Browsing Tag

loisingha news

ରୁଗୁଡ଼ିଖାଲରେ ବିଜେପି ପକ୍ଷରୁ ରା‌ସ୍ତା ରୋକ

ଲୋଇସିଂହା, (କେପିଏନ୍‌ଏସ୍‌) : ଚାଷୀ ସମସ୍ୟାର ସମାଧାନ ଦାବୀରେ ଆଜି ପ‌ଶ୍ଚିମ ଓଡ଼ିଶାରେ ବିଜେପି ପକ୍ଷରୁ ଦିନ ୧୦ଟାରୁ ୧ଟା ରା‌ସ୍ତା ରୋକ ଚାଲିଛି । ଏହି କ୍ରମରେ ‌ସ୍ଥାନୀୟ ରୁଗୁଡ଼ିଖାଲ ସ‌ମ୍ବଲପୁର-ବଲା‌ଙ୍ଗିର ଜାତୀୟ ରାଜପଥରେ ଲୋଇସିଂହା ବିଧାୟକ ଡ଼.ମୁକେଶ ମହାଲିଙ୍ଗ‌‌ଙ୍କ ନେତୃ‌ତ୍ୱରେ
Read More...

ଯୋଗୀସର୍ଡା ମହାଶିବରାତ୍ରି ମେଳା ଓ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକର ପ୍ରସିଦ୍ଧ ଶୈବପୀଠ ଯୋଗୀସର୍ଡ।ର ଯୋଗେଶ୍ବରଧାମ ଠାରେ ଚଳିତ ମାର୍ଚ୍ଚ ୪ ରୁ ୧୨ ତାରିଖ ପର୍ୟ୍ୟନ୍ତ ମହାଶିବରାତ୍ରି ଓ ଜାଗର ଯାତ୍ରା ଉପଲକ୍ଷେ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ତଥା
Read More...

କୁଶଙ୍ଗ ଆଂଚଳିକ ମହାବିଦ୍ୟାଳୟର ସୁପରିଚାଳନା ପାଇଁ ଗ୍ରାମବାସୀଙ୍କ ଉପଜିଲ୍ଲାପଳଙ୍କୁ ଗୁହାରି

ଲୋଇସିଂହା, (କେପିଏନ୍‌ଏସ୍‌) : କୁଶଙ୍ଗ ଆଂଚଳିକ ମହାବିଦ୍ୟାଳୟର ସୁପରିଚାଳନା ପାଇଁ ଗ୍ରାମବାସୀ ଉପଜିଲ୍ଲାପଳଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି । ଗ୍ରାମବାସୀଙ୍କ ଦ୍ୱାରା ଦିଆଯାଇଥିବା ଆବେଦନ ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ମହତ୍‌ ଉଦ୍ଦେଶ୍ୟ ନେଇ ୧୯୯୧ରେ ଏକ କନିଷ୍ଠ ମହାବିଦ୍ୟାଳୟ
Read More...

ସିନିୟର ସିଟିଜନ ଆସେମ୍ବଲି ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଅଗ୍ରସେନ ଭବନ ଠାରେ ସ୍ଥାନୀୟ ସିନିୟର ସିଟିଜନ ଆସେମ୍ବଲିର କାର୍ୟ୍ୟକାରୀ କମିଟି ବୈଠକ ସଭାପତି ଧର୍ମସିଂ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସ୍ଥାନୀୟ ଅଞ୍ଚଳର ବହୁବିଧ ସମସ୍ୟା ନେଇ ଆଲୋଚନା କରାଯାଇଥିଲା । ଲୋଇସିଂହା
Read More...

ଧାନକ୍ରୟରେ ବାଦିମୁଣ୍ଡା ପେକ୍ସରେ ଅନିୟମିତତା ଅଭିଯୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବାଦିମୁଣ୍ଡା ମଣ୍ଡିରେ ଧାନ କ୍ରୟରେ ବହୁବିଧ ସମସ୍ୟା ଦେଖାଦେଇଛି । ଏହି ପେକ୍ସରେ ଚାଷୀଙ୍କ ହଜାର ହଜାର ବସ୍ତା ଧାନ ପଡି ରହିଥିବା ଦେଖିବାକୁ ମିଳିଛି । ମାସାଧିକ ସମୟ ଧରି ସ୍ଥାନୀୟ ଚାଷୀମାନେ ମଣ୍ଡିରେ ଭୋକ ଉପାସରେ ଧାନ ବସ୍ତା ଗୁଡିକୁ ଜଗି
Read More...

