Browsing Tag

m.rampur news

ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ସଦ୍‌ଗତି ପାଇଁ ଶୋକସଭା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅଗ୍ରଣୀ ଅନୁଷ୍ଠାନ ସେବା ଜଗତ ତରଫରୁ ଘଟିଥିବା ଦୁଃଖଦାୟକ ଟ୍ରେନ ଦୁର୍ଘଟଣାରେ ଜୀବନ ହାରିଥିବା ଲୋକମାନଙ୍କ ସ୍ମରଣରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ବୁରାଟ ଗ୍ରାମରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ସତ୍ୟ ନାରାୟଣ ପଟ୍ଟନାୟକଙ୍କ
Read More...

ଏମ୍‌.ରାମପୁରଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ

ମ.ରାମପୁର, (ହେମନ୍‌ନ୍ତ ସାହୁ) : ଆଜି ଏମ୍‌. ରାମପୁର ସ୍ଥିତ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଏବଂ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜିଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଜିଲ୍ଲାପାଳ, ଭବାନୀପାଟଣା ଡ. ବିଶ୍ଵଜିତ
Read More...

ବିଳମ୍ବିତ ରାତିରେ ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି : ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍‌

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ୱାର୍ଡ ନମ୍ବର ୯ କଲେଜ୍ ରୋଡ ସ୍ଥିତ ରହୁଥିବା ଶିଳ୍ପ ଉଦ୍ୟୋଗୀ ସୁବାଷ ଅଗ୍ରୱାଲଙ୍କ ଘରୁ ରବିବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି । ରାତି ପ୍ରାୟ ୨ଟା ସମୟରେ ୮/୯ ଜଣ ଦୃର୍ବୁତ୍ତ ଘର ଭିତରକୁ ପଶି ମାରଣାସ୍ତ୍ର
Read More...

ବିଜେପିର ମଣ୍ଡଳସ୍ତରୀୟ ବୈଠକ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ମଣ୍ଡଳସ୍ତରୀୟ କାର୍ଯ୍ୟକାରୀ ବୈଠକ ସ୍ଥାନୀୟ ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନଅ ବର୍ଷ ଶାସନର ଉପଲବ୍ଧିକୁ ନେଇ ମଇ ୩୦ ତାରିଖରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଲୋକଙ୍କ ପାଖରେ ବିଜେପି
Read More...

ଦେବ ଦମ୍ପତିଙ୍କ ବିବାହ ଉତ୍ସବ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ସ୍ଥିତ ବିଜେ ଶ୍ରୀ ଶ୍ରୀ ରାମେଶ୍ୱରଙ୍କର ବିବାହ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶିବ ମନ୍ଦିରଠାରୁ ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏହି ପରିକ୍ରମାରେ ବିଭିନ୍ନ ସାଂସ୍କୃତିକ ଦଳ, ଲୋକ ନୃତ୍ୟ, ଲୋକ ବାଦ୍ୟ ସାମିଲ
Read More...

ଆସନ୍ତା ୧୯ ତାରିଖ ୫ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଗସ୍ତ ପାଇଁ ବିଜେଡି ଦଳର ସାଙ୍ଗଠନିକ ସଂପାଦକଙ୍କ ମ.ରାମପୁର ଗସ୍ତ

ମ.ରାମପୁର, (ହେମନ୍ତ ସାହୁ) : ଆସନ୍ତା କାଲି ୫ଟି ସଚିବ ଭି. କେ. ପାଣ୍ଡିଆନ କଳାହାଣ୍ଡି ଜିଲ୍ଲା ଗସ୍ତ କରି ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ସାକ୍ଷାତ ଏବଂ ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି । ତାଙ୍କ ଗସ୍ତକୁ ଆଖି ଆଗରେ ରଖି ବିଜେଡ଼ି ଦଳ ଜୋର୍‌ଦାର୍‌ ପ୍ରସ୍ତୁତି ଚଲାଇଛି । ସେହି
Read More...

ମ.ରାମପୁରଠାରେ ୧୦ତମ ଆର୍ଟ ଅଫ୍‌ ଗିଭିଙ୍ଗ୍‌ ସମାରୋହ ଅନୁଷ୍ଠିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବୁରାଟ ସ୍ଥିତ ସେବା ଜଗତ ଆଦିବାସୀ ତାଲିମ କେନ୍ଦ୍ରରେ ଆଜି ୧୦ତମ ଆର୍ଟ ଅଫ୍‌ ଗିଭିଙ୍ଗ୍‌ ସମାରୋହ ଅନୁଷ୍ଠିତ ହୋଇଯାଇଛି । କିଟ୍‌ ଓ କିସ୍‌ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ବିଶିଷ୍ଟ ଶିକ୍ଷାବିତ ତଥା କନ୍ଧମାଳ ଜିଲ୍ଲାର ସାଂସଦ
Read More...

ଓଇଏସ୍‌ ପରୀକ୍ଷାରେ ରାଜସ୍ୱ ନିରୀକ୍ଷକ ବିଜୟ ଲକ୍ଷ୍ମୀ ନାଗଙ୍କ ସଫଳତା

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ବ୍ଲକ ଅନ୍ତର୍ଗତ ଅଳାତରା ଗ୍ରାମର ବିଜୟ ଲକ୍ଷ୍ମୀ ନାଗ ଓଡ଼ିଶା ଶିକ୍ଷା ସେବା (ଓଇଏସ୍‌)ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ବାପା ପୂର୍ଣ୍ଣଚନ୍ଦ୍ର ନାଗ ଓ ମାତା ପୁଷ୍ପଲତା ନାଗଙ୍କ ଝିଅ ହେଉଛନ୍ତି ଲକ୍ଷ୍ମୀ । ସେ ବର୍ତ୍ତମାନ ମଦନପୁର ରାମପୁର
Read More...

ବାରବନ୍ଧା ଓ ଡୁଡୁକାରଂଜା ଇଲାକାରେ ଲାଗିଲା ମାଓ ପୋଷ୍ଟର

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ପଂଚାୟତ ବାରବନ୍ଧା ଓ ଡୁଡୁକାରଂଜା ପଂଚାୟତର ବିଭିନ୍ନ ସ୍ଥାନ ଯଥା ପଂଚାୟତ ଅଫିସ, ବେଲଗାଁ ଛକ, ଡୁଡୁକାରଂଜା ଛକ ଇତ୍ୟାଦିରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ତେବେ ଏହି ସବୁ ପୋଷ୍ଟରରେ
Read More...

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ଗୌଡ କର୍ଲାଖୁଣ୍ଟାଠାରେ ଗତ ରାତି ପ୍ରାୟ ୯ ଘଣ୍ଟା ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାବଡିଛି । ସୂଚନା ମତେ ମ.ରାମପୁର ପଞ୍ଚାୟତର ଜକାବାହାଲି ଗ୍ରାମର ରମେଶ ମାଝୀ(୨୬) ନିଜ
Read More...