Browsing Tag

loisingha news

ରାସ୍ତା ମରାମତି କଲେ କୋଶଲ ସେନା

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ କୁଶମେଲ କୁମ୍ଭାରପଡା ଠାରୁ ଲଙ୍କାବାହାଲ ଗ୍ରାମକୁ ଯିବା ରାସ୍ତା ଅବସ୍ଥା ଅତି ଶୋଚନୀୟ ଅବସ୍ଥାରେ ପଡି ରହିଥିଲା । କଂକ୍ରିଟ ରାସ୍ତା ହୋଇଥିଲେ ମଧ୍ୟ ରାସ୍ତା ଉପରେ ଫୁଟେରୁ ଅଧିକ ବାଲି ଓ ମାଟି ଜମି ରହି ଖାଲ ଖମା ସୃଷ୍ଟି ହୋଇଥିଲା । ଫଳରେ
Read More...

ଲୋଇସିଂହା ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚନ : ଶଶାଙ୍କ ଭୋଇ ସଭାପତି ଓ ପ୍ରଶାନ୍ତ ବେହେରା ସମ୍ପାଦକ

ଲୋଇସିଂହା, (କେପିଏନ୍‌ଏସ୍‌) : ଚଳିତ ୨୦୨୧-୨୨ ବର୍ଷ ପାଇଁ ଲୋଇସିଂହା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ନିର୍ଦ୍ୱନ୍ଦରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ଶଶାଙ୍କ ଶେଖର ଭୋଇ, ସମ୍ପାଦକ-ପ୍ରଶାନ୍ତ ବେହେରା, ଉପ ସଭାପତି-ପ୍ରଦୀପ ତ୍ରିପାଠୀ, ଯୁଗ୍ମ
Read More...

ଟ୍ରକ ଧକ୍କାରେ ସ୍କୁଟି ଚାଳକ ମୃତ

ଲୋଇସିଂହା, (କେପିଏନ୍‌ଏସ୍‌) : ୨୬ ନଂ ଜାତୀୟ ରାଜପଥ ଲୋଇସିଂହା କଲେଜ ଛକ ନିକଟରେ ଶନିବାର ମଧ୍ୟାହ୍ନ ସାଢ଼େ ୧୨ ଟାରେ ଟ୍ରକ ଧକ୍କାରେ ଜନୈକ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ପୁଇଁତଲା ଥାନା ଅନ୍ତର୍ଗତ ଧୁବାଉଡାର ଗ୍ରାମର ନୀଳ ମହାକୁର (୫୩) । ସେ ଏକ ଆକ୍ଟିଭା ସ୍କୁଟି
Read More...

ଲୋଇସିଂହା ମହାବିଦ୍ୟାଳୟରେ ‘ମୋ କଲେଜ ଅଭିଯାନ’

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ମହାବିଦ୍ୟାଳୟର ସଭାଗୃହ ଠାରେ ମୋ କଲେଜ ଅଭିଯାନ କାର୍ୟ୍ୟକ୍ରମ ଆରମ୍ଭ ହୋଇଯାଇଛି । ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ପ୍ରାୟ ସାତ ଶହରୁ ଅଧିକ କଲେଜରେ ଏହି ଅଭିଯାନକୁ ଅପରାହ୍ନ ୪ ଟା ୧୫ ରେ ଅନଲାଇନ ମାଧ୍ୟମରେ ଉଦଘାଟନ କରିଛନ୍ତି ।
Read More...

ଶ୍ରୀ ସଂପ୍ରଦାୟ ପଶ୍ଚିମାଞ୍ଚଳ ସାଧୁ ସନ୍ଥ ବୈଠକ ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଶ୍ରୀ ସଂପ୍ରଦାୟ ପଶ୍ଚିମାଞ୍ଚଳ ସାଧୁ ସନ୍ଥ ବୈଠକ ଲୋଇସିଂହା କସ୍ତୁରୀ ବାଇ ମଠର ମଠାଧୀକାରୀ ହନୁମାନ ଦାସ‌ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଶ୍ରୀ ହୃଷିକେଶ ବାବା, ସଭା ସଂପାଦନ ଗିରିବର ଦାସ ମହାରାଜ ଓ ସଭା ସମାଲୋଚକ ବାବା ଅଦୈଶ ଦାସ
Read More...