ଶିଶୁ ସମ୍ପର୍କ ଯାତ୍ରା

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ତଥା ଆଗଲପୁର ବ୍ଲକ ଝରଣୀପାଲି ଓ ଭରସୁଜା ଗ୍ରାମ ପଂଚାୟତର ସମ୍ମିଳନୀ କକ୍ଷରେ ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ) ତରଫରୁ ଶିଶୁ ସମ୍ପର୍କ ଯାତ୍ରା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭରସୁଜା ସରପଞ୍ଚ ଗଣେଶ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ
Read More...

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ସହାୟକ ଉପକରଣ ବଣ୍ଟନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ପରିସରରେ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ଏବଂ ପ୍ରଶିକ୍ଷଣ କେନ୍ଦ୍ର, ଓଲଟପୁର, କଟକ ଓ ସମଗ୍ର ଶିକ୍ଷା, ବଲାଙ୍ଗୀରର ମିଳିତ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ସହାୟକ
Read More...

ପ୍ରଥମ ଏକଲବ୍ୟ ଫୁଟବଲ ଟୁର୍ଣ୍ଣାମେ‌ଣ୍ଟର ଫାଇନାଲ ତଥା ଉଦଯାପନୀ ମ୍ୟାଚରେ ଯୋଗ ଦେଲେ କେଶରୀୟା ହିନ୍ଦୁ ବାହିନୀର ପ୍ରଦେଶ…

ଲୋଇସିଂହା, (କେପିଏନ୍‌ଏସ୍‌) : ଗତକାଲି ତା. ୦୭.୦୨.୨୦୨୧ ତାରିଖ ଦିନ ଲୋଇସିଂହା ‌ବ୍ଲକ ବିଶାଲପାଲି ଠାରେ ପ୍ରଥମ ଏକଲବ୍ୟ ଫୁଟବଲ ଟୁର୍ନାମେଣ୍ଟର ଫାଇନାଲ ତଥା ଉଦଯାପନୀ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେଶରୀୟା ହିନ୍ଦୁ ବାହିନୀର ପ୍ରଦେଶ ମହାମନ୍ତ୍ରୀ ତଥା ପ୍ରଦେଶ କୋର ଗ୍ରୁପ କମିଟି
Read More...

ଲୋଇସିଂହା ବିଶ୍ୱ କଲ୍ୟାଣ ନାଗରିକ କମିଟି ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଜମିଦାରଙ୍କ ରାଜବାଟି ଠାରେ ବିଶ୍ୱ କଲ୍ୟାଣ ନାଗରିକ କମିଟିର ସାଧାରଣ ପରିଷଦ ବୈଠକ ସଭାପତି ଜୟକୃଷ୍ଣ ସିଂରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ପ୍ରଶାନ୍ତ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ନାଗରିକ କମିଟିର
Read More...

ଶ୍ରୀ ବଙ୍କଟ ରମଣ ଦାସ୍ ତ୍ୟାଗୀ ମହାରାଜଙ୍କର ସପ୍ତବିଂଶ ବାର୍ଷିକ ମହୋତ୍ସବ ଅନୁଷ୍ଠିତ : କେଶରୀୟା ହିନ୍ଦୁ ବାହିନୀର…

ଲୋଇସିଂହା, ( କେପିଏନ୍‌ଏସ୍‌) : ଆଜି ଲୋଇସିଂହା ବାବା ମଠ ଠାରେ ଶ୍ରୀ ବଙ୍କଟ ରମଣ ଦାସ୍ ତ୍ୟାଗୀ ମହାରାଜଙ୍କର ସପ୍ତବିଂଶ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କେଶରୀୟା ହିନ୍ଦୁ ବାହିନୀର ବରିଷ୍ଠ କାର୍ୟ୍ୟକର୍ତ୍ତାମାନଙ୍କ ସହିତ କେଶରୀୟା ହିନ୍ଦୁ ବାହିନୀ ପ୍ରଦେଶ
Read More...