପଞ୍ଚାୟତ ତୁଜୁଙ୍ଗ ଗ୍ରାମରେ ୧୯୬୭ ମସିହାରୁ ଶ୍ରୀରାମଲୀଳା ନାଟକ ପରିବେଷିତ ହୋଇଆସୁଛି । ମହୋତ୍ସବର ପ୍ରଥମ ଦିନରେ ମଞ୍ଚରେ ଆଦ୍ୟ କାଣ୍ଡ ଏବଂ ଅଯୋଧ୍ୟା କାଣ୍ଡ ନାଟକ ପରିବେଷଣ ହୋଇଥିଲା । ଉକ୍ତ
Read More...