ଜାତୀୟ ଉପଭୋକ୍ତା ଅଧିକାର ଦିବସ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଆଗଲପୁର ବ୍ଲକ ନଅଗାଁ(ଖ) ସ୍ଥିତ ପଲ୍ଲୀ ଆଲୋକ ପାଠାଗାର ଓ "ବୈଧ ମାପବିଜ୍ଞାନ ବିଭାଗ"ର ମିଳିତ ଆନୁକୂଲ୍ୟରେ ବୈଧ ମାପବିଜ୍ଞାନ ବିଭାଗର ବରଗଡ କାର୍ୟ୍ୟାଳୟ ପରିସରରେ ଜାତୀୟ ଉପଭୋକ୍ତା ଅଧିକାର ଦିବସ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
Read More...

କିଶୋରୀ ଜୀବନ ଚକ୍ର ସ୍ୱାସ୍ଥ୍ୟ, ପୃଷ୍ଟି, ଓ ବାଲ୍ୟ ବିବାହ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ତଥା ଆଗଲପୁର ବ୍ଲକ ନୁନିଆଁପାଲି ଗୁଣ୍ଡୁରୁମୁଣ୍ଡା ଗ୍ରାମରେ ସିଡବ୍ଲୁଏସ ସହଯୋଗରେ କିଶୋରୀ ସ୍ୱାସ୍ଥ୍ୟ, ପୃଷ୍ଟି ଓ ବାଲ୍ୟ ବିବାହ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଉଭୟ ଗ୍ରାମରୁ କିଶୋରୀ ମାନେ ସକ୍ରିୟ ଅଂଶଗ୍ରହଣ
Read More...

ବନ୍ୟଜନ୍ତୁ ଶିକାରୀ ଯବାନ୍‌ ଗିରଫ : ବନ୍ଧୁକ ଜବତ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ କରକଚିଆ ଛକରେ ବନବିଭାଗ ପେଟ୍ରୋଲିଂ କରୁଥିବା ସମୟରେ ଜଣେ ବନ୍ୟଜନ୍ତୁ ଶିକାରୀକୁ ଗିରଫ କରିଛି । ଯୁବକ ଜଣକର ନାମ ମଣ୍ଟୁ କରନ ଏବଂ ସେ ବାଦୀମୁ‌ଣ୍ଡାର ବୋଲି ଜଣାପଡିଛି । ଆଜି ଭୋର୍‌ ସମୟରେ ଜଙ୍ଗଲରୁ ତିନି ଜଣ ଯୁବକ
Read More...

ଅପପୃଷ୍ଟି ପରିବାରଙ୍କ ସ୍ୱାସ୍ଥ୍ୟ ତଥା ପୃଷ୍ଟି ସମ୍ୱନ୍ଧୀୟ ଦକ୍ଷତା ବୃଦ୍ଧି କର୍ମଶାଳା ଆୟୋଜିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ତଥା ଆଗଲପୁର ବ୍ଲକ ନୁନିଆପାଲି ଓ ଭରସୂଜା ଗ୍ରାମପଂଚାୟତରେ ସିଡବ୍ଲୁଏସ ଭୁବନେଶ୍ୱର ତରଫରୁ ଅପପୁଷ୍ଟି ପରିବାରଙ୍କ ଦକ୍ଷତା ବୃଦ୍ଧି କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ଉଭୟ ପଂଚାୟତର ମୋଟ ୮୨ ଜଣ ଅଂଶଗ୍ରହଣ କରିଥିଲେ । ଏହି କର୍ମଶାଳାରେ
Read More...

ଲୋଇସିଂହାରେ ଅମୃତ ମହୋତ୍ସବ

ଲୋଇସିଂହା, (କେପିଏନ୍‌ଏସ୍‌) : ଆସନ୍ତା ବର୍ଷ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ୭୫ ସପ୍ତାହ ପୂର୍ବରୁ ବିଭିନ୍ନ କାର୍ୟ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ଉପଲକ୍ଷେ ସ୍ଥାନୀୟ ଯୁବ ସ୍ବେଛାସେବୀ ଓ ଛାତ୍ରଛାତ୍ରୀଙ୍କୁ ନେଇ ନେହେରୁ ଯୁବାକେନ୍ଦ୍ର, ବଲାଂଗିର ଓ ସୁରସଙ୍ଗମ
Read More